Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Browsing Category
Public
Public related news information updates will be here
ଖୁସିରେ ରହିବା ପାଇଁ ଚିନ୍ତାଧାରା ବଦଳାଇବା ଉଚିତ୍
ଆପଣ ଘରେ କାର୍ଯ୍ୟକ୍ଷେତ୍ରରେ ଖୁସି ପାଇପାରୁନାହାଁନ୍ତି କି? ଯଦି ହଁ , ତେବେ ଆପଣ ଆଉ ଭାବନ୍ତୁ ନାହିଁ । କିପରି ଖୁସି ପାଇବେ ସେଥିପାଇଁ ଦୃଷ୍ଟି ଦିଅନ୍ତୁ । ଏକ ରିସର୍ଚରୁ ଜଣାଯାଇଛି ଯେ ଯଦି ଆପଣ କାର୍ଯ୍ୟ କ୍ଷେତ୍ରରେ ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ନିଜ କାର୍ଯ୍ୟ ଠିକ ଭାବେ…
ଭୁବନେଶ୍ୱର ଉପକଣ୍ଠ ଦୟାନଦୀରେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର ଉପକଣ୍ଠ ଦୟାନଦୀରେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ଟିମ୍ । ଉଦ୍ଧାର ପାଇଁ ସକାଳୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଅଗ୍ନିଶମ ବାହିନୀର ସ୍କୁବା ଡାଇଭରମାନେ ସ୍ୱତନ୍ତ୍ର ବୋଟ ଯୋଗେ ଆଜି ଖୋଜାଖୋଜି ଚଳାଇଥିଲା । କିଛି ସମୟ ପରେ ନଦୀର ଏକ ପାର୍ଶ୍ୱରୁ ଛାତ୍ରଙ୍କ…
ଆଜି ଝଡ଼ବର୍ଷା ସହ କୁଆପଥର ବର୍ଷା
ଆଜି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଆଦି ଜିଲ୍ଲାରେ ଝଡ଼ବର୍ଷା ସହ କୁଆପଥର ବର୍ଷା…
ବଢ଼ିଲା ଚିତାଙ୍କ ବଂଶ
ଭୋପାଳ: ଖୁସିଖବର । ବଢ଼ିଲା ଚିତାଙ୍କ ବଂଶ । ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଆସିଥିବା ଚିତାଙ୍କ ମଧ୍ୟରୁ ଏକ ଚିତା ଜନ୍ମଦେଇଛି ୪ ଛୁଆ । ଯାହାକୁ ନେଇ ଜାତୀୟ ଉଦ୍ୟାନରେ ଖୁସି ଭରିଯାଇଛି । କିଡନି ସଂକ୍ରମଣ କାରଣରୁ ଏକ ଚିତା ମଧ୍ୟରୁ ତିନିଦିନ ତଳେ ସାସା ନାମକ ଏକ ମାଈ…
ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାତ୍ରୀଙ୍କ ଆତ୍ମହତ୍ୟା
ଭୁବନେଶ୍ବର: ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଯୁକ୍ତ ୨ ଦ୍ୱିତୀୟ ବର୍ଷର ବୋଲି ଜଣାପଡିଥିବା ବେଳେ କାହିଁକି ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ । ତାଙ୍କ ଘର ରାୟଗଡା ଜିଲ୍ଲାରେ ହୋଇଥିବା ଜଣାପଡିଛି । ପରୀକ୍ଷା ଚାଲିଥିବା…
୪ ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ରୁହନ୍ତୁ
ଭୁବନେଶ୍ବର: ଯଦି ଆପଣଙ୍କର ସେପରି ବିଶେଷ କାମ ନାହଁ ତେବେ ଝଡ଼ ବର୍ଷା ସମୟରେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ବିଶେଷ କରି ପଶ୍ଚିମା ଝଡ଼ ଯୋଗୁ ରାଜ୍ୟରେ କିଛି ଦିନ ହେଲା ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ଏପରିକି ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏପରି ଘଡ଼ଘଡ଼ି ସହ ବର୍ଷା ଜାରି ରହିବା…
ନାମିବ୍ୟାରୁ ଆସିଥିବା ଗୋଟିଏ ଚିତାର ମୃତ୍ୟୁ
ଶେଷରେ ଆଖି ବୁଜିଲା ଚିତା ‘ଶାଶା’ । କିଛି ଦିନ ଧରି ଅସୁସ୍ତ ରହିବା ପରେ ଗତବର୍ଷ ଆଫ୍ରିକା ମହାଦେଶର ନାମିବ୍ୟାରୁ ଆସିଥିବା ୮ଟି ଚିତା ମଧ୍ୟରୁ ଶାଶା ଚିତାର ମୃତ୍ୟୁ ହୋଇଛି । କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଥିବା ଏହି ୮ ଚିତା ମଧ୍ୟରୁ ମାଈ ଚିତା ଶାଶା ଆଖି ବୁଜିଛି । ଗତ ଜାନୁଆରୀ ୨୩…
ରାଜ୍ୟରେ ତାଣ୍ଡବ ରଚିଛି କାଳବୈଶାଖୀ
ଭୁବନେଶ୍ୱର: ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ରାଜଧାନୀରେ ତାଣ୍ଡବ ରଚିଛି କାଳବୈଶାଖୀ । ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ସହ ପବନ ସହିତ ପ୍ରବଳ ବର୍ଷା ହୋଇଛି । ଯାଜପୁର କୋରେଇରେ ସର୍ବାଧିକ ୬୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି…
୩୬ଟି ୱାନ୍ୱେବ୍ ସାଟେଲାଇଟ୍ ଉତ୍କ୍ଷେପଣ କରି ଇତିହାସ ରଚିଛି ଇସ୍ରୋ
ଚେନ୍ନାଇ: ଇତିହାସ ରଚିଛି ଇସ୍ରୋ । ଏକାଥରକେ ମହାକାଶକୁ ୩୬ଟି ୱାନ୍ୱେବ୍ ସାଟେଲାଇଟ୍ ଉତ୍କ୍ଷେପଣ କରି ସଫଳତା ହାସଲ କରିଛି ଇସ୍ରୋ । ‘ଭାରତୀୟ ମହାକାଶ ଗେବେଷଣା ସଂସ୍ଥାନ’ ବା ‘ଇସ୍ରୋ’ ଚେନ୍ନାଇ ନିକଟସ୍ଥ ଶ୍ରୀହରିକୋଟା ‘ସ୍ପେସ୍ପୋର୍ଟ’ରୁ ଗୋଟିଏ ରକେଟ୍ ଯୋଗେ ୩୬ଟି…
ଆଜିଠାରୁ ଝଡ଼ବର୍ଷା ସମ୍ଭାବନା: ସତର୍କ ରହିବା ଜରୁରୀ
ଭୁବନେଶ୍ବର : ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଯିବ ପଶ୍ଚିମ ଝଡ଼ର ପ୍ରଭାବ। ଏଥିପାଇଁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବିଶେଷ କରି ଉପକୂଳ ଓଡ଼ିଶାରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ଯାଏ ରହିବ। ବିଜୁଳି, ଘଡ଼ଘଡ଼ି ସହ…