Trending
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
Browsing Category
Public
Public related news information updates will be here
ବୋରୱେଲରେ ଗଳିପଡିଥିବା ଶିଶୁକନ୍ୟା ମୃତ ଅବସ୍ଥାରେ ହେଲା ଉଦ୍ଧାର
ଶେଷରେ ବୋରଓ୍ବେଲରୁ ଉଦ୍ଧାର ହେଲା ଶିଶୁକନ୍ୟା । କିନ୍ତୁ ପ୍ରାଣ ନଥିଲା ଶିଶୁଟିର । ମଧ୍ୟପ୍ରଦେଶ ସିହୋର ଜିଲ୍ଲାରେ ବୋରୱେଲରେ ଗଳିପଡିଥିବା ଶିଶୁକନ୍ୟାକୁ ବହୁ କଷ୍ଟ ପରେ ଉଦ୍ଧାର କରାଯାଇଥିଲା । ୫୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମରେ ଉଦ୍ଧାରକାରୀ ଦଳ ୧୫୦ ଫୁଟ ଗାତରୁ ଶିଶୁକନ୍ୟାଟିକୁ…
ନମ୍ବର ପ୍ଲେଟ ନଥିଲେ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବ
ଭୁବନେଶ୍ୱର: ହାଇ ସିକୁରିଟି ନମ୍ବର ପ୍ଲେଟ ନଥିଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜୁନ ୨୩ରୁ ଆଦାୟ ହେବ ମୋଟା ଅଙ୍କର ଫାଇନ୍ । HSRP ନମ୍ବର ପ୍ଲେଟ ନଥିଲେ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବା ସହ ୫ ହଜାର କିମ୍ବା ୧୦ ହଜାର ଟଙ୍କାର ଜୋରିମାନା ଆଦାୟ କରାଯିବ । ଏନେଇ…
କୋର୍ଟ ପରିସରରେ ଗ୍ୟାଙ୍ଗଷ୍ଟାର ସଞ୍ଜିବ ଜୀଭାଙ୍କୁ ଗୁଳି କରି ହତ୍ୟା
ଲକ୍ଷ୍ନୌ: କୋର୍ଟ ରୁମ ପରିସରରେ ଗ୍ୟାଙ୍ଗଷ୍ଟାର ସଞ୍ଜିବ ଜୀଭାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଜଣେ ଦୁର୍ବୁତ୍ତ ସଞ୍ଜିବଙ୍ଗ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ବୁତ୍ତ ଜଣକ ଓକିଲ ବେଶରେ ଆସି ଗୁଳି ମାଡ଼ କରିଥିବା ଜଣାପଡ଼ିଛି…
ଚଳିତ ବର୍ଷା ସିଜିନରେ ଯେକୌଣସି ସମୟରେ ଖୋଲିବ ହୀରାକୁଦ
ସମ୍ବଲପୁର: ଯେକୌଣସି ସମୟରେ ଖୋଲିବ ହୀରାକୁଦ ଗେଟ୍ । ଚଳିତ ବର୍ଷା ସିଜିନରେ ଯେକୌଣସି ସମୟରେ ଖୋଲିବ ହୀରାକୁଦ । ଏହି ନିଷ୍ପତ୍ତି ପରେ ଆରମ୍ଭ ହୋଇଛି ମକଡ୍ରିଲ୍ । ଗେଟ୍ ଖୋଲିବା ସମୟରେ କୌଣସି ଅସୁବିଧା ଦେଖାନଦେବା ସହ ବନ୍ୟା ପରିଚାଳନା ଠିକ୍ ଭାବରେ ହୋଇପାରିବ, ସେନେଇ ମକଡ୍ରିଲ ଆରମ୍ଭ…
ମୌସୁମୀ ପାଇଁ ପାଗ ଅନୁକୂଳ ନେଇ ମିଳିଛି ସୂଚନା
ଭୁବନେଶ୍ବର: ଆସନ୍ତା ୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ । ମୌସୁମୀ ପାଇଁ ପାଗ ଅନୁକୂଳ ନେଇ ମିଳିଛି ସୂଚନା । କେରଳ ଉପକୂଳରେ ମେଘ ସମୂହର ଘନତ୍ୱ ବୃଦ୍ଧି ପାଉଥିବା ବେଳେ ପଶ୍ଚିମ ବାୟୁର ସକ୍ରିୟତା ଏହି ସୂଚନା ଦେଉଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ…
ବରଗଡରେ ଦୁର୍ଘଟଣାର ଶିକାର ହୋଇଛି ଏକ ମାଲବାହୀ ଟ୍ରେନ
ବରଗଡ: କରମଣ୍ଡଳ ଦୁର୍ଘଟଣାର ଦୁର୍ଦ୍ଦଶା ସୁଧୁରିନଥିବା ବେଳେ ପୁଣି ଏକ ଟ୍ରେନ ଦୁର୍ଘଟରା ନେଇ ସୂଚନା ମିଳିଛି । ବରଗଡରେ ଦୁର୍ଘଟଣାର ଶିକାର ହୋଇଛି ଏକ ମାଲବାହୀ ଟ୍ରେନ । ମେଣ୍ଢାପାଲି ନିକଟରେ ଏହି ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇ ଟ୍ରାକ ତଳକୁ ଖସି ଆସିଥିବା ଜଣାଯାଇଛି । ଡୁଙ୍ଗୁରି…
ବାହାନଗାରେ ଗଡ଼ିଲା ପାସେଞ୍ଜର ଟ୍ରେନ୍
ବାଲେଶ୍ବର: ୫୦ ଘଣ୍ଟାରୁ ଅଧିକ ସମୟର ନନଷ୍ଟପ୍ ମରାମତି ପରେ ଶେଷରେ ବାହାନଗାରେ ଗଡ଼ିଲା ଟ୍ରେନ୍। ଉଭୟ ଅପ୍ ଓ ଡାଉନ୍ ଲାଇନରେ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ଟ୍ରାକରେ ଗଡ଼ିଛି ପାସେଞ୍ଜର ଟ୍ରେନ୍ । ଗତକାଲି ଉଭୟ ଟ୍ରାକରେ ମାଲବାହୀ ଟ୍ରେନ ଚଳାଚଳ କରିଥିଲା । ବାଲେଶ୍ବର…
ଟ୍ରେନ ଦୁର୍ଘଟଣାରେ ସହାୟତାର ହାତ ବଢ଼ାଇଛନ୍ତି ବୀରେନ୍ଦ୍ର ସେହଓ୍ବାଗ
ଭୁବନେଶ୍ବର: ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣ ସାରା ଦେଶକୁ ଥରାଇ ଦେଇଛି । ଏବେ ଯାଏ ଅନେକ ଶବ ଚିହ୍ନଟ ହୋଇ ନଥିଲାବେଳେ ନିଜ ପ୍ରିୟଜନଙ୍କୁ ଖୋଜୁଛନ୍ତି ସମ୍ପର୍କୀୟ । ଏହାରି ଭିତରେ ଆହତ ଏବଂ ମୃତକଙ୍କ ପରିବାର ପ୍ରତି ସହାୟତାର ହାତ ବଢ଼ାଇଛନ୍ତି ଅନେକ ସଂଗଠନ ।କ୍ରିକେଟର ବୀରେନ୍ଦ୍ର…
ୱାଘା-ଅଟାରୀଠାରେ ଭାରତୀୟ ସେନାକୁ ମିଳିଛି ଏକ ବଡ ସଫଳତା
ନୂଆଦିଲ୍ଲୀ: ୱାଘା-ଅଟାରୀଠାରେ ଭାରତୀୟ ସେନାକୁ ମିଳିଛି ଏକ ବଡ ସଫଳତା । ଭାରତର ଆକାଶରେ ଉଡୁଥିବା ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇ ଦେଇଛି ଭାରତୀୟ ସେନା । ବିଏସଏଫର ଯବାନଙ୍କ ଗୁଳିରେ ତଳେ ଖସି ପଡିଛି ପାକିସ୍ତାନର ଡ୍ରୋନ୍ । ତେବେ ଏହି ଡ୍ରୋନକୁ ଦେଖି ସମସ୍ତଙ୍କ ମନରେ ପଶିଥିଲା ଛନକା…
କାଳବୈଶାଖୀ ଯୋଗୁଁ ମୃତ୍ୟୁ ଘଟଣାରେ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମାଲକାନଗିରିରେ ୪ ଓ ଗଂଜାମ ଆର୍ଯ୍ୟପଲୀରେ ୨ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ ସହ ସହାୟତା ଘୋଷଣା କରିଛନ୍ତି। ୬ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ସୂଚନାଯୋଗ୍ୟ, କାଳବୈଶାଖୀ ଯୋଗୁ…