Browsing Category

Politics

All politics-related news information will be uploaded here in daily besis

ଓଡ଼ିଶାରେ ଏଏପି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି।

ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଦେଇଛି। ବରଗଡ଼ରୁ ଆଶିଷ ଶତପଥୀ, ପଦ୍ମପୁରରୁ ବାଲ୍ମୀକି ନାୟକ, ଢେଙ୍କାନାଳରୁ ଭାରତ କୁମାର ଦାସ, ଅନୁଗୋଳରୁ ଦୀପ୍ତିମୟୀ ଦାସ, ବଲାଙ୍ଗୀରରୁ…

ବିଜେଡି ଛାଡି, କଂଗ୍ରେସର ହାତ ଧରିଲେ କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ

ବିଜେଡି ଛାଡିଲେ, କଂଗ୍ରେସରେ ମିଶିଲେ । ଗୁୁରୁବାର ଶଙ୍ଖ ଶିବିରକୁ ବାଏ ବାଏ କହି ‘ହାତ’ ଧରିଛନ୍ତି କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ । ପୂର୍ବତନ ପିସିିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଉପସ୍ଥିତିରେ ସିପ୍ରା କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ସାମିଲ ହେଇଛନ୍ତି । ତେବେ…

ବିଜେଡିରେ ସାମିଲ ହେଲେ ବର୍ଷା ପ୍ରିୟଦର୍ଶିନୀ

ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ । ଓଲିଉଡର ଚର୍ଚ୍ଚିତ ନାୟିକା ବର୍ଷା ପ୍ରିୟଦର୍ଶିନୀ ଗୁରୁବାର ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ବର୍ଷା । ତେବେ ପୂର୍ବରୁ ମଧ୍ୟ ଅନେକ ସମୟରେ ବର୍ଷା ବିଜେଡି ପାଇଁ…

ନବୀନ ପଟ୍ଟନାୟକଙ୍କ ନାଁ ଘୋଷଣା ପରେ ସରଗରମ କଣ୍ଟାବାଞ୍ଜି ରାଜନୀତି , ଦେଖିବାକୁ ମିଳିବ ଜୋରଦାର ଲଢେଇ

କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକଙ୍କ ନାଁ ଘୋଷଣା ପରେ ସରଗରମ ହୋଇଛି କଣ୍ଟାବାଞ୍ଜି ନିର୍ବାଚନ ରାଜନୀତି । ବଲାଙ୍ଗୀର ଲୋକସଭା ଅଧିନରେ ଆସୁଥିବା ଏହି ବିଧାନସଭା ଆସନ ପାଇଁ ୩ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ନବୀନ ପଟ୍ଟନାୟକ, ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୋଧରେ…

କଂଗ୍ରେସର ନିର୍ବାଚନ ପରିଚାଳନା କମିଟିରେ ପ୍ରସାଦ ହରିଚନ୍ଦନ ସଭାପତି, ମନୋରଂଜନ ଦାସ ଆବାହକ

ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟି ପାଇଁ ବୁଧବାର ତାଲିକା ଜାରି ହୋଇଛି। ଏହି ତାଲିକାକୁ ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ଅନୁମୋଦନ କରିଥିବା ନେଇ ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ସୂଚନା ଦେଇଛନ୍ତି। ଓଡ଼ିଶା ପ୍ରଦେଶ…

ଆପ୍‌’ ଆରମ୍ଭ କଲା ’ଆପ୍‌ କା ରାମରାଜ୍ୟ’ ୱେବସାଇଟ୍‌

ଆମ୍‌ ଆଦମୀ ପାର୍ଟି ‘ଆପ୍‌’ ବୁଧବାର ‘ଆପ୍‌ କା ରାମରାଜ୍ୟ’ ୱେବସାଇଟ୍‌ ଉନ୍ମୋଚନ କରି କହିଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାତୀୟ ରାଜଧାନୀରେ ଭଗବାନ ରାମଙ୍କ ଆଦର୍ଶକୁ ସାକାର କରିବାକୁ ଚେଷ୍ଟା କରିଛନ୍ତି।ଲୋକସଭା ନିର୍ବାଚନ ପୂର୍ବରୁ ଏହି ୱେବସାଇଟ୍‌ ଉନ୍ମୋଚନ…

ବିଜେପି ସାଂସଦଙ୍କ ପତ୍ନୀଙ୍କୁ ବିଜେଡି ଦେଲା ଟିକେଟ

ଦେବଗଡ ଆସନରୁ ଅରୁନ୍ଧତୀ ଦେବୀଙ୍କୁ ପ୍ରାର୍ଥୀଙ୍କୁ କରିଛି ବିଜେଡି । ଅରୁନ୍ଧତୀ ହେଉଛନ୍ତି ସମ୍ବଲପୁରରୁ ବିଜେପି ସାଂସଦ ଥିବା ନୀତିଶ ଗଙ୍ଗଦେବଙ୍କ ପତ୍ନୀ । ଚଳିତ ନିର୍ବାଚନରେ ନୀତିଶଙ୍କୁ ଟିକେଟ ଦେଇନଥିଲା ବିଜେପି । ନୀତିଶଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ…

ହାତ ଗଲା , ପାର୍ଟି ଗଲା ଏବେ ଖୁଲୁମଖୁଲା ପ୍ରଚାର କରିବେ ସୁର

ଭୁବନେଶ୍ବର: ହାତ ଗଲା , ପାର୍ଟି ଗଲା , ଏବେ ଖୁଲୁମଖୁଲା ପ୍ରଚାର କରିବେ ସୁର । ପୁଅ ପାଇଁ ପ୍ରଚାର କରିବାକୁ ଏବେ ଆଉ କିଛି ସଂକୋଚ ନାହିଁ । ଦଳରୁ ବହିଷ୍କାର ହେବା ପରେ ଏବେ ସୁରେଶ ରାଉତରାୟ ନିଜ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିବାରେ ସମସ୍ୟା ନଥିବା କହିଛନ୍ତି । କଂଗ୍ରେସରେ…

ଏପ୍ରିଲ ୨୨ ତାରିଖରେ ହେବ ମହମ୍ମଦ ମୋକିମଙ୍କ ଆବେଦନ ଉପରେ ଶୁଣାଣି

ନିର୍ବାଚନ ତାରିଖ ଘୋଷଣା ସରିଥିଲେ ବି ମୋକିମ୍ ପ୍ରାର୍ଥୀ ହୋଇପାରିବେ କି ନାହିଁ ତାହା ଉପରେ ସସ୍ପେନ୍ସ ଲାଗି ରହିଛି । ପ୍ରଥମେ ଏହି ମାମଲାରେ ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ଦଣ୍ଡବିଧାନ କରିଥିଲେ । ଏହି ଦଣ୍ଡାଦେଶ ବିରୋଧରେ ମୋକିମ୍ ସୁପ୍ରିମକୋର୍ଟ ଯାଇଥିଲେ । ହେଲେ ମୋକିମ୍ ପୁଣିଥରେ ଏହି…

ବିଜେପିର ଆଉ ଏକ ବିଧାୟକ ପ୍ରାର୍ଥୀ ତାଲିକା , ଆଉ ୨୧ ଜଣଙ୍କ ନାଁ ଘୋଷଣା କଲା ଦଳ

ଆସିଲା ବିଜେପିର ଆଉ ଏକ ବିଧାୟକ ପ୍ରାର୍ଥୀ ତାଲିକା । ଆଉ ୨୧ ଜଣଙ୍କ ନାଁ ଘୋଷଣା କଲା ଦଳ । ରାଉରକେଲାରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ । ସେହିପରି… ପାଟଣା : ଅଖିଳ ଚନ୍ଦ୍ର ନାଏକ ସାରସକଣା : ଭାଦବ ହାଂସଦା ରାଇରଙ୍ଗପୁର : ଜୋଲେନ ବାରଦା ବାଙ୍ଗିରପୋଷୀ : ସଞ୍ଜଳି ମୁର୍ମୁ…