Browsing Category

Politics

All politics-related news information will be uploaded here in daily besis

ଆପ୍‌’ ଆରମ୍ଭ କଲା ’ଆପ୍‌ କା ରାମରାଜ୍ୟ’ ୱେବସାଇଟ୍‌

ଆମ୍‌ ଆଦମୀ ପାର୍ଟି ‘ଆପ୍‌’ ବୁଧବାର ‘ଆପ୍‌ କା ରାମରାଜ୍ୟ’ ୱେବସାଇଟ୍‌ ଉନ୍ମୋଚନ କରି କହିଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାତୀୟ ରାଜଧାନୀରେ ଭଗବାନ ରାମଙ୍କ ଆଦର୍ଶକୁ ସାକାର କରିବାକୁ ଚେଷ୍ଟା କରିଛନ୍ତି।ଲୋକସଭା ନିର୍ବାଚନ ପୂର୍ବରୁ ଏହି ୱେବସାଇଟ୍‌ ଉନ୍ମୋଚନ…

ବିଜେପି ସାଂସଦଙ୍କ ପତ୍ନୀଙ୍କୁ ବିଜେଡି ଦେଲା ଟିକେଟ

ଦେବଗଡ ଆସନରୁ ଅରୁନ୍ଧତୀ ଦେବୀଙ୍କୁ ପ୍ରାର୍ଥୀଙ୍କୁ କରିଛି ବିଜେଡି । ଅରୁନ୍ଧତୀ ହେଉଛନ୍ତି ସମ୍ବଲପୁରରୁ ବିଜେପି ସାଂସଦ ଥିବା ନୀତିଶ ଗଙ୍ଗଦେବଙ୍କ ପତ୍ନୀ । ଚଳିତ ନିର୍ବାଚନରେ ନୀତିଶଙ୍କୁ ଟିକେଟ ଦେଇନଥିଲା ବିଜେପି । ନୀତିଶଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ…

ହାତ ଗଲା , ପାର୍ଟି ଗଲା ଏବେ ଖୁଲୁମଖୁଲା ପ୍ରଚାର କରିବେ ସୁର

ଭୁବନେଶ୍ବର: ହାତ ଗଲା , ପାର୍ଟି ଗଲା , ଏବେ ଖୁଲୁମଖୁଲା ପ୍ରଚାର କରିବେ ସୁର । ପୁଅ ପାଇଁ ପ୍ରଚାର କରିବାକୁ ଏବେ ଆଉ କିଛି ସଂକୋଚ ନାହିଁ । ଦଳରୁ ବହିଷ୍କାର ହେବା ପରେ ଏବେ ସୁରେଶ ରାଉତରାୟ ନିଜ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିବାରେ ସମସ୍ୟା ନଥିବା କହିଛନ୍ତି । କଂଗ୍ରେସରେ…

ଏପ୍ରିଲ ୨୨ ତାରିଖରେ ହେବ ମହମ୍ମଦ ମୋକିମଙ୍କ ଆବେଦନ ଉପରେ ଶୁଣାଣି

ନିର୍ବାଚନ ତାରିଖ ଘୋଷଣା ସରିଥିଲେ ବି ମୋକିମ୍ ପ୍ରାର୍ଥୀ ହୋଇପାରିବେ କି ନାହିଁ ତାହା ଉପରେ ସସ୍ପେନ୍ସ ଲାଗି ରହିଛି । ପ୍ରଥମେ ଏହି ମାମଲାରେ ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ଦଣ୍ଡବିଧାନ କରିଥିଲେ । ଏହି ଦଣ୍ଡାଦେଶ ବିରୋଧରେ ମୋକିମ୍ ସୁପ୍ରିମକୋର୍ଟ ଯାଇଥିଲେ । ହେଲେ ମୋକିମ୍ ପୁଣିଥରେ ଏହି…

ବିଜେପିର ଆଉ ଏକ ବିଧାୟକ ପ୍ରାର୍ଥୀ ତାଲିକା , ଆଉ ୨୧ ଜଣଙ୍କ ନାଁ ଘୋଷଣା କଲା ଦଳ

ଆସିଲା ବିଜେପିର ଆଉ ଏକ ବିଧାୟକ ପ୍ରାର୍ଥୀ ତାଲିକା । ଆଉ ୨୧ ଜଣଙ୍କ ନାଁ ଘୋଷଣା କଲା ଦଳ । ରାଉରକେଲାରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ । ସେହିପରି… ପାଟଣା : ଅଖିଳ ଚନ୍ଦ୍ର ନାଏକ ସାରସକଣା : ଭାଦବ ହାଂସଦା ରାଇରଙ୍ଗପୁର : ଜୋଲେନ ବାରଦା ବାଙ୍ଗିରପୋଷୀ : ସଞ୍ଜଳି ମୁର୍ମୁ…

କଂଗ୍ରେସରୁ ୬ ବର୍ଷ ପାଇଁ ସୁର ରାଉତରାୟ ବହିଷ୍କୃତ

ସୁରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା କଂଗ୍ରେସ । ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳ ଦେଲା ଶାସ୍ତି । ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ ହେଲେ ସୁର ରାଉତରାୟ ।ତେବେ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିବାର ଅଭିଯୋଗ ରହିଥିଲା । ଦଳର ଶୃଙ୍ଖଳାରୁ ବାହାରେ ଥିବାରୁ ବହିଷ୍କାର…

ଏଥର ନର୍ଥ-ଇଷ୍ଟ ଦିଲ୍ଲୀରେ ହେବ ରୋଚକ ଲଢେଇ,ମନୋଜ ତିୱାରୀଙ୍କୁ ଟକ୍କର ଦେବେ ଯୁବ ନେତା କହ୍ନୈୟା କୁମାର

ଏଥର ନର୍ଥ-ଇଷ୍ଟ ଦିଲ୍ଲୀରେ ହେବ ରୋଚକ ଲଢେଇ । ବିଜେପି ନେତା ମନୋଜ ତିୱାରୀଙ୍କୁ ଟକ୍କର ଦେବେ ଯୁବ ନେତା କହ୍ନୈୟା କୁମାର । କେନ୍ଦ୍ରଶାସିତ ପ୍ରଦେଶ ଦିଲ୍ଲୀରେ ମୋଟ ୭ଟି ଲୋକସଭା ସିଟ୍ ରହିଛି । ସେଥିମଧ୍ୟରୁ ନର୍ଥ-ଇଷ୍ଟ ଦିଲ୍ଲୀରେ ଏଥର ଲୋକପ୍ରିୟ ଭୋଜପୁରୀ ଗାୟକ ତଥା ଭୋଜପୁରୀ ଫିଲ୍ମ…

କାନ୍ଦି କାନ୍ଦି କହିଛନ୍ତି, ଜଣେ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଅପମାନ କରାଯାଇଛି- ପ୍ରବୋଧ ତିର୍କୀ

ପ୍ରବୋଧ ତିର୍କୀଙ୍କ ଟିକେଟ୍ କାଟିଦେଲା କଂଗ୍ରେସ । ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ରାଜନୀତିକୁ ପାଦ ବଢାଇ କଂଗ୍ରେସରେ ଯୋଗଦେଇଥିଲେ । ଦଳ ତାଙ୍କୁ ମଧ୍ୟ ଭରସା କରି ତଳସରାରୁ ଟିକେଟ୍ ଦେଇଥିଲା । ଟିକେଟ୍ ଘୋଷଣାକୁ ବେଶ୍ କିଛି ଦିନ ବିତିଯାଇଥିବା ବେଳେ ପ୍ରବୋଧ ତିର୍କୀ…

ବିଜେପିରେ ମିଶିଲେ ‘କାର ଖାନା’ର ଦୁଇ ଯାଆ

ଭୁବନେଶ୍ୱରରେ କାରରେ ଖାଦ୍ୟ ପରସି ଚର୍ଚ୍ଚାରେ ଥିବା ଦୁଇ ଯା’ ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଓ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବିଜେପିରେ…

ପଦ୍ମ ଧରିଲେ ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଓ ତାଙ୍କ ସ୍ବାମୀ

ବିଜେପିରେ ମିଶିଲେ ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଓ ତାଙ୍କ ସ୍ବାମୀ ତଥା ବଲାଙ୍ଗୀରର ବରିଷ୍ଠ ଆଇନଜୀବୀ ସରୋଜ ପାଣିଗ୍ରାହୀ। ଏଣେ ନୂଆପଡ଼ାରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ସମ୍ପାଦକ ସରୋଜ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ହରିଶ୍ଚନ୍ଦ୍ର…