Trending
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
Browsing Category
Politics
All politics-related news information will be uploaded here in daily besis
ଆଜି ଶପଥ ନେବେ ନିବ ନିର୍ବାଚିତ ବିଧାୟକ
ମଙ୍ଗଳବାର ଏବଂ ବୁଧବାର ବିଧାନସଭାରେ ୧୪୭ ବିଧାୟକ ଶପଥ ଗ୍ରହଣ କରିବେ । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାୟକଙ୍କୁ ଶପଥ ପାଠ କରାଇବେ ।ଏହାପରେ ୨୦ରେ ରହିଛି ବାଚସ୍ପତି ନିର୍ବାଚନ । ଏହାପୂର୍ବରୁ ପୋଲିସ ଡିଜି ଅରୁଣ ଷଡଙ୍ଗୀ ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି…
୧୯ ରେ ବସିବ ବିଜେଡି ବିଧାୟକ ଦଳ ବୈଠକ
ଆସନ୍ତା ୧୯ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୯ ତାରିଖରେ ବିଜେଡିର ବୈଠକ ବସିବାକୁ ଯାଉଛି । ଯେଉଁଥିରେ କି ବିଧାୟକ ଦଳର ନେତା ଚୟନ କରାଯିବ । ତେବେ ମିଳିଥିବା ସୂଚନା ମୁତାବକ, ଅପରାହ୍ନ ୪ଟା ୩୦ ମିନିଟ୍ ସମୟରେ ଏହି…
ରାହୁଲ ଗାନ୍ଧୀ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଲେ
ଲୋକସଭା ନିର୍ବାଚନ ସମୟରେ ବିରୋଧୀମାନେ ଇଭିଏମ୍ ପ୍ରସଙ୍ଗକୁ ତୀବ୍ର ଉଠାଇଥିଲେ। ତେବେ ନିର୍ବାଚନ ଫଳାଫଳ କଂଗ୍ରେସ ଏବଂ ଭାରତ ମିଳିତ ସପକ୍ଷରେ ଆସିବା ପରେ ଏହି ପ୍ରସଙ୍ଗ ଅଦୃଶ୍ୟ ହୋଇଯାଇଥିଲା। ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଏହି ପ୍ରସଙ୍ଗ ଉଠାଇଛନ୍ତି।ବ୍ୟବସାୟୀ ଏଲନ୍ ମସ୍କଙ୍କ…
“ମୋଦୀ କା ପରିବାର” ଟ୍ୟାଗ୍ ଲାଇନ୍ ହଟାଇବାକୁ ସମର୍ଥକଙ୍କୁ ଅନୁରୋଧ କରିଛନ୍ତି ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସ ରେ ପୋଷ୍ଟ କରିଛନ୍ତି ଯେ ନିର୍ବାଚନ ପ୍ରଚାର ମାଧ୍ୟମରେ ସମଗ୍ର ଭାରତରେ ଲୋକମାନେ ମୋ ପ୍ରତି ସ୍ନେହର ଚିହ୍ନ ସ୍ୱରୂପ ନିଜ ସୋସିଆଲ ମିଡିଆରେ ‘ମୋଦୀ କା ପରିବାର’ ଯୋଡ଼ିଛନ୍ତି। ମୁଁ ଏଥିରୁ ବହୁତ ଶକ୍ତି ପାଇଥିଲି । ଭାରତର ଜନତା କ୍ରମାଗତ ତୃତୀୟ ଥର ପାଇଁ…
ଋଷିଙ୍କ ଦଳ ପରାଜିତ ହେବ?
ଜୁଲାଇ ୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ ନେତୃତ୍ୱରେ ଶାସକ କଞ୍ଜରଭେଟିବ୍ ପାର୍ଟି ଏଥର ପୋଛି ହୋଇଯିବ। ଏହା ମଧ୍ୟ ସୁନାକଙ୍କ ପାର୍ଟି ପାଇଁ ଏକ ଗମ୍ଭୀର ଚିତ୍ର ଉପସ୍ଥାପନ କରିଛି। ସଦ୍ୟତମ ସର୍ବେକ୍ଷଣରେ କିର ଷ୍ଟାର୍ମରଙ୍କ ଲେବର ପାର୍ଟିକୁ…
ରାଜ୍ୟରେ ନୂଆ ସରକାରରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ
ରାଜ୍ୟରେ ନୂଆ ସରକାରରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ହୋଇଛି । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୧୬ ଜଣଙ୍କ ଭିତରେ ବିଭାଗ ବଣ୍ଟନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜଳ ସଂପଦ, ଯୋଜନା ଓ ସମନ୍ୱୟ…
କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ଶପଥପାଠ କରାଇଲେ ରାଜ୍ୟପାଳ
ଆଠଗଡ ବିଧାୟକ ରାଜା ସ୍ୱାଇଁଙ୍କୁ କାମଚଳା ବାଚସ୍ପତି ଭାେବେ ଶପଥପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ରାଜଭବନରେ ଏହି ଶପଥଗ୍ରହଣ ଉତ୍ସବ ହୋଇଥିଲା ।
ଅନ୍ୟପଟେ କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ରାଜା ସ୍ୱାଇଁ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ବିଧାୟକଙ୍କୁ ଶୁଭେଚ୍ଛା…
୨୬ଜୁନରେ ନିର୍ବାଚନ
ଲୋକ ସଭା ନିର୍ବାଚନ ଶେଷ ହେବା ପରେ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ରବିବାର (୯ଜୁନ) ଶପଥ ଗ୍ରହଣ କରିବା ପରେ ସୋମବାର (୧୦ ଜୁନ) ରେ ସମସ୍ତ ମନ୍ତ୍ରୀଙ୍କ ମନ୍ତ୍ରଣାଳୟ ମଧ୍ୟ ବଣ୍ଟନ କରାଯାଇଥିଲା ଏବଂ ସରକାର ଏହାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏବେ…
ରାଜ୍ଯରୁ ହଟିଲା ‘ଫାଇଭ-ଟି’ ବ୍ୟବସ୍ଥା
ରାଜ୍ଯରୁ ହଟିଲା ଫାଇଭ-ଟି ବ୍ୟବସ୍ଥା । ସରକାରୀ କାର୍ଯ୍ୟାଳଯ ପରିସରରୁ ‘ଫାଇଭ-ଟି’ ବୋର୍ଡ଼ ହଟାଇବାକୁ ନିର୍ଦ୍ଦେଶ ହୋଇଛି। ଏପରିକି ‘ମୋ-ସରକାର’ ବୋର୍ଡ ହଟାଇବାକୁ ମଧ୍ଯ ନିର୍ଦ୍ଦେଶ ହୋଇଛି । ଏନେଇ ନିର୍ଦ୍ଦେଶ ଦେଲା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ସୋସିଆଲ ମିଡିଆ ଏକ୍ସ କେ ସୂଚନା…
ରାଜ୍ୟସଭା ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ରାଜ୍ୟସଭାରେ ଖାଲି ହେଇଥିବା ୧୦ଟି ସିଟରେ ଉପ ନିର୍ବାଚନ କରିବା ନେଇ ଘୋଷଣା କରାଯାଇଛି । ରାଜ୍ୟସଭା ସଚିବାଳୟ ତରଫରୁ ୧୦ଟି ସିଟରେ ଉପ ନିର୍ବାଚନ ହେବା ନେଇ ନୋଟିଫିକେସନ୍ ଜାରି କରାଯାଇଛି । ତେବେ ଏଥର କିନ୍ତୁ ରାଜ୍ୟସଭା ନିର୍ବାଚନ ଏନଡିଏ ମେଣ୍ଟକୁ ଫାଇଦା ଦେବ । ଅନ୍ୟପଟେ ଇଣ୍ଡିଆ ମେଣ୍ଟ…