Browsing Category

Politics

All politics-related news information will be uploaded here in daily besis

କଂଗ୍ରେସ ଛାଡିଲେ ବରିଷ୍ଠ ନେତା ଦୁଲାଲ ପ୍ରଧାନ , ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ପଠାଇଲେ ଇସ୍ତଫାପତ୍ର

କଂଗ୍ରେସ ଛାଡିଲେ ଦୁଲାଲ ପ୍ରଧାନ । ଦୁଲାଲଙ୍କଠାରୁ କଂଗ୍ରେସ ଟିକେଟ୍ ଫେରାଇ ନେବା ପରେ ସେ ଦଳରୁ ଇସ୍ତଫା ଦେଇଛନ୍ତି । ସମ୍ବଲପୁର ଲୋକସଭା ପାଇଁ ପ୍ରଥମେ ଦୁଲାଲ ପ୍ରଧାନଙ୍କୁ ଟିକେଟ୍ ଦେଇଥିଲା କଂଗ୍ରେସ । ହେଲେ ଗତକାଲି କଂଗ୍ରେସ ଜାରି କରିଥିବା ଟିକେଟ୍ ତାଲିକାରେ ଦୁଲାଲଙ୍କ ବଦଳରେ…

ମାଲକାନଗିରିରେ ଭିକେ ପାଣ୍ଡିଆନଙ୍କ ହାଇଭୋଲଟେଜ ପ୍ରଚାର

ଆଜି ମାଲକାନଗିରି କାଲିମେଳାରେ ପ୍ରଚାର କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ଏହି କ୍ରମରେ ମାଲକାନଗିରିବାସୀଙ୍କ ପାଇଁ ନବୀନ ସରକାର ନେଇଥିବା ପଦକ୍ଷେପ ବାବଦରେ କହିଥିଲେ । ପାଣ୍ଡିଆନ୍ କହିଥିଲେ , ଓଡିଶାରେ ବିଜେଡି ସରକାରଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ବିଶେଷ କରି…

ରାଜ୍ୟରେ ବିଜେପି ଗଡ଼କୁ ଦୃଢ଼ କରିବା ପାଇଁ କରିବେ ପ୍ରଚାର ମୋଦୀ

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକରେ ରାଜ୍ୟ ବିଜେପି ୟୁନିଟକୁ ଦୃଢ଼ କରିବା ପାଇଁ ଜନ ସମାବେଶକୁ ସମ୍ବୋଧିତ କରିବେ । ଉତ୍ତର କର୍ଣ୍ଣାଟକ ଅଞ୍ଚଳର ବେଲଗାୱି, ଉତ୍ତର କନ୍ନଡ଼, ଦାୱଣଗେରେ ଏବଂ ବଲ୍ଲାରୀରେ ୪ଟି ରାଲିକୁ ସମ୍ବୋଧିତ କରିବେ । ଏହା ସହ ବିଜେପିର ପ୍ରଚାର କରିବେ…

କଟିଲା କଂଗ୍ରେସ ଆଶାୟୀ ପ୍ରାର୍ଥୀ ମୋହନଙ୍କ ଟିକେଟ , ଟଙ୍କା ଫେରାଇବାକୁ ଦାବି କଲେ ମୋହନ ହେମ୍ବ୍ରମ

ଟିକେଟ୍ କଟିବା ପରେ ଟଙ୍କା ଫେରାଇବାକୁ ଦାବି କଲେ ମୋହନ ହେମ୍ବ୍ରମ୍ । କେନ୍ଦୁଝରରୁ କଂଗ୍ରେସ ଟିକେଟ୍ ଆଶାୟୀ ଥିବା ମୋହନ୍ କିଛି ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରଥମେ ତେଲକୋଇ ବିଧାନସଭା ଓ ପରେ କେନ୍ଦୁଝର ଲୋକସଭା ଆସନରୁ ଲଢିବା ପାଇଁ ତାଙ୍କୁ ଆଶା ଦେଖାଇଥିଲା ଦଳ । ହେଲେ ପରେ ଟିକେଟ୍…

ଯୋଡିଶଙ୍ଖ ପାଇଁ ପ୍ରଚାର କଲେ ସୁର ରାଉତରାୟ, ଭିଡିଓ ଭାଇରାଲ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଯୋଡି ଶଙ୍ଖକୁ ଭୋଟ ନାରା ପରେ ସୁର ରାଉତରାୟ ଶନିବାର ଏହାକୁ ନେଇ ପ୍ରଚାର ଆରମ୍ଭ କରିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି କି, ସୁର ଏକ ସଭାରେ ପହଞ୍ଚି କଂଗ୍ରେସ ଓ ବିଜେଡି କର୍ମୀଙ୍କୁ…

ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ ସୁଦ୍ଧା ଦଳ ସମୀରଙ୍କୁ ଟିକେଟ ଦେବା ନେଇ ପୁନଃବିଚାର ନ କଲେ ବିଜେଡିରୁ ସମୂହ ଇସ୍ତଫା ଦେବେ ବୋଲି କହିଛନ୍ତି ସମୀରଙ୍କ ସମର୍ଥକ। ସେ ସ୍ବାଧୀନ ଭାବେ ଲଢିବେ ବୋଲି…

କଂଗ୍ରେସ ଟିକେଟ୍ କାଟିବା ପରେ ବିଜେପି ଟିମରେ ସାମିଲ ହେଲେ ପ୍ରବୋଧ ତିର୍କୀ

କଂଗ୍ରେସରୁ ଇସ୍ତଫା ଦେବାପରେ ବିଜେପିରେ ମିଶିଲେ ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀ । ଟିକେଟ୍ କାଟିବା ପରେ ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପ୍ରବୋଧ । ତଳସରା ବିଧାନସଭା ଆସନ ପାଇଁ ପ୍ରଥମେ କଂଗ୍ରେସ ତାଙ୍କୁ ଟିକେଟ୍ ଦେଇଥିଲା କିନ୍ତୁ ପରେ ତାଙ୍କ ଟିକେଟ୍ କାଟିଦେଲା ଏବଂ ପ୍ରର୍ଥୀ…

କଂଗ୍ରେସ ନାଁରେ ଅଭିଯୋଗ ଆଣିଲେ ମୋଦି

ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ଭାଜପା ପାଇଁ ଦେଶଠୁ ବଡ଼ ଅନ୍ୟ କିଛି ନାହିଁ। କିନ୍ତୁ…

୩୬ଟି ଜାଗାରେ ନିର୍ବାଚନୀ ପ୍ରଚାର କରିବେ ନବୀନ ପଟ୍ଟନାୟକ , ଭିକେ ପାଣ୍ଡିଆନ ମଧ୍ୟ ୧୦୨ଟି ସ୍ଥାନରେ କରିବେ ସଭା

ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ପରେ ଶେରଗଡ଼ରେ ବି ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ । ତେବେ ମିଳିଥିବା ସୂଚନା ମୁତାବକ, ରାଜ୍ୟର ୨୧ଟି ସଂସଦୀୟ କ୍ଷେତ୍ରର ୩୬ଟି ଜାଗାରେ ନିର୍ବାଚନୀ ପ୍ରଚାର କରିବେ ନବୀନ ପଟ୍ଟନାୟକ ।…

ଆଜି ସରିବ ପ୍ରଚାର

 ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଗଣନା ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଆଜି ସା ଠାରୁ ବନ୍ଦ ହୋଇଯିବ। ୨୬ ଏପ୍ରିଲରେ ୧୩ ଟି ରାଜ୍ୟର ୮୮ ଟି ଲୋକ ସଭା ଆସନରେ ଭୋଟ ଗ୍ରହଣ ହେବ। ଏହି ଆସନଗୁଡିକର ଫଳାଫଳ ମଧ୍ୟ ଜୁନ ୪ରେ ଏକକାଳୀନ…