Browsing Category

Politics

All politics-related news information will be uploaded here in daily besis

କଂଗ୍ରେସକୁ କଡ଼ା ଟାର୍ଗେଟ୍‌ କଲେ ଓଓ୍ବାଇସି

ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଆସିଛି। ହରିୟାଣାର ଲୋକମାନେ ବିଶ୍ୱାସ କରୁଥିଲେ ଯେ, ହରିୟାଣାରେ କଂଗ୍ରେସ ସରକାର ଗଠନ ହେବ, କିନ୍ତୁ ତାହା ହୋଇ ନ ଥିଲା। ଏହି ଫଳାଫଳଗୁଡିକ ସାମ୍ନାରେ, ସମସ୍ତ ଏକ୍‌ଜିଟ୍‌ ପୋଲ ଏକ ବିଫଳତା ବୋଲି ପ୍ରମାଣିତ ହୋଇଛି। ଏହି ସମୟରେ ନିର୍ବାଚନ ଫଳାଫଳକୁ ନେଇ…

ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ

ଗଞ୍ଜାମ ଜିଲ୍ଲା ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ଆଜି ରାତିରେ ପରଲୋକ ଘଟିଛି। ଦୀର୍ଘଦିନ ଧରି ଅସୁସ୍ଥତା ହେତୁ ସେ ଭୁବ‌ନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ହେବା ପ୍ରଚାର ହେବା କ୍ଷଣି ପୋଲସରାରେ…

ବିଜେଡିରେ ସବୁ ଠିକ ଚାଲିନି, କାର୍ଯ୍ୟକ୍ରମରୁ କାହିଁକି ଦୂରେଇ ରହିଲେ ଅମର-ଅଶୋକ-ସୁନନ୍ଦା ?

ଯାଜପୁର:ଯାଜପୁର ନେତା କହୁଛନ୍ତି ଆମେ ଏକାଠି, ବବି କହିଲେ ଆମେ ଏକାଠି  । କିନ୍ତୁ ବିଜେଡିର ଯାଜପୁର ଜିଲ୍ଲାସ୍ତରୀୟ ସଦସ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ କିଛି ଠିକ୍ ଠାକ ନଥିବା ଦେଖାଯାଇଛି । କାରଣ ହେଉଛି ବିଜେଡିର କିଛି ତୁଙ୍ଗ ନେତାଙ୍କ କାର୍ଯ୍ୟକ୍ରମରେ ଅନୁପସ୍ଥିତିକୁ ନେଇ ଆଲୋଚନା ଦାଣ୍ଡରେ…

ନିର୍ବାଚନ ପୂର୍ବରୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି

ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ଆଜି ଏକ ବଡ ନିଷ୍ପତ୍ତି ନେଇଛି। ଆଉ ନୂଆ ନିଷ୍ପତ୍ତି ମୁତାବକ ବିଧାୟକ ପାଣ୍ଠି ୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି | ଏହା ପୂର୍ବରୁ ବିଧାୟକ ପାଣ୍ଠି ବାର୍ଷିକ ୧୦ କୋଟି ଟଙ୍କା ଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶି ଏହି ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି…

କାଶ୍ମୀରରେ ବିଜେପି ଜିତିଲା କି ହାରିଲା?

ନୂଆଦିଲ୍ଲୀ: ବିଜେପି ନେତା କହୁଛନ୍ତି କାଶ୍ମୀରରେ ସେମାନେ ଜିତିଛନ୍ତି । କାରଣ ସେମାନେ ସବୁଠୁ ଅଧିକ ପ୍ରତିଶତ ଭୋଟ ପାଇଛନ୍ତି । ଗତ ନିର୍ବାଚନଠୁ ଅଧିକ ଆସନ ପାଇଛନ୍ତି । କାଶ୍ମୀରବାସୀ ବିଜେପିକୁ ଭୋଟ ଦେଇନାହାଁନ୍ତି ସତ କିନ୍ତୁ ସେମାନେ ସୁରକ୍ଷାକୁ ନେଇ ବିଜେପିକୁ ପ୍ରଶଂସା କରିଛନ୍ତି ।…

ପଛରେ ରହିଗଲା କଂଗ୍ରେସ

ହରିୟାଣା ଓ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ସଦ୍ୟ ଅନୁଷ୍ଠିତ ନିର୍ବାଚନର ବହୁପ୍ରତୀକ୍ଷିତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାର ୪୮ ଆସନରେ ସଫଳତା ସହ ଶାସକ ଭାଜପା ହ୍ୟାଟ୍ରିକ୍‌ ବିଜୟ ଲାଭ କରିଛି। ଏଠାରେ ଭାଜପାକୁ ଗାଦିଚ୍ୟୁତ କରିବା ପାଇଁ…

ରାଜନୀତିରେ ଜିତିଲେ କୁସ୍ତିଯୋଦ୍ଧା

ହରିୟାଣାର ଜୁଲାନା ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ବିନେଶ ଫୋଗତ ବିଜୟୀ ହୋଇଛନ୍ତି। ୬୦୧୫ ଭୋଟରେ ଜିତିଛନ୍ତି ପୂର୍ବତନ ତାରକା କୁସ୍ତିଯୋଦ୍ଧା ବିନେଶ। ସେ ମୋଟ୍‌ ୬୫୦୮୦ ଭୋଟ୍‌ ପାଇଥିବାବେଳେ ବିଜେପିର କ୍ୟାପ୍ଟେନ ଯୋଗେଶ ବୈରାଗୀଙ୍କୁ ମିଳିଛି ୫୯୦୬୫ ଭୋଟ୍‌। ବିନେଶ ଫୋଗତଙ୍କ ଏହି…

କେଉଁ କାରଣ ପାଇଁ ତୃତୀୟ ଥର ଜିତିଲା ବିଜେପି ?

ହରିୟାଣାରେ କାହିଁକି ଜିତିଲା ବିଜେପି? ହରିୟାଣାରେ ବିଜେପିର ହ୍ୟାଟ୍ରିକ ବିଜୟ ସମସ୍ତଙ୍କୁ ବିସ୍ମିତ କରିଛି । ହିନ୍ଦୀ ବେଲ୍ଟରେ ପୁଣି ଥରେ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ତେବେ କଂଗ୍ରେସ କାହିଁକି ଜିତୁ ଜିତୁ ହାରିଗଲା ତାହା ଉପରେ ଚର୍ଚା ଚାଲିଛି ମୋଦିଙ୍କ…

ବଦଳିଗଲା ଟ୍ରେଣ୍ଟ ହରିୟାଣାରେ ଖେଳ କରିଦେଲା କି ବିଜେପି ?

ନୂଆଦିଲ୍ଲୀ: ହରିୟାଣାରେ କିଏ ସରକାର ଗଠନ କରିବ? ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ଆଗରେ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବିଜେପି ଆଗରେ ରହିଛି । ତେବେ କୁହାଯାଉଛି ବିଜେପି ଏଠି ସରକାର କରିବ । ଏକଜିଟ ପୋଲ ଯାହା କହୁଥିଲା ଏବେ ବିପରିତ ଦେଖାଯାଉଛି । ପ୍ରଥମେ କଂଗ୍ରେସ ଥିଲା  ଆଗରେ ।…

ହରିୟାଣା ନିର୍ବାଚନ ଫଳାଫଳ: ପ୍ରାରମ୍ଭିକ ଟ୍ରେଣ୍ଟରେ କିଏ ଆଗରେ?

ନୂଆଦିଲ୍ଲୀ: ହରିୟାଣା ଓ ଜମ୍ମୁ ଓ କଶ୍ମୀରରେ ହୋଇଥିବା ନିର୍ବାଚନର ଭୋଟ ଗଣତି ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଥିରେ ହରିୟାଣା  କଂଗ୍ରେସ ଆଗରେ ରହିଛି। ଅପରପକ୍ଷରେ ଜମ୍ମୁ ଓ କଶ୍ମୀରରେ ବିଜେପି ଓ ଇଣ୍ଡି ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଚାଲିଛି।  ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ…