Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Browsing Category
Politics
All politics-related news information will be uploaded here in daily besis
ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ
ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନରେ ବିଜେପି –କଂଗ୍ରେସ ମଧ୍ୟରେ ଲଢ଼େଇ ହେଉଛି । ନିର୍ବାଚନ ମଇଦାନରେ ୬୮୫ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ପ୍ରଥମ ପର୍ଯ୍ୟାୟରେ ହଜାରିବାଗ, ଜାମସେଦପୁର ପୂର୍ବ, ଜାମସେଦପୁର ପଶ୍ଚିମ,…
ବିଜେପି କୁ କୁକୁର ସହ ତୁଳନା କରି ବିବାଦରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ
ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ ଭାରତୀୟ ଜନତା ପାର୍ଟି (ବିଜେପି)କୁ କୁକୁର ସହ ତୁଳନା କରି ବିବାଦର ପରିସର ଭିତରକୁ ଆସିଛନ୍ତି। ଓବିସି ସମ୍ପ୍ରଦାୟର ଲୋକଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣି ସେ ବିଜେପିକୁ ନିଜର ସ୍ଥାନ ଦେଖାଇବା ଉଚିତ ବୋଲି କହିଛନ୍ତି। ଆକୋଲା ଠାରେ ଏକ…
୧୨ ଦିନ ପରେ ଝାଡ଼ଖଣ୍ଡରେ ଆସିବ ବିଜେପି ସରକାର
ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାର ସରିଛି । ପ୍ରଚାରରେ ଓଡ଼ିଶା ବିଜେପି ନେତାମାନେ ପ୍ରଚାର କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଷଢ଼େଇକଳାରେ ରଣହୁଙ୍କାର ଦେଇ ବିଜେପି ସରକାର ଏଥର ଆସିବ ବୋଲି କହିଛନ୍ତି ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଜେଏମ୍ଏମ୍ର ହେମନ୍ତ…
ବଦଳି-ନିଯୁକ୍ତି ପାଇଁ ଚାପ ପକାଅ ନାହିଁ
ନେତା-ମନ୍ତ୍ରୀଙ୍କ ଲିଖିତ ସୁପାରିଶ ଆଣି ନିଜର ବଦଳି ଓ ପଦୋନ୍ନତି ପାଇଁ ଚାପ ପକାଇବା ଏଣିକି ସରକାରୀ କର୍ମଚାରୀଙ୍କୁ ମହଙ୍ଗା ପଡ଼ିବ। ମୁଖ୍ୟ ସଚିବ ଆଜି ସମସ୍ତ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସରକାରୀ କର୍ମଚାରୀମାନଙ୍କ ଦ୍ୱାରା ବଦଳି ଓ ନିଯୁକ୍ତି ପାଇଁ ପକାଯାଉଥିବା ଅଯଥା…
ମହାରାଷ୍ଟ୍ରରେ ବିଜେପିର ସଙ୍କଳ୍ପପତ୍ର ଜାରି କଲେ କେନ୍ଦ୍ର ଗୃହମନ୍ତ୍ରୀ
ମହାରାଷ୍ଟ୍ରରେ ବିଜେପିର ସଙ୍କଳ୍ପପତ୍ର ଜାରି କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଚାଷୀଙ୍କ ପାଇଁ ଋଣରେ ଛାଡ଼ ଘୋଷଣା କରିବ ବିଜେପି । ବଭନ୍ତର ଯୋଜନା ମଧ୍ୟରେ କୃଷକମାନଙ୍କୁ ମିଳିବ କ୍ଷତିପୂରଣ । ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ପେନ୍ସନ୍ ସ୍କିମ୍ ମାସକୁ 15 ଶହରୁ 21 ଶହ ଟଙ୍କାକୁ ବୃଦ୍ଧି…
ଆଜି ଝାଡ଼ଖଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ ଶୋ
ଆଜି ଝାଡ଼ଖଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ପର୍ଯ୍ୟାୟ ପ୍ରଚାର। ରାଞ୍ଚିରେ କରିବେ ୫ କିଲୋମିଟରର ମେଗା ରୋଡ ଶୋ। ସେହିପରି ବୋକାରୋ ଓ ଗୁମାଲରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ମୋଦି। ବୋକାରୋରେ ଦିନ ଗୋଟାଏ ଏବଂ ଗୁମାଲରେ ୩ଟାରେ ଜନସଭାକୁ ସମ୍ବୋଧିତ କରିବେ। ରାଞ୍ଚିରେ ହେବାକୁ ଥିବା…
ଆଜି ବିଜେପିରେ ମିଶିଲେ ସୁନନ୍ଦା ଦାସ
ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମିଲ ହୋଇଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଏବଂ ସ୍ୱାମୀ ଦେବେନ୍ଦ୍ର ଦାସ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମିଲ ହେଲେ । ଗତ କିଛି ତଳେ ବିଜେଡି ନେତୃତ୍ବ ବିରୋଧରେ ଅଭିଯୋଗ ଆଣି ଦଳ ଛାଡିଥିଲେ ସୁନନ୍ଦା |…
ବିଜେଡି ସରକାର ନିଜର ରାଜନୈତିକ ଫାଇଦା ପାଇଁ ଶ୍ରୀମନ୍ଦିରକୁ ବିପଦକୁ ଠେଲି ଦେଇଥିଲା: ଅନୀଲ ବିଶ୍ୱାଳ
କିଛି ଭୁଲ ଅଛି ଯାହାର କ୍ଷମା ନାହିଁ । ବିଗତ ବିଜେଡି ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏବଂ ତାଙ୍କ ସହଯୋଗୀ ଭି.କେ.ପାଣ୍ଡିଆନ ବାବୁ ଏମିତି କିଛି ଭୁଲ କରିକି ଯାଇଛନ୍ତି ଯାହାର ମୂଲ୍ୟ ଏବେ ଓଡ଼ିିଶାବାସୀଙ୍କୁ ଦେବାକୁ ପଡୁଛି । ନିଜର ରାଜନୈତିକ ଫାଇଦା ପାଇଁ ସେମାନେ କିଭଳି…
କିଏ ହେବେ ଓଡିଶା କଂଗ୍ରେସର ନୂଆ ସଭାପତି ?
ସବୁ ବିଧାୟକ ଏବଂ ଷ୍ଟିୟରିଂ କମିଟି ସଦସ୍ୟଙ୍କୁ ନେଇ ଚାଲିଥିଲା କଂଗ୍ରେସର ଏହି ବୈଠକ । କିଏ ଧରିବେ କଂଗ୍ରେସର ମଙ୍ଗ, ତାକୁ ନେଇ ପିସିସି କାର୍ଯ୍ୟାଳୟ ଭିତରେ ଘମାସନ ଆଲୋଚନା ହୋଇଥିଲା । ଛତିଶଗଡ଼ର କଂଗ୍ରେସ ନେତା ଚରଣ ଦାସ ମହନ୍ତ ଏଵଂ ମିନାକ୍ଷୀ ନଟରାଜନ ଉପସ୍ଥିତିରେ ବସିଥିଲା ବୈଠକ…
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତାକାଲି
ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୀତି ସରଗରମ । ଆସନ୍ତାକାଲି ଭୋଟ । ସରିଛି ପ୍ରଚାର । ତେବେ ଆମେରିକୀୟ ଭୋଟର୍ମାନେ ଆଗୁଆ ମତଦାନରେ ନୂଆ ରେକର୍ଡ କରିଛନ୍ତି। ଭୋଟର୍ଙ୍କ ବଦଳୁଥିବା ମନୋଭାବ କିଏ ଜିତିବ ତାହା ବଡ଼ ପ୍ରଶ୍ନ ।
ଡେମୋକ୍ରାଟିକ୍ ଦଳ ପ୍ରାର୍ଥୀ କମଳା ହାରିସ…