Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Browsing Category
Politics
All politics-related news information will be uploaded here in daily besis
ବିହାର ବିଧାନସଭା ନିର୍ବାଚନ, ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରିୟଙ୍କା
ବିହାରରେ ବିଧାନସଭା ନିର୍ବାଚନ ନେଇ ଆଜି ଦିନକୁ ସୁପର ଶନିବାର କୁହାଯାଉଛି । ଏନଡିଏ ସମେତ ମହାଗଠବନ୍ଧନର ବଡ଼ ନେତାମାନେ ମାରାଥନ ପ୍ରଚାର କରିଛନ୍ତି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ପ୍ରିୟଙ୍କା ଆଜି ଦୁଇଟି ନିର୍ବାଚନୀ ରାଲିରେ…
ମେଣ୍ଟରେ ଲଢିବେ ଉଦ୍ଧବ ଠାକରେ ଓ ଅଜିତ୍ ପାୱାରଙ୍କ ପାର୍ଟି
ମହାରାଷ୍ଟ୍ର ରାଜନୀତି କିଛିିଦିନ ଧରି ସ୍ଥିର ରହିବା ପରେ ପୁଣି ହଲଚଲ ଆରମ୍ଭ ହୋଇଛି । ଉଦ୍ଧବ ଠାକରେଙ୍କ ଶିବସେନା ଓ ଅଜିତ୍ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଆଗାମୀ ପଞ୍ଚାୟତ ନିର୍ବାଚନରେ ମେଣ୍ଟରେ ଲଢ଼ିବେ ବୋଲି ଔପଚାରିକ ଭାବେ ଘୋଷଣା କରିଛନ୍ତି । ଦୁଇ ଦଳ ମଧ୍ୟରେ ଏଭଳି…
ପ୍ରୀତିରଞ୍ଜନଙ୍କ ଭଡ଼ାଘରେ ଚଢ଼ଉ
ନୂଆପଡ଼ା ଉପନିର୍ବାଚନ ପ୍ରଚାର ମଧ୍ୟରେ ଏକ ଅଭାବନୀୟ ଘଟଣାକୁ ନେଇ ରାଜନୈତିକ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼ାଇଙ୍କ ଖରିଆର୍ ରୋଡ୍ସ୍ଥିତ ଭଡ଼ାଘରେ ୨ ଜଣ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୁଲିସ ଫୋର୍ସ ଚଢ଼ଉ କରିଥିଲା। ଘରେ ନିର୍ବାଚନରେ ବଣ୍ଟାଯିବା…
ରାହୁଲଙ୍କ ‘ଭୋଟ ଚୋରି’ ଅଭିଯୋଗକୁ NDAର କଡ଼ା ଜବାବ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ NDA ସରକାର ଭୋଟ ଚୋରି କରିଥିବା ରାହୁଲ ଗାନ୍ଧୀ ବାରମ୍ବାର କହୁଛନ୍ତି । ରାହୁଲ ଙ୍କ ସାଙ୍ଘାତିକ ଅଭିଯୋଗ ପରେ ଭାରତୀୟ ଜନତା ପାର୍ଟି (BJP) ଏବଂ ଶାସକ ମେଣ୍ଟ NDA ପକ୍ଷରୁ ତୀବ୍ର ପାଲଟା ଆକ୍ରମଣ କରାଯାଇଛି। BJP ଏହି ଅଭିଯୋଗକୁ 'ଆଧାରହୀନ',…
ବିହାରରେ ଜିତିବ କିଏ?
ବିହାର ବିଧାନସଭା ନିର୍ବାଚନ ଲାଗି ଏନଡିଏର ସଂକଳ୍ପ ପତ୍ର। ରାଜ୍ୟରେ ବିପୁଳ ନିଯୁକ୍ତି, ମହିଳା ସଶକ୍ତିକରଣ ଓ କଲ୍ୟାଣକାରୀ ଯୋଜନା ଉପରେ କରାଯାଇଛି ଫୋକସ। ବିଜେପି ସଭାପତି ଜେ.ପି. ନଡ୍ଡା, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, କେନ୍ଦ୍ରମନ୍ତ୍ରୀ ତଥା ହାମ୍ ନେତା ଜିତନରାମ ମାନଝୀ, କେନ୍ଦ୍ରମନ୍ତ୍ରୀ…
ଆସନ୍ତା ୩ ତାରିଖରେ ନୂଆପଡ଼ା ପ୍ରଚାର ମଇଦାନକୁ ଓହ୍ଲାଇବେ ବିରୋଧୀ ଦଳ ନେତା ନବୀନ , କଟାକ୍ଷ କଲେ ରାଜସ୍ବ ମନ୍ତ୍ରୀ
ନୂଆପଡ଼ା ଉପନିର୍ବାଚନ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ଆହ୍ବାନ ହୋଇଛି। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଲାଗି ପଡ଼ିଛନ୍ତି ଦଳର ତୁଙ୍ଗନେତା। ଘରକୁ ଘର ବୁଲି ପ୍ରଚାର ସାଙ୍ଗକୁ ଶୋଭାଯାତ୍ରାରେ କମ୍ପୁଛି ପ୍ରଚାର ମଇଦାନ। ଆଗକୁ ପ୍ରଚାର ଆହୁରି ଜୋରଦାର ହେବ। ନୂଆପଡ଼ାର ଭୋଟର…
ପରଲୋକରେ ବରିଷ୍ଠ ବିଜେପି ନେତା ଏବଂ ପ୍ରଖ୍ୟାତ କବି ଶଙ୍କର୍ଷଣ ପରିଡାଙ୍କ
ବରିଷ୍ଠ ବିଜେପି ନେତା ଏବଂ ପ୍ରଖ୍ୟାତ କବି ଶଙ୍କର୍ଷଣ ପରିଡାଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ତାଙ୍କ ଝିଅ ସୋସିଆଲ ମିଡିଆରେ ଏହି ଖବର ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି।
ପୂର୍ବରୁ, ଶଙ୍କର୍ଷଣଙ୍କ ଚିକିତ୍ସା ମୁମ୍ବାଇରେ କରାଯାଇଥିଲା। ପରେ…
ମୋଦୀଙ୍କୁ ଭୋଟ ଚୋର କହିଲେ ରାହୁଲ
ବିହାର ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସବୁଥର ପରି ଏଥର ମଧ୍ୟ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ଆକ୍ରମଣ କରିଛନ୍ତି। ମୋଦୀ "ଭୋଟ୍ ପାଇଁ କିଛି ବି କରିପାରନ୍ତି" ବୋଲି ରାହୁଲ ମତ ରଖିଛନ୍ତି। ଯଦି ତୁମେ ନରେନ୍ଦ୍ର ମୋଦୀଙ୍କୁ…
ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ । ୩ ପ୍ରମୁଖ ରାଜନୈତିକ ଦଳ ଏହି ଉପନିର୍ବାଚନ ଜିତିବାକୁ ମାରାଥନ ଉଦ୍ୟମ କରୁଛନ୍ତି । ମଇଦାନକୁ ଓହ୍ଲାଇ ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଛନ୍ତି । ତେବେ ନୂଆପଡା ନିର୍ବାଚନରେ ଏଥର ଚାଷୀ, ମହିଳା, ଆଦିବାସୀ ଭୋଟକୁ ନେଇ ରଣନୀତି ଆରମ୍ଭ ହୋଇଛି…
ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ । ୩ ପ୍ରମୁଖ ରାଜନୈତିକ ଦଳ ଏହି ଉପନିର୍ବାଚନ ଜିତିବାକୁ ମାରାଥନ ଉଦ୍ୟମ କରୁଛନ୍ତି । ମଇଦାନକୁ ଓହ୍ଲାଇ ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଛନ୍ତି । ତେବେ ନୂଆପଡା ନିର୍ବାଚନରେ ଏଥର ଚାଷୀ, ମହିଳା, ଆଦିବାସୀ ଭୋଟକୁ ନେଇ ରଣନୀତି ଆରମ୍ଭ ହୋଇଛି…