Trending
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
Browsing Category
Politics
All politics-related news information will be uploaded here in daily besis
ପଶ୍ଚିମବଙ୍ଗ ବାର୍ କାଉନସିଲ ନିର୍ବାଚନରେ ତୃଣମୂଳ କଂଗ୍ରେସ ୨୩ରୁ ୧୫ଟି ଆସନରେ ଜବରଦସ୍ତ ବିଜୟ ହାସଲ,ବିଜେପିକୁ ମିଳିଲା…
ବିଧାନସଭା ନିର୍ବାଚନରେ ହାରିଥିଲା ତୃଣୀମୂଳ କଂଗ୍ରେସ । ବିଜେପି କରିଥିଲା ବଙ୍ଗ ଦଖଲ । ଏହାପରେ ଟିଏମସିରେ ଆରମ୍ଭ ହୋଇଯାଇଥିଲା ବିଦ୍ରୋହ । ଗୋଟିଏ ପରେ ଗୋଟିଏ ଝଟକା ଲାଗିଥିଲା ଦିଦିଙ୍କୁ । ଦଳ ଏକ ପ୍ରକାର ଭାଙ୍ଗିଥିଲା । ଅନେକ ବିଦ୍ରୋହୀ ସାଂସଦ ବିଜେପି କ୍ୟାମ୍ପରେ ଯୋଗ ଦେଇଥିଲେ ।…
ପରଲୋକରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡର ପୂର୍ବତନ ବିଧାୟକ ଶିବାଜୀ ମାଝୀ
ପୂର୍ବତନ ବିଧାୟକଙ୍କ ପରଲୋକ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡର ପୂର୍ବତନ ବିଧାୟକ ଶିବାଜୀ ମାଝୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ୫୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ବିଜେପୁର ପଞ୍ଚାୟତର ଦାନାରୀଗୁଡା ଗାଁରେ ଶିବାଜୀଙ୍କର ପରଲୋକ ଘଟିଛି ।
ଦୀର୍ଘଦିନ ହେବ ଶିବାଜୀ ମାଝୀ…
ପରଦାକୁ ଆସୁଛି ରାଜନୀତି ଉପରେ ପରିବେଶିତ ଚଳଚ୍ଚିତ୍ର ‘ପଶାପାଲି’,ମୁଖ୍ୟ ଭୂମିକାରେ ନଜର ଆସିବେ ଚର୍ଚ୍ଚିତ ନେତ୍ରୀ ତଥା…
ଓଡ଼ିଆ ସିନେମା ପରଦାକୁ ଆସୁଛି ରାଜନୀତି ଉପରେ ପରିବେଶିତ ଏକ ଭିନ୍ନ ସ୍ବାଦର ଚଳଚ୍ଚିତ୍ର ‘ପଶାପାଲି’। ଆକ୍ସନ୍, ରୋମାନ୍ସ, ଆଉ ଥ୍ରୀଲରର ପାରମ୍ପରିକ ପରିସରରୁ ଅଲଗା ଏହି ଚଳଚ୍ଚିତ୍ରରେ ରହିଛି ରାଜନୈତିକ କୂଟନୀତି, କ୍ଷମତା ଆଉ କିଛି ଅକୁହା କାହାଣୀ। ମଙ୍ଗଳବାର ଭୁବନେଶ୍ୱର ପ୍ରେସ୍ କ୍ଲବରେ…
ଭାରତୀୟ ଜନତା ପାର୍ଟିର ନୂଆ ସୋସିଆଲ ମିଡିଆ ସଂଯୋଜକ ଭାବେ ନିଯୁକ୍ତ ହେଲେ ଦୀପକ ମହସ୍କେ
କେତେକ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନ ପୂର୍ବରୁ ବିଜେପି ପାର୍ଟିର ଜାତୀୟ ଟିମ୍ ରେ ପରିବର୍ତ୍ତନ କରାଯାଇଛି। ଏଥିରେ ଦୀପକ ମହସ୍କେ ନୂଆ ସୋସିଆଲ ମିଡିଆ ସଂଯୋଜକ ନିଯୁକ୍ତ ହୋଇଛନ୍ତି। ମହସ୍କେଙ୍କୁ ସୋସିଆଲ ମିଡିଆ ସହସଂଯୋଜକ ନିଯୁକ୍ତ ପ୍ରୀତି ଗାନ୍ଧି, ଶିବାନନ୍ଦ ଦ୍ୱିବେଦୀ, ଆଲୋକ ଭଟ୍ଟ…
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଘୋଷଣା କଲେ ନିଜର ନୂଆ ଟିମ୍ ,ବିନୋଦ ତାୱଡେ ଏବଂ ସ୍ମୃତି ଇରାନୀଙ୍କୁ…
ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ନିଜର ନୂଆ ଟିମ୍ ଘୋଷଣା କରିଛନ୍ତି । ନୂଆ ରାଷ୍ଟ୍ରୀୟ ଟିମରେ ବହୁ ବରିଷ୍ଠ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ପାର୍ଟି ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ରାଷ୍ଟ୍ରୀୟ ମହାସଚିବ ଏବଂ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ସମେତ ବିଭିନ୍ନ…
ସଂସଦର ମୂଲ୍ୟବାନ ସମୟ ନଷ୍ଟ ହେବା ଯୋଗୁଁ ପ୍ରାୟ ୨୧୬ କୋଟି ଟଙ୍କାର ଆର୍ଥିକ କ୍ଷତି – ସାଂସଦ ଅପରାଜିତା…
ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ ସମୟ ନଷ୍ଟ ହେବା ଯୋଗୁଁ ପ୍ରାୟ ୨୧୬ କୋଟି…
ଶଙ୍ଖ ଭବନରେ ବିଶ୍ବ ଆଦିବାସୀ ଦିବସ ପାଳିତ
ଶଙ୍ଖ ଭବନରେ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ସରକାର ସମୟରେ ଜନଜାତି ବର୍ଗର ବିକାଶ ପାଇଁ ଅନେକ ଯୁଗାନ୍ତକାରୀ…
ଏନଡିଏରେ ସାମିଲ ନୂଆ ସାଂସଦଙ୍କୁ ବ୍ରେକଫାଷ୍ଟ ମିଟିଂରେ ଭେଟିଲ ମୋଦୀ , ଦେଲେ ଅଭୟବାଣୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପୂର୍ବାହ୍ନରେ ଏନଡିଏରେ ସାମିଲ ନୂଆ ସାଂସଦଙ୍କୁ ବ୍ରେକଫାଷ୍ଟ ମିଟିଂରେ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ତୃଣ ମୂଳ କଂଗ୍ରେସର ବିଦ୍ରୋହୀ ଓ ଶିବସେନା (ଉଦ୍ଧବ)ର ୬ ଜଣ ସାଂସଦ ଯେଉଁମାନେ ନିକଟରେ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ…
ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ
ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ । ନୂଆଦିଲ୍ଲୀସ୍ଥିତ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟାଳୟରେ ନୀତିନ ନବୀନଙ୍କୁ ଭେଟିଛନ୍ତି ମନମୋହନ । ସୌଜନ୍ୟମୂଳକ ସାକ୍ଷାତରେ ବିଭିନ୍ନ ସାଙ୍ଗଠନିକ ଏବଂ ସମସାମୟିକ…
ସିଜେପି ବେକାରୀ ସମସ୍ୟାକୁ ଏକ ଦେଶବ୍ୟାପୀ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଏକ ବିଶାଳ ଅଭିଯାନ ଆରମ୍ଭ
ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ସିଜେପିର କୋର ଟିମ୍ ର ଏକ ବୈଠକ ପରେ ସଂଗଠନର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ କହିଛନ୍ତି ଯେ ଦେଶରେ ବଢ଼ୁଥିବା ବେକାରୀ ଏବେ କେବଳ ଯୁବକମାନଙ୍କ ପାଇଁ ବ୍ୟକ୍ତିଗତ ସମସ୍ୟା ନୁହେଁ, ବରଂ ଜାତୀୟ ଚିନ୍ତାର ବିଷୟ। ସେ ଘୋଷଣା କରିଛନ୍ତି ଯେ ଆଗାମୀ ଦିନରେ,…