Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Politics
All politics-related news information will be uploaded here in daily besis
କଲମ୍ବୋରେ କର୍ଫ୍ୟୁ ଲଗାଇଲେ ଶ୍ରୀଲଙ୍କା ସରକାର
ଶ୍ରୀଲଙ୍କା ସରକାର କଲମ୍ବୋରେ ଜୁଲାଇ 14 ରୁ 12 ରୁ ଜୁଲାଇ 15 ତାରିଖ ମଧ୍ୟରେ କର୍ଫ୍ୟୁ ଲାଗୁ କରିଛନ୍ତି ବୋଲି ରଏଟର୍ସ ରିପୋର୍ଟ କରିଛି ଶ୍ରୀଲଙ୍କା ସରକାର |ଗୋଟିଏ ପଟେ ଦେଶରୁ ପଳାଇଯାଇଥିବା ଶ୍ରୀଲଙ୍କା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ କୌଣସି ଦେଶ ରହିବାର ସୁଯୋଗ ଦେଉ!-->…
ଆଫଗାନିସ୍ଥାନ ଭଳି ଶ୍ରୀଲଙ୍କା ରାଷ୍ଟ୍ରପତି ବି ଲୁଚି ପଳାଇଲେ
ଯୁଦ୍ଧ ଭୟରେ ଆଫଗାନିସ୍ଥାନ ରାଷ୍ଟ୍ରପତି ଅସରଫ ଗନି ଟଙ୍କା ଧରି ଦେଶ ଛାଡି ଯାଇଥିବା ଖବର ଆପଣମାନେ ସମସ୍ତେ ପଢ଼ିଥିବେ ଶୁଣିଥିବେ । ଏବେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟ ରାଜପକ୍ଷେଙ୍କ ମଧ୍ୟ ସମାନ ଅବସ୍ଥାରେ ଲୋକଙ୍କୁ ଡରି ରାଷ୍ଟ୍ରପତି ଭବନ ଛାଡି ପଳାୟନ କରିଛନ୍ତି ।!-->!-->!-->…
ପ୍ରତିବାଦକାରୀଙ୍କ ଭୟରେ ବାସଭବନରୁ ଖସି ପଳାଇଥିବା ରାଷ୍ଟ୍ରପତି
ଶ୍ରୀଲଙ୍କାରେ ରାଜନୀତି ଏଭଳି ଅବସ୍ଥାରେ ଆସି ପହଁଚିଛି ଯେତେବେଳେ ରାଷ୍ଟ୍ରପତିଙ୍କୁ ଲୁଚିବାକୁ ପଡୁଛି । ସରକାରଙ୍କ ଉପରେ ଲୋକେ ଏତେ ଅତିଷ୍ଟ ହୋଇପଡିଛନ୍ତି ଯେ ରାଜରାସ୍ତାକୁ ଆସି ପ୍ରତିବାଦ କରୁଛନ୍ତି । ରାଜ୍ୟରେ ଦରଦାମ କମିବାର ନା ଧରୁଥିବାରୁ ବେଳେ ନିଯୁକ୍ତି ନାହିଁ । ସରକାର ଦରମା!-->…
କାହିଁକି ଅପରାଜିତାଙ୍କୁ ନିମନ୍ତ୍ରଣ ହେଉନି? କହିଲେ ମନ୍ତ୍ରୀ
ଭୁବନେଶ୍ବର: ବନ ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ, ବିଧାୟକ ଏବଂ ମେୟରଙ୍କୁ ନିମନ୍ତ୍ରଣ କରାଗଲା । ତେବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗିଙ୍କୁ ନିମନ୍ତ୍ରଣ କରାଗଲା ନାହିଁ । କାହିଁକି ନିମନ୍ତ୍ରଣ କରାଗଲା ନାହିଁ ତାହାର ଉତ୍ତର ମିଳିଛି ।
!-->!-->…
ମୁଖ୍ୟମନ୍ତ୍ରୀଙ୍କ ଦ୍ବିତୀୟ ବାହାଘର : ଭୋଜିର ମେନୁ ଭାଇରାଲ
ମୁଖ୍ୟମନ୍ତ୍ରୀ ମାନ୍ ଦ୍ବିତୀୟ ଥର ପାଇଁ ବିବାହ କରିଛନ୍ତି । ପୁଣି ମାନଙ୍କ ଦେହରେ ହଳଦୀ ଲାଗିଛି । ପଂଜାବୀ ରୀତି ନୀତିରେ ହାତଗଣ୍ଠି ପଡିଛି । ବାହାଘର ହୋଇଛି । ଚଣ୍ଡିଗଡ଼ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦ୍ବିତୀୟ ଥର ପାଇଁ ବିବାହ ଅନୁଷ୍ଠିତ ହୋଇଛି । ବିବାହରେ ଦିଲ୍ଲୀ!-->…
ଆସୁଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁ
ଭୁବନେଶ୍ବର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଆସୁଛନ୍ତି ଓଡ଼ିଶା । ଓଡ଼ିଶା ଗସ୍ତବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଜୋରଦାର ସ୍ବାଗତ ପାଇଁ ଅପେକ୍ଷାରେ ଅଛନ୍ତି । ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ରାଜ୍ୟ ଅତିଥି ଭାବେ ଦ୍ରୈାପଦୀ!-->…
କାଶୀବାସୀଙ୍କୁ ୧୮୦୦ କୋଟି ପ୍ରକଳ୍ପର ଉପହାର ଦେବେ ମୋଦି
୧୮୦୦ କୋଟି ପ୍ରକଳ୍ପର ଉପହାର ଦେବେ ମୋଦି । ଉତ୍ତର ପ୍ରଦେଶ ଆଜି ଗସ୍ତ କରିବା ବେଳେ ଏହି ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି । ବିଧାନସଭା ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସଂସଦୀୟ କ୍ଷେତ୍ର ବାରାଣସୀକୁ ପ୍ରଥମ ଥର ପାଇଁ ଆଜି ଗସ୍ତ କରୁଛନ୍ତି । ଏହି ଗସ୍ତକାଳରେ!-->…
ଆଜି ଆଉ ଥରେ ବାହା ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ
ପଂଜାବ ମୁଖ୍ୟମନ୍ତ୍ରୀ ପୁଣି ଥରେ ବାହା ହେବେ । ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ତାଙ୍କଠାରୁ 16 ବର୍ଷ ସାନ ଗୁରୁପ୍ରିତଙ୍କୁ ଆଜି ବାହାହେବେ । ଚଣ୍ଡୀଗଡ଼ରେ ଏହି ବାହାଘର ହେବ । ୪୮ ବର୍ଷୀୟ ଭଗୱନ୍ତ ୩୨ ବର୍ଷୀୟ ଡଃ ଗୁର୍ପ୍ରୀତ କୌରଙ୍କ ସହ ଦ୍ୱିତୀୟ ବିବାହ କରିବେ। କାରଣ!-->!-->!-->…
ଯୁକ୍ତରାଷ୍ଟ୍ର ଆମେରିକାର ୨୪୬ ତମ ସ୍ୱାଧୀନତା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାର ୨୪୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ!-->!-->!-->!-->!-->…
ପଞ୍ଜାବ କ୍ୟାବିନେଟର ସମ୍ପ୍ରସାରଣ
ମେଟ୍ରୋ ଟିଭି ଓଡିଶା (୪.୭.୨୦୨୨)
ପଞ୍ଜାବରେ ମାନ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ ହୋଇଛି। ୫ଜଣ ଏଏପି ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ସୋମବାର ସନ୍ଧ୍ୟାରେ ପଞ୍ଜାବ ରାଜ ଭବନର ଗୁରୁ ନାନକ ଦେବ ଅଡିଟୋରିୟମରେ ନୂତନ ନିଯୁକ୍ତ ପଞ୍ଜାବ ମନ୍ତ୍ରିମଣ୍ଡଳର ଶପଥ!-->!-->!-->!-->!-->!-->!-->…