Browsing Category

Politics

All politics-related news information will be uploaded here in daily besis

ଓଡ଼ିଶା ସୀମାରେ ଆନ୍ଧ୍ର ଗଠନ କଲା ୧୩ ସ୍ୱତନ୍ତ୍ର ଜିଲ୍ଲା

ମେଟ୍ରୋଟିଭିଓଡିଶା (୪.୪.୨୦୨୨) ଆନ୍ଧ୍ର ପ୍ରଦେଶର ପାର୍ବତିପୁରମ ଠାରେ ବିଜୟନଗରମ ଓ ଶ୍ରୀକାକୁଲମ ଜିଲ୍ଲାର ଆଦିବାସୀ ବହୁଳ କିଛି ଅଂଶକୁ ନେଇ ନୂତନ ଜିଲ୍ଲା ଗଠନ କରାଯାଇ ତାକୁ ମାନ୍ୟମ୍ ଜିଲ୍ଲା ବୋଲି ନାମକରଣ କରାଯାଇଛି । ଆଦିବାସୀ ନାମକରଣ କରାଯାଇ ଆନ୍ଧ୍ର ସରକାର ଗଠନ କରିଥିବା