Browsing Category

Politics

All politics-related news information will be uploaded here in daily besis

ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ମାନସିକ ଚିକିତ୍ସା ଆବଶ୍ୟକ – ନବୀନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟନାକୁ ନେଇ ବର୍ଷିଲେ ନବୀନ । ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ମାନସିକ ଭାବେ ଅସୁସ୍ଥ ଅଛନ୍ତି । ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ…

ସିଏମସି ର ୧୪ ଜଣ ବିଜେଡି କର୍ପୋରେଟରଙ୍କୁ ନବୀନ ନିବାସରୁ ଡ଼ାକରା ଆସିଛି

ନବୀନ ନିବାସରୁ ଆସିଛି ଡ଼ାକରା । କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଏମସି ( କଟକ ମହାନଗ ନିଗମ)ର ୧୪ ଜଣ ବିଜେଡି କର୍ପୋରେଟରଙ୍କୁ ନବୀନ ନିବାସରୁ ଡ଼ାକରା ଆସିଛି । ଖବର ଅନୁଯାୟୀ, କିଛି ଦିନ ତଳେ ପ୍ରଭାତ ବିଶ୍ୱାଳରୁ ଦଳରୁ ବହିଷ୍କାର କରିଥିଲେ ସୁପ୍ରିମୋ । ଏହି ଘଟଣା ପରେ ଯେମିତି କଟକ…

ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ମନ୍ତବ୍ୟକୁ ବିରୋଧ କରି ଇସ୍ତଫା ଦେଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର

ସଂସଦର ଆଇଟି ଓ କମ୍ୟୁନିକେସନ ଷ୍ଟାଣ୍ଡି କମିଟିରୁ ଇସ୍ତଫା ଦେଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ମନ୍ତବ୍ୟକୁ ବିରୋଧ କରି ସେ ଇସ୍ତଫା ଦେଇଛନ୍ତି। ଏନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସସ୍ମିତ ପାତ୍ର ନିଜ ଇସ୍ତଫା ପତ୍ର ପଠାଇଛନ୍ତି ।ରାଜ୍ୟସଭା ଷ୍ଟାଣ୍ଡିଂ…

କେନ୍ଦୁଝର ଗଡ଼ ମ୍ୟୁନିସିପାଲଟିରେ ବିଜେଡିକୁ ବଡ଼ ଝଟକା ଉପାଧ୍ୟକ୍ଷାଙ୍କ ସହ ୯ ଜଣ କାଉନସିର ପ୍ରାଥମିକ ସଦସ୍ୟ ପଦରୁ…

୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡ଼ି  ଏବେ ଗୋଟିଏ ଝଟକାରେ ଭାଙ୍ଗିବାରେ ଲାଗିଛି । କଟକ, ପରେ ଏବେ କେନ୍ଦୁଝରରେ ବି ବିଜେଡିର ପତନ ଆରମ୍ଭ ହୋଇଛି । କେନ୍ଦୁଝର ଜିଲ୍ଲାର ୩ ଟି ବ୍ଲକ ପରେ ଏବେ କେନ୍ଦୁଝର ଗଡ଼ ମ୍ୟୁନିସିପାଲଟିରେ ବିଜେଡିକୁ ବଡ଼ ଝଟକା ଲାଗିଛି । ଯଦିଓ ଏଠାରେ ବିଜେପିର ଅଧ୍ୟକ୍ଷା…

ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ହେବ ପ୍ରତ୍ୟାହୃତ,ବିଲ୍ ପ୍ରତ୍ୟାହାର ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି

ମଉଳିଲା ବିଧାୟକଙ୍କ ଦରମା ବୃଦ୍ଧି ଆଶା । ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ହେବ ପ୍ରତ୍ୟାହୃତ । ଦରମା ବିଲ୍ ପ୍ରତ୍ୟାହାର କରିବାକୁ ନୋଟିସ ଆଣିଲେ ବିଧାନସଭା ସଚିବ । ବିଲ୍ ପ୍ରତ୍ୟାହାର ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି।ବିଧାନସଭାର ଗତ ଅଧିବେଶନରେ ବିଧାୟକ, ମନ୍ତ୍ରୀଙ୍କ ଦରମା ବୃଦ୍ଧି…

ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ

ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଦେବୀ ମିଶ୍ର ଓ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେମାନେ ଦଳରେ ସାମିଲ ହୋଇଛନ୍ତି । ବାଲେଶ୍ଵର ଜିଲାର ରାଜନୀତିରେ…

ବିରୋଧୀଙ୍କ ଲାଗି ୧୨ କୋଟି ଟଙ୍କା ନଷ୍ଟ ହୋଇସାରିଲାଣି,ଏମିତି କିଛି କହି ବିରୋଧୀଙ୍କ ଟାର୍ଗେଟ କରିଛନ୍ତି…

ରାଜ୍ୟରେ ୨୪ ବର୍ଷ ଧରି ଶାସନ କରିଲେ । କିନ୍ତୁ ବିଧାନସଭାର ବିଧି ବ୍ୟବସ୍ଥା ଠିକ ଭାବେ ପାଳନ କରିବେନି । ଏହାଠାରୁ ବଡ଼ ଦୁର୍ଭାଗ୍ୟ ଆଉ କ’ଣ ? ବିରୋଧୀଙ୍କ ଲାଗି ୧୨ କୋଟି ଟଙ୍କା ନଷ୍ଟ ହୋଇସାରିଲାଣି । ଏମିତି କିଛି କହି ବିରୋଧୀଙ୍କ ଟାର୍ଗେଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ…

ଅନ୍ୟ ରାଜ୍ୟକୁ ଶିଳ୍ପ ସ୍ଥାନାନ୍ତରକୁ ଅସ୍ମିତା ନୁହେଁ ବିଜେପିର ଅପାରଗତା – ବିଜେଡି

ବିଜେପି ସରକାର ଉପରେ ବର୍ଷିଲା ବିଜେଡି । ଅନ୍ୟ ରାଜ୍ୟକୁ ଶିଳ୍ପ ସ୍ଥାନାନ୍ତରକୁ ଅସ୍ମିତା ନୁହେଁ ବିଜେପିର ଅପାରଗତା କହିଛନ୍ତି ବିଜେଡି ନେତା । ଡବଲ ଇଞ୍ଜିନ ସରକାରରେ ଡବଲ ବେନିଫିଟ୍ ହେବା କଥା । କିନ୍ତୁ ସବୁ କାମରେ ଡବଲ୍ ବ୍ରେକ୍ ଲାଗୁଛି ବୋଲି ପ୍ରେସମିଟ କରି କହିଛନ୍ତି ବରିଷ୍ଠ ନେତା…

ପଶ୍ଚିମବଙ୍ଗର ୩୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଓଡ଼ିଶା ବିଜେପି ନେତାଙ୍କୁ ମିଳିଲା ଦାୟିତ୍ଵ

ବିଜେପିର ବଙ୍ଗ ଦଖଲ ମିଶନ । ପଶ୍ଚିମବଙ୍ଗ ଜଗିବେ ଓଡ଼ିଶା ନେତା । ପଶ୍ଚିମବଙ୍ଗ ନିର୍ବାଚନ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦେଲେ ବଡ଼ ସୂଚନା । ପଶ୍ଚିମବଙ୍ଗର ୩୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଓଡ଼ିଶା ବିଜେପି ନେତାଙ୍କୁ ଦାୟିତ୍ଵ ଦିଆଯାଇଛି । ଓଡ଼ିଶାର ବିଜେପି ବିଧାୟକ,…

ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ବିଧାନସଭା ବାଚସ୍ପତିଙ୍କ ନିକଟରେ ଦରଖାସ୍ତ କରିପାରେ…

ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ବିଧାନସଭା ବାଚସ୍ପତିଙ୍କ ନିକଟରେ ଦରଖାସ୍ତ କରିପାରେ ବିଜେଡି । ସଭ୍ୟପଦ ରଦ୍ଦ ହେବ କି ନାହିଁ ତାହା ବାଚସ୍ପତିଙ୍କ ଉପରେ ନିର୍ଭର କରେ । ପୂର୍ବରୁ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟ୍ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେବାର…