Browsing Category

Politics

All politics-related news information will be uploaded here in daily besis

ଫେବୃଆରୀ ୨୭ ତାରିଖରେ ରାଜ୍ୟସଭା ନିର୍ବାଚନ

ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି । ଆସନ୍ତା ୧୫ ତାରିଖ ଯାଏଁ ହେବ ନାମାଙ୍କନ ଦାଖଲ । ଏହାପରେ ୧୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୦ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହର ହେବ । ଫେବୃଆରୀ ୨୭ ତାରିଖରେ ନିର୍ବାଚନ ହେବ । ଓଡିଶାର ୩ଟି ଆସନ ପାଇଁ ନିର୍ବାଚନ ହେବାକୁ…

ମୋଦୀଙ୍କୁ ଭେଟିଲେ ନୀତିଶ

ଜେଡିୟୁ ମୁଖ୍ୟ ନୀତୀଶ କୁମାର ଏନଡିଏରେ ସାମିଲ ହୋଇ ବିଜେପି ସହ ବିହାରରେ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ମୋଦୀଙ୍କୁ ଭେଟିଛନ୍ତି। ତେବେ ନୀତିଶଙ୍କ ସହ ଗତ ଜାନୁଆରି ୨୮ ତାରିଖରେ ବିହାର ମହାମେଣ୍ଟ ଛାଡିଥିବା ସମସ୍ତ ଜେଡିୟୁ ନେତା ତାଙ୍କର ଏହି ପ୍ରଥମ ଦିଲ୍ଲୀ ଗସ୍ତ ସମୟରେ ଭାରତୀୟ…

ଶରଦ ପାୱାରଙ୍କୁ ବଡ଼ ଝଟକା

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ହିଁ ପ୍ରକୃତ ଏନସିପି(ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି)ବୋଲି ନିର୍ବାଚନ କମିଶନ ମଙ୍ଗଳବାର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଏହା ସହ ଅଜିତ ପାୱାର ଗୋଷ୍ଠୀ ଏନସିପିର ଦଳୀୟ ନାମ ଏବଂ ନିର୍ବାଚନ ଚିହ୍ନ(ଘଣ୍ଟା) ବ୍ୟବହାର…

ଏକ ଦେଶ ଏକ ନିର୍ବାଚନ

ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟି ନୂଆଦିଲ୍ଲୀରେ ଏକାସାଙ୍ଗରେ ନିର୍ବାଚନ ଆୟୋଜନ ପାଇଁ ନୂଆଦିଲ୍ଲୀରେ ତିନୋଟି ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ରାଜନୈତିକ ଦଳର…

ଆଜି ଓଡ଼ିଶାରେ ପହଞ୍ଚିବେ ରାହୁଲ ଗାନ୍ଧୀ

ଆଜି ଓଡ଼ିଶାରେ ପହଞ୍ଚିବେ ରାହୁଲ ଗାନ୍ଧୀ ।  ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ା ଦେଇ ଏହା ଆଗକୁ ବଢ଼ିବ। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍‌ଗେଙ୍କ ପରେ ରାହୁଲ ଗାନ୍ଧୀଙ୍କ ଓଡ଼ିଆ ଆଗମନକୁ ନେଇ ରାଜ୍ୟ କଂଗ୍ରେସ ଶିବିର ବେଶ୍ ଉତ୍ସାହିତ।…

ଓଡ଼ିଶାରେ ପ୍ରବେଶ କରିବ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା

ଭୁବନେଶ୍ବର: ମଙ୍ଗଳବାର ଓଡ଼ିଶା ପ୍ରବେଶ କରିବ କଂଗ୍ରେସର ଭାରତ ଯୋଡ଼ ଯାତ୍ରା। ଝାଡ଼ଖଣ୍ଡର ବାସଜୋଲ ପରେ ସୁନ୍ଦରଗଡ଼ ବୀରମିତ୍ରପୁରରେ ଏହି ଅଭିଯାନ ପହଞ୍ଚିବ। ବୀରମିତ୍ରପୁରର ବିଜାବାହାଲରେ ଅଭିଯାତ୍ରୀ କରିବେ ରାତ୍ରୀଯାପନ। ୭ ତାରିଖ ସକାଳେ ରାଉରକେଲା ଉଦିତ ନଗରରୁ ଆରମ୍ଭ ହେବ ପଦଯାତ୍ରା।…

କଂଗ୍ରେସକୁ ଟାର୍ଗେଟ କଲେ ପୁଣି ପ୍ରଧାନମନ୍ତ୍ରୀ ମୋଦୀ

ନିର୍ବାଚନ ପାଖେଇ ଆସୁଥିବା ବେଳେ ଲୋକସଭାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ ବିରୋଧୀ ନେତାଙ୍କ କଥା ଶୁଣିବା ପରେ ଲାଗୁଛି ଯେ ସେମାନେ ଦୀର୍ଘ ଦିନ ଧରି ସେମାନେ ସେଠାରେ (ବିରୋଧୀ ଦଳ) ବସିବା ପାଇଁ ସଂକଳ୍ପ ନେଇଛନ୍ତି। ଏପରିକି ଅନେକ…

ଫ୍ଲୋର ଟେଷ୍ଟ ଝାଡ଼ଖଣ୍ଡରେ ସରକାରଙ୍କ ଭବିଷ୍ୟତ??

ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସାମ୍ନାରେ ବିଧାନସଭାରେ ବହୁମତ ପ୍ରମାଣ କରିବା ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି । ଏହି ଫ୍ଲୋର ଟେଷ୍ଟ ଝାଡ଼ଖଣ୍ଡ ସରକାରଙ୍କ ଭବିଷ୍ୟତ ନିଶ୍ଚିତ କରିବା । ଏହି ଫ୍ଲୋର ଟେଷ୍ଟରେ ସାମିଲ ହେବା ପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ଏବଂ…

ଆଜିଠୁ ବିଧାନସଭା

ଆଜିଠୁ ୧୩ ଯାଏଁ ଚାଲିବ ବିଧାନସଭା ବଜେଟ୍ ଅଧିବେଶନ। ଗୃହରେ ଅଭିଭାଷଣ ରଖିବେ ନୂଆ ରାଜ୍ୟପାଳ ରଘୁବର ଦାସ। ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ। ୮ ତାରିଖରେ ଉପସ୍ଥାପିତ ହେବ କାମଚଳା ବଜେଟ୍। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଗୃହ ବେଶ୍ ସରଗରମ ହେବା ନେଇ ଆଶଙ୍କା କରାଯାଉଛି। ନୂଆ…

ଓଡ଼ିଶାରେ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ଆରମ୍ଭ କଲା ଅନଲାଇନ ଆବେଦନ, ପ୍ରଗମନ୍ ଡଟ୍ ଇନ୍

କଂଗ୍ରେସ ଟିକେଟ ଆଶାୟୀଙ୍କ ପାଇଁ ଆରମ୍ଭ ହେଲା ଅନଲାଇନ୍‌ ଆବେଦନ  । ଓଡ଼ିଶାରେ ଆରମ୍ଭ ହେଲା ପ୍ରଗମନ୍ ଅଭିଯାନ। ସାମ୍ବାଦିକ ସମ୍ମିଳନୀରେ ୱେବସାଇଟକୁ ଲଞ୍ଚ କରିଛନ୍ତି କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର। ଆଜିଠାରୁ ୧୧ ଫେବ୍ରୁଆରୀ ଯାଏ ଆଶାୟୀମାନେ www.pragaman.in ରେ ଅନଲାଇନ୍‌ ଯୋଗେ…