Trending
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
Browsing Category
Politics
All politics-related news information will be uploaded here in daily besis
କେଜରିଓ୍ବାଲଙ୍କୁ ନବମ ସମନ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା ହ୍ରାସ ହେବାର କୌଣସି ସଙ୍କେତ ଦେଉନାହିଁ। ଦିଲ୍ଲୀର ରଦ୍ଦ ହୋଇଥିବା ଏକ୍ସାଇଜ ପଲିସିରେ ହୋଇଥିବା ଅନିୟମିତତା ଘଟଣାର ଅନୁସନ୍ଧାନ କରୁଥିବା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଡକାଇ…
ଆଜି ଘୋଷଣା ହେବ ନିର୍ବାଚନର ତାରିଖ
ଆଜି ଦେଶରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ଇଲେକ୍ସନ କମିସନ୍ । ନୂଆ ଦୁଇ ଜଣ ଅଧିକାରୀ ନିର୍ବାଚନ କମିସନ୍ ଭାବରେ ଦାୟିତ୍ୱ ନେବା ମାତ୍ରେ ନିର୍ବାଚନ ତାରିଖ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ଏହି ସମୟରେ ଲୋକସଭାନିର୍ବାଚନ ସମେତ ୪ଟି ରାଜ୍ୟର ବିଧାନସଭା ଆସନ ପାଇଁ…
ନିର୍ବାଚନୀ ଇସ୍ତାହାରରେ ରାଜ୍ୟ କଂଗ୍ରେସ ଦେଲା ୯ ଗ୍ୟାରେଣ୍ଟି
ରାଜ୍ୟ କଂଗ୍ରେସ ପକ୍ଷରୁ ଶୁକ୍ରବାର ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି। ଭାଜପାକୁ ଚେକ୍ ଦେବାକୁ ୯ ଗ୍ୟାରେଣ୍ଟି ଦେଇଛି ଦଳ। ବିଶେଷକରି ମହିଳା, କୃଷକ, ଯୁବଗୋଷ୍ଠୀ, ଏସ୍ଏଚ୍ଜି ଉପରେ ଦଳ ଫୋକସ୍ କରିଛି। ଇସ୍ତାହାର ଅନୁଯାୟୀ, ବୋନସ ସହ ଧାନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦…
କୋଏମ୍ବଟୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ଶୋ’କୁ ମିଳିଲାନି ଅନୁମତି
ତାମିଲନାଡୁର କୋଏମ୍ବଟୁର ପ୍ରଶାସନ ବିଜେପିକୁ ସେଠାରେ ରୋଡ ଶୋ’ ପାଇଁ ଅନୁମତି ଦେଇନାହିଁ । ଲୋକସଭା ନିର୍ବାଚନ ପାଇଁ ବିଜେପି କୋଏମ୍ବଟୁର ସିଟି ପୋଲିସକୁ ୧୮ ମାର୍ଚ୍ଚକୁ ମୋଦୀଙ୍କ ୩.୬ କିଲୋମିଟର ରୋଡ ଶୋ’ ପାଇଁ ଅନୁମତି ମାଗିଥିଲା । ହେଲେ ପୋଲିସ ପ୍ରଶାସନ ବିଭିନ୍ନ କାରଣ ଦର୍ଶାଇ ଏହାକୁ…
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ନାମରେ ଅସଦାଚରଣ ମାମଲା
କର୍ଣ୍ଣାଟକର ପୂର୍ବତନ ମୂୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍ ୟେଦିୟୁରପ୍ପାଙ୍କ ନାମରେ ପୋକ୍ସୋ ଆଇନ ଅଧିନରେ ମାମଲା ରୁଜୁ ହୋଇଛି । ୟେଦିୟୁରପ୍ପାଙ୍କ ନାମରେ ଜଣେ ନାବାଳିକା ଅସଦାଚରଣ ଅଭିକର୍ଣ୍ଣାଟକର ପୂର୍ବତନ ମୂୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍…
୨୦୨୯ରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ହେବ
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ପଥ ପରିଷ୍ପାର ହୋଇଛି । ବିଭିନ୍ନ ରାଜନୀତିକ ଦଳ, ବିଶେଷଜ୍ଞ ଓ ଅନ୍ୟ ଅଂଶିଦାରଙ୍କ ମତାମତକୁ ଯାଞ୍ଚ କରି ସର୍ବସମ୍ମତିକ୍ରମେ ଦେଶରେ ଏକକ ନିର୍ବାଚନ ହେବା ସପକ୍ଷରେ କମିଟି କହିଛି। ଏଥିପାଇଁ କେନ୍ଦ୍ର ସରକାର ଏମିତି ଏକ ଆଇନଗତ ବ୍ୟବସ୍ଥା ଆପଣାନ୍ତୁ, ଯାହା…
କୃଷକଙ୍କୁ ରାହୁଲ ଗାନ୍ଧି ଦେଲେ ୫ ଗ୍ୟାରେଣ୍ଟି
ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳଗୁଡ଼ିକ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି। ଏହି କ୍ରମରେ କଂଗ୍ରେସ କୃଷକମାନଙ୍କୁ ୫ଟି ଗ୍ୟାରେଣ୍ଟି ଦେଇଛି।କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କୃଷକମାନଙ୍କୁ ସମ୍ବୋଧିତ କରି ଲେଖିଛନ୍ତି, ଦେଶର ସମସ୍ତ ଖାଦ୍ୟ ପ୍ରଦାନକାରୀଙ୍କୁ…
କୌଣସି ବି ପରିସ୍ଥିତିରେ ସିଏଏକୁ ପ୍ରତ୍ୟାହାର କରାଯିବ ନାହିଁ- ଅମିତ ଶାହା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, କୌଣସି ବି ପରିସ୍ଥିତିରେ ସିଏଏକୁ ପ୍ରତ୍ୟାହାର କରାଯିବ ନାହିଁ ।ବିରୋଧୀଙ୍କୁ ଟାର୍ଗେଟ କରି ଶାହା କହିଛନ୍ତି, ସିଏଏ ଜରିଆରେ ନୂଆ ଭୋଟ୍ ବ୍ୟାଙ୍କ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ବିରୋଧୀ । ଏହା ହିଁ ତାଙ୍କର ଇତିହାସ । ହେଲେ ବିଜେପି,…
ନବୀନ ନିବାସରେ ଆଜି ମେଣ୍ଟ ଘୋଷଣା!
ଗତକାଲି ଗୃହମନ୍ତ୍ରୀ ଅମିତ ଶାହାଙ୍କ ନୂଆଦିଲ୍ଲୀ ବାସଭବନରେ ରାଜ୍ୟ ନେତାଙ୍କ ରୁଦ୍ଧଦ୍ବାର ବୈଠକ ବସିଥିଲା । ପୁଣି ଅପରାହ୍ନଣରେ ନବୀନ ନିବାସରେ ବୈଠକ ବସିଥିଲା। ଆଜି ସକାଳୁ ସକାଳୁ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀରୁ ଫେରି ମେଣ୍ଟ ସମ୍ଭାବନାକୁ ନେଇ ଇଙ୍ଗିତ ଦେଇଛନ୍ତି।ମେଣ୍ଟ ହେବ…
ଆସିଲା ବିଜେପିର ୨ୟ ପ୍ରାର୍ଥୀ ତାଲିକା
ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଦ୍ବିତୀୟ ତାଲିକାରେ ୭୨ ଜଣଙ୍କ ନାଁ ରହିଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ହିମାଚଳର ହମିରପୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଅନ୍ୟ ପ୍ରାର୍ଥୀମାନେ ହେଲେ ଧାରୱାଡରୁ ପ୍ରହ୍ଲାଦ…