Trending
- ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
Browsing Category
Politics
All politics-related news information will be uploaded here in daily besis
ଆସନ୍ତାକାଲି ଆସ୍ଥା ଭୋଟ: ନିଜ ବାସଭବନରେ ବିଧାୟକଙ୍କୁ ନଜରବନ୍ଦୀ କଲେ ତେଜସ୍ୱୀ
ପାଟନା: ବିହାର ରାଜନୀତି ସରଗରମ ହୋଇଥିବା ବେଳେ ଆସନ୍ତା ୧୨ ତାରିଖରେ ହେବାକୁ ଯାଉଛି ବିହାରରେ ଆସ୍ଥା ଭୋଟ୍ । ପାଟନାସ୍ଥିତ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବାସ ଭବନକୁ ଆରଜେଡି ବିଧାୟକ ଏବଂ ବାମପନ୍ଥୀ ବିଧାୟକମାନେ ଯାଉଛନ୍ତି । ସମସ୍ତ ବିଧାୟକଙ୍କୁ ବିଧାୟକମାନଙ୍କୁ…
ସମ୍ବଲପୁରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପହଁଚି ମାଆ ସମଲେଶ୍ବରୀଙ୍କୁ ଦର୍ଶନ କଲେ
ସମ୍ବଲପୁର:ସମ୍ବଲପୁରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପହଁଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଭୋରୁ ମାଆ ସମଲେଶ୍ବରୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପରେ ମହାନଦୀ ହାଫ-ମାରାଥନର ଶୁଭାରମ୍ଭ କରିଛନ୍ତି । ସେଠାରୁ…
ଯୋଗୀ ଙ୍କୁ ଟାର୍ଗେଟ କଲେ ଟିଏମସି ନେତା
ପଶ୍ଚିମବଙ୍ଗର ଜାମିଆତ୍ ଉଲେମା-ଏ-ହିନ୍ଦ ତଥା ଟିଏମସି ନେତା ସିଦ୍ଦିକୁଲାହ ଚୌଧୁରୀ ଜ୍ଞାନବାପୀ ମାମଲାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ଏହା ସହ ମସଜିଦକୁ ନେଇ ଚାଲିଥିବା ବିବାଦ ଉପରେ ମଧ୍ୟ ସେ ଟିପ୍ପଣୀ ଦେଇଛନ୍ତି । ‘ଯଦି ଆପଣ ପଶ୍ଚିମବଙ୍ଗ…
ସରିଲା ବିଧାନସଭା
ଦୁଇଟି କାର୍ଯ୍ୟଦିବସ ପୂର୍ବରୁ ସରିଲା ବିଧାନସଭା । ଷୋଡଶ ବିଧାନସଭାର ଶେଷ ଅଧିବେଶନ । ମୋଟ ୫ ଦିନ ଚାଲିଲା ଗୃହକାର୍ଯ୍ୟ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି କଲେ ବାଚସ୍ପତି । ପଞ୍ଚମ ପାଳି ସରକାରରେ ବିଧାନସଭାର ଶେଷ ଅଧିବେଶନ ବି ପୁରା ଚାଲି ପାରିଲାନି । ଷୋଡ଼ଶ ବିଧାନସଭାର…
ପାକିସ୍ତାନରେ ନିର୍ବାଚନକୁ ନେଇ ଆମେରିକାର ପ୍ରଶ୍ନ
ପାକିସ୍ତାନରେ ନିର୍ବାଚନକୁ ନେଇ ଅ।।ମେରିକା ଏବେ ପ୍ରଶ୍ନ ଉଠାଇଛି । ଭୋଟ ଗଣତି ଜାରି ରହିଥିବା ବେଳେ ଆମେରିକା କଂଗ୍ରେସ ସାଂସଦ ରାଜନୈତିକ ହିଂସା, ସେଲ୍ ଫୋନ୍ ବନ୍ଦ କରାଯିବା ଓ ସ୍ୱତନ୍ତ୍ରତା ଉପରେ ପ୍ରତିବନ୍ଧକୁ ନେଇ ନିନ୍ଦା କରିଛି ।ପାକିସ୍ତାନରେ ନିର୍ବାଚନ ହିଂସା ଓ ଏହାର କାଙ୍ଗାଳ…
ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ବିଜେଡି ଧୂଳିସାତ କରିଛି,ଭାଜପା ଯୁବମୋର୍ଚ୍ଚା
ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଜେଡିକୁ ଟାର୍ଗେଟ କରାଯାଇଛି । ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସକୁ ଆଘାତ ଦେଇଛି ବିଜେଡି । ପରିକ୍ରମା ପ୍ରକଳ୍ପ ସମୟରେ ବିଜେଡି ପକ୍ଷରୁ ଯେଉଁଭଳି ଚାଉଳ ସଂଗ୍ରହ କରାଗଲା, ପରବର୍ତୀ ସମୟରେ ସେହି ବାରମିଶା ଚାଉଳ କାହିଁକି ସଂଗୃହୀତ କରାଯାଉଛି ସେନେଇ…
୨୦୨୪-୨୫ କାମଚଳା ବଜେଟ
ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ ମୋଟ ୨ ଲକ୍ଷ ୫୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥିରେ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ରହିଛି । ରାଜ୍ୟ ସରକାର କୃଷକ ଓ କୃଷକଙ୍କ କଲ୍ୟାଣ ଉପରେ…
ଆଜି ଅନ୍ତରୀଣ ବଜେଟ୍
ଆଜି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିବେ । ବର୍ଷର ପ୍ରଥମ ୪ ମାସ ପାଇଁ ଏହି କାମଚଳା ବଜେଟ ଆଗତ ହେଉଥିବା ବେଳେ ଏହା ଉପରେ ଏବେ ସଭିଙ୍କ ନଜର ରହିଛି । ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ ଥିବାରୁ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ…
ଫେବୃଆରୀ ୨୭ ତାରିଖରେ ରାଜ୍ୟସଭା ନିର୍ବାଚନ
ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି । ଆସନ୍ତା ୧୫ ତାରିଖ ଯାଏଁ ହେବ ନାମାଙ୍କନ ଦାଖଲ । ଏହାପରେ ୧୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୦ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହର ହେବ । ଫେବୃଆରୀ ୨୭ ତାରିଖରେ ନିର୍ବାଚନ ହେବ । ଓଡିଶାର ୩ଟି ଆସନ ପାଇଁ ନିର୍ବାଚନ ହେବାକୁ…
ମୋଦୀଙ୍କୁ ଭେଟିଲେ ନୀତିଶ
ଜେଡିୟୁ ମୁଖ୍ୟ ନୀତୀଶ କୁମାର ଏନଡିଏରେ ସାମିଲ ହୋଇ ବିଜେପି ସହ ବିହାରରେ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ମୋଦୀଙ୍କୁ ଭେଟିଛନ୍ତି। ତେବେ ନୀତିଶଙ୍କ ସହ ଗତ ଜାନୁଆରି ୨୮ ତାରିଖରେ ବିହାର ମହାମେଣ୍ଟ ଛାଡିଥିବା ସମସ୍ତ ଜେଡିୟୁ ନେତା ତାଙ୍କର ଏହି ପ୍ରଥମ ଦିଲ୍ଲୀ ଗସ୍ତ ସମୟରେ ଭାରତୀୟ…