Trending
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
- ଆଜି ଓଡ଼ିଆ ପାଳୁଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ
- ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ଦ୍ବିତୀୟ ଦିବସ ଥିଲା,ଆଜି ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ
Browsing Category
Opinion
Who particularly share information about others
ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ବିରୋଧୀଙ୍କ ଅକଲ ଗୁଡମ
ବିକାଶର ଧାରାରେ ସାମିଲ ହେବେ ଆଦିବାସୀ
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କ ନାମ ଆସିବା ପରେ ବିରୋଧୀ ଶିବିରରେ ଅଦୃଶ୍ୟ ଭୟ ସୃଷ୍ଟି ହୋଇଛି । ଏହାର କାରଣ ହେଉଛି ସେ ଆଦିବାସୀ । ପୁଣି ମହିଳା । ଓଡ଼ିଶାରେ ଯେପରି ଶ୍ରୀମତି ମୁର୍ମୁଙ୍କୁ ସ୍ବାଗତ ଦିଆଗଲା , ନବୀନଙ୍କ!-->!-->!-->!-->!-->…
ଏନଏଫଏସଏ ପାଇଁ ରାଜ୍ୟ ମାନ୍ୟତା ସୂଚକାଙ୍କ : ୧ ନମ୍ବର ସ୍ଥାନରେ ଓଡ଼ିଶା
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅନ୍ତର୍ଗତ ରାଜ୍ୟମାନଙ୍କର ପ୍ରଦର୍ଶନକୁ ନେଇ ପ୍ରଥମ ଥର ପାଇଁ ପ୍ରକାଶ ପାଇଛି ‘ଏନଏଫଏସଏ ପାଇଁ ରାଜ୍ୟ ମାନ୍ୟତା ସୂଚକାଙ୍କ’ । ଏହି ମାନ୍ୟତାର ସାଧାରଣ ବର୍ଗ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଉତ୍ତର ପ୍ରଦେଶକୁ ଦ୍ବିତୀୟ!-->!-->!-->…
ଜୁନ ମାସରେ ଓଡିଶାରେ ପ୍ରବଳ ଛେଚିବ
ମେଟ୍ରୋ ଟିଭି ଓଡିଶା (୧.୬.୨୦୨୨ )
ଚଳିତ ବର୍ଷ ଜୁନ୍ ମାସରେ ଓଡ଼ିଶାରେ ଅଧିକ ବର୍ଷା ହେବ । ଏପରିକି ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ!-->!-->!-->!-->!-->!-->!-->…
ସମୁଦ୍ର କୂଳରେ ମହାଦେବ
ମେଟ୍ରୋ ଟିଭି ଓଡିଶା (୩୧.୫.୨୦୨୨ )
ପୁରୀ ସମୁଦ୍ରରେ କୂଳରେ ଲାଗିଛି ଶିବ ଲିଙ୍ଗର ଶକ୍ତିଶିଳା । ଲାଇଟ ହାଉସ ବେଳାଭୂମିରେ ଏହି ବିରଳ ଶିଳା ଦେଖିବାକୁ ମିଳିଛି । ଶିବ ଲିଙ୍ଗର ମଧ୍ୟମ ପାର୍ଶ୍ବ ବହୁ ପୁରାତନ ହୋଇଥିବା ଅନୁମାନ କରାଯାଉଛି । ତେବେ ଏହା ଗଙ୍ଗବଂଶ ରାଜତ୍ବ କାଳରୁ ଅଧିକ!-->!-->!-->!-->!-->…
ଆଇପିଏଲ ଫାଇନାଲ ଦେଖିବାକୁ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା
ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ )
ଆଇପିଏଲ୨୦୨୨ର ଫାଇନାଲ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ଏହି ମୁକାବିଲକୁ ଦେଖିବା ଲାଗି ଲକ୍ଷାଧିକ ପ୍ରଶଂସକଙ୍କ ଭିଡ଼ ଷ୍ଟାଡିୟମରେ ଦେଖିବାକୁ ମିଳିବ। ଏହବାଦ୍!-->!-->!-->…
ଜିଲ୍ଲା ପରିଷଦ ଉପନିର୍ବାଚନ: ବିଜେଡି ବିଜୟୀ
ମେଟ୍ରୋ ଟିଭି ଓଡିଶା (୨୮.୫.୨୦୨୨ )
କେନ୍ଦୁଝର ଜିଲ୍ଲା ଘଟଗାଁ ଜିଲ୍ଲା ପରିଷଦ ଉପନିର୍ବାଚନରେ ବାଜିମାରିଛି ବିଜେଡି । ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡିର ରଣଜିତ ନାୟକ ବିଜୟୀ ହୋଇଛନ୍ତି । ବିଜେପିର ମହେଶ୍ୱର ନାୟକଙ୍କୁ ହରାଇଛନ୍ତି ରଣଜିତ । ଉପନିର୍ବାଚନରେ ରଣଜିତଙ୍କୁ ୧୮,୨୪୦!-->!-->!-->…
ଏଣିକି ସ୍କୁଲରେ ଦିଆଯିବ ଅଲିମ୍ପିକ୍ ଶିକ୍ଷା
ମେଟ୍ରୋ ଟିଭି ଓଡିଶା (୨୪.୫.୨୦୨୨ )
ଏଣିକି ସ୍କୁଲ ସ୍ତରରୁ ଅଲିମ୍ପିକ ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ । ସ୍କୁଲରେ ଅଲିମ୍ପିକ ଶିକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଥମିକ ପର୍ଯ୍ୟାୟରେ ଦୁଇ ସ୍ମାର୍ଟ ସିଟିରେ ୯୦ ସ୍କୁଲରେ ଅଲିମ୍ପିକ!-->!-->!-->…
କଥା ରଖୁନି ପଡ଼ୋଶୀ : କଲମାରେ ଲହଡ଼ି ଭାଙ୍ଗୁଛି ମହାନଦୀ
କଥା ରଖୁନି ପଡ଼ୋଶୀ : କଲମାରେ ଲହଡ଼ି ଭାଙ୍ଗୁଛି ମହାନଦୀ
‘ମଙ୍କିପକ୍ସ’ ଓ ‘ଟାମଟୋ ଫ୍ଲୁ’କୁ ନେଇ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଜାଣନ୍ତୁ
‘ମଙ୍କିପକ୍ସ’ ଓ ‘ଟାମଟୋ ଫ୍ଲୁ’କୁ ନେଇ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଜାଣନ୍ତୁ