Browsing Category

Opinion

Who particularly share information about others

୨୦୨୩-୨୪ ବଡ଼ ବଜେଟ୍, ୨ଲକ୍ଷ ୩୦ ହଜାର କୋଟି ଟଙ୍କା

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ  ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି  ବଡ଼ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍‌ର ଆକାର ୨ଲକ୍ଷ ୩୦ ହଜାର କୋଟି ଟଙ୍କା ରହିଛି। ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ୩୦ ହଜାର ୩୦ କୋଟି, ସ୍ବାସ୍ଥ୍ୟ କ୍ଷେତ୍ରରେ ୧୬ ହଜାର ୪୮ କୋଟି ,…

କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ମୁହଁ ଖୋଲିଲେ ନବଙ୍କ ଝିଅ ଦୀପାଳି ଦାସ

ମନ୍ତ୍ରୀ ନବ କିଶୋର ଦାସ ଦାସଙ୍କ ହତ୍ୟାକାଣ୍ଡକୁ ୧୯ ଦିନ ବିତି ଗଲାଣି । ଆଜିଯାଏ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ନବଙ୍କ ପରିବାର କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ତେବେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ ଦାସ । କହିଛନ୍ତି, କ୍ରାଇମବ୍ରାଞ୍ଚ…

ବିଜୟଙ୍କ ବକ୍ତବ୍ୟକୁ ନେଇ ଚର୍ଚା

କେନ୍ଦ୍ରାପଡ଼ା  : ରାଜ୍ୟ ରାଜନୀତିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବିଜୟ ମହାପାତ୍ର । ତାଙ୍କ ବକ୍ତବ୍ୟକୁ ନେଇ ସଦାବେଳେ ଚର୍ଚା ହୋଇଥାଏ । କିଛି ବର୍ଷ ଧରି ବିଧାନସଭା ଯାଇପାରୁନଥିବା ବିଜୟ ମହାପାତ୍ର 2024 ନିର୍ବାଚନ ପୂର୍ବରୁ ଏହି ବର୍ଷ ନିର୍ଣ୍ଣାୟକ ହେବ ବୋଲି କହିଛନ୍ତି ।…

ଆଜି କାର୍ତ୍ତିକ ପୂର୍ଣ୍ଣିମା

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଆଜି ବି ଚନ୍ଦ୍ରଗ୍ରହଣ। ଅଧିକାଂଶ ସ୍ଥାନରେ ଲୋକେ ମଧ୍ୟରାତ୍ରିରୁ ଡଙ୍ଗା ଭସାଣ କରୁଥିବାର ପରିଲକ୍ଷିତ ହୋଇଛି। ଏପରିକି ଲୋକେ ରାତି ୨ଟାରୁ ଉଠି ସ୍ନାନାଦି ଶେଷ କରି ଘର ଆଗରେ, ଚଉରାମୂଳେ ମୁରୁଜ ପକାଇ ପୂଜାର୍ଚ୍ଚନା ସାରି ଡଙ୍ଗା

ଦ୍ରୈାପଦୀଙ୍କ ପାଇଁ ଲକ୍ଷ୍ମଣ ରେଖା ଲଙ୍ଘିଲେ ବିରୋଧୀ: ବଢ଼ିଲା କ୍ରସଭୋଟିଂ

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ଯେଉଁ ବାହାସ୍ଫୋଟ ମାରୁଥିଲେ ତାହା ଫିକା ପଡିଛି । ନରେନ୍ଦ୍ର ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍ ଆଗରେ ବିରୋଧୀଙ୍କ ରଣକୈାଶଳ ଫେଲ ମାରିଛି । ଦ୍ରୈାପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ବିରୋଧୀ ଦଳଗୁଡ଼ିକ ଦୋଛକିରେ ପଡିଥିଲେ । ଦଳର

କଂଗ୍ରସରୁ କ୍ରସ ଭୋଟିଂ: ଦ୍ରୈାପଦୀ ମୁର୍ମୁଙ୍କୁ ଭୋଟ ଦେଲେ ମୋକିମ୍

ଭୁବନେଶ୍ବର: ଓଡ଼ିଶାର ଆଦିବାସୀ ଝିଅ ପୂର୍ବତନ ରାଜ୍ୟପାଳ ଦ୍ରୈାପଦୀ ମୁର୍ମୁଙ୍କୁ ଏନଡିଏ ପ୍ରାର୍ଥୀ କଲାପରେ ବିରୋଧୀଙ୍କ ମଧ୍ୟରେ ମତଭେଦ ଲାଗିରହିଥିଲା । ଯାହାକି ଆଜି ଭୋଟ ବେଳେ ଦେଖିବାକୁ ମିଳିଛି । କଂଗ୍ରେସର କିଛି ବିଧାୟକ କଂସ ଭୋଟିଂ କରିଥିବା ମାନିଛନ୍ତି । ବିଶେଷ କରି

ଦ୍ରୌପଦୀ ମୁର୍ମୁଙ୍କୁ ଟାର୍ଗେଟ କଲେ ତେଜସ୍ୱୀ ଯାଦବ

ଆରଜେଡି ନେତା ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଦ୍ରୌପଦୀ ମୁର୍ମୁଙ୍କୁ କଟାକ୍ଷ କରିଥିବାରୁ ତାଙ୍କୁ ଏବେ ଟ୍ରୋଲ କରୁଛନ୍ତି ୟୁଜର । ତେଜସ୍ୱୀ କହିଛନ୍ତି କି ଦେଶକୁ ଜଣେ ବିଜ୍ଞ ରାଷ୍ଟ୍ରପତିଙ୍କର ଆବଶ୍ୟକତା ରହିଛି ହେଲେ ରାଷ୍ଟ୍ରପତି ଭବନରେ ମୂର୍ତ୍ତିର ଆବଶ୍ୟକତା

କୃଷକ ପରିବାରୁ ଉପରାଷ୍ଟ୍ରପତି ଭବନ

ସାଧାରଣ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଗଦୀପ । ରାଜସ୍ଥାନର ଏକ ଛୋଟିଆ ଗାଁ ରେ ଜନ୍ମହାେଇଥିବା ଜଗଦୀପ ନିଜର ଦୃଢ଼ ଅଧ୍ୟବଶାୟ ବଳରେ ଆସି ସେ ଏତେବାଟ ରେ ପହଁଚିଛନ୍ତି । ଅଗଷ୍ଟ 6ରେ ସେ ନିଶ୍ଚିତ ରାଷ୍ଟ୍ରପତି ହେବେ । କାରଣ ସେ ଏନଡିଏର ପ୍ରାର୍ଥୀ । ରାଜନୀତିରେ ଦୀର୍ଘ ଦିନର

ଜଗଦୀପ ଧନଖଡ଼ ହେଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

ଆସନ୍ତା ୬ ଅଗଷ୍ଟରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଉପରାଷ୍ଟ୍ରପତି ପଦ ପାଇଁ ଆଶାୟୀ ଭାବରେ ଜଗଦୀପ ଧନଖଡ଼ଙ୍କ ନାମ ଘୋଷଣା କରିଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ଆଜି ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ,

ଆଦିବାସୀ ଭୋଟ ଭୟ ପାଇଁ ଦ୍ରୈାପଦୀଙ୍କୁ ସମର୍ଥନ

ଆଉ ଦିନକ ପରେ ରାଷ୍ଟ୍ରପତି ନିର୍ବାଚନ । ନିର୍ବାଚନ ଯେତିକି ପାଖେଇ ଆସୁଛି ଏନଡିଏ ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ସେତିକି ବଢ଼ି ବଢ଼ି ଯାଉଛି । ପ୍ରଥମେ ବିଜେଡି ସମର୍ଥନ ଘୋଷଣା କରିବା ପରେ ଓ୍ବାଇଏସଆର କଂଗ୍ରେସ ମଧ୍ୟ ଦ୍ରୈାପଦୀଙ୍କୁ