Trending
- ଆଜି ଠୁ ଭକ୍ତ ନିବାସରେ ଲାଗୁ ହେବ ହେବ ନୂଆ ପାର୍କିଂ ଫି
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
Browsing Category
National
ଟି-୨୦ ଅଲରାଉଣ୍ଡରରେ ନମ୍ବର ଓ୍ୱାନ୍ ହାର୍ଦ୍ଦିକ ପାଣ୍ଡ୍ୟା
ଆସିଲା ଆଇସିସିର ନୂଆ ରାଙ୍କିଙ୍ଗ୍ ତାଲିକା । ଆଉ ନୂଆ ରାଙ୍କିଙ୍ଗ୍ ତାଲିକାରେ ଭାରତୀୟ ଖେଳାଳିଙ୍କୁ ମିଳିଛି ବଡ ସଫଳତା । ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଅଲରାଉଣ୍ଡର ରାଙ୍କିଙ୍ଗର ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି | ତେବେ ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ଦକ୍ଷିଣ…
ବଙ୍ଗୋପସାଗରରେ ଆସୁଛି ବାତ୍ୟା : ଓଡିଶା ଉପରେ ପଡିବ ନାହିଁ ପ୍ରଭାବ
ବଙ୍ଗୋପସାଗରରେ ପୁଣି ବାତ୍ୟା ଆସୁଛି | କାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୨୩ ତାରିଖରେ ନେବ ଲଘୁଚାପର ରୂପ । ପରବର୍ତ୍ତୀ ୨ ଦିନ ପର୍ଯ୍ୟନ୍ତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରିବ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ନେବ ଅବପାତର ରୂପ । ପରବର୍ତ୍ତୀ…
ଇଣ୍ଡିଆ ମେଣ୍ଟ ଝାଡ଼ଖଣ୍ଡରେ ଗାଦିଚ୍ୟୁତ ହେବ !
ଝାଡ଼ଖଣ୍ଡରେ ବିଜେପି ନେତୃତ୍ୱାଧୀନ ଏନଡିଏ କ୍ଷମତାକୁ ଫେରିବ। ଅଧିକାଂଶ ଏକଜିଟ ପୋଲ ବିଜେପି ସରକାର ଗଠନ କରିବ ବୋଲି କହିଛନ୍ତି । ଇଣ୍ଡିଆ ମେଂଟ ଏଠି ଫେଲ ମାରିବ । ହେମନ୍ତଙ୍କ ସରକାର ଗାଦିଚ୍ୟୁତ ହେବ ବୋଲି ଅଧିକାଂଶ ଏକଜିଟ ପୋଲ ଦାବି କରିଛି ।
ଟାଇମ୍ସ ନାଓଁ-ଜେଭିସି ପକ୍ଷରୁ…
ମହାରାଷ୍ଟ୍ରରେ ବିଜେପି ମେଣ୍ଟ ଗଢ଼ିବ ସରକାର !
ମହାରାଷ୍ଟ୍ରରେ ବିଜେପି ମେଣ୍ଟ ଗଢ଼ିପାରେ ସରକାର । ଅଧିକାଂଶ ଏକଜିଟ ପୋଲ ବିଜେପି ମେଂଟ ସରକାର ଗଢ଼ିବ ବୋଲି କହିଛନ୍ତି । ମହାୟୁତି ପୁଣି ମହାରାଷ୍ଟ୍ରରେ ସରକାର ଗଢ଼ିବ ବୋଲି ବିଭିନ୍ନ ସଂସ୍ଥା କହିଛନ୍ତି ।
ମାଟ୍ରିଜ କରିଥିବା ଏକଜିଟ ପୋଲରେ କୁହାଯାଇଛି ଯେ ବିଜେପି ମେଣ୍ଟ ମହାରାଷ୍ଟ୍ରରେ…
ପ୍ରଧାନମନ୍ତ୍ରୀଙ୍କୁ ମିଳିବ ଗୟାନାର ସର୍ବୋଚ୍ଚ ସମ୍ମାନ
ସାରା ବିଶ୍ବରେ ବଢୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ଗୟାନା ଓ ବାର୍ବାଡୋସ ପକ୍ଷରୁ ସମ୍ମାନିତ ହେବେ ମୋଦି। ପ୍ରଧାନମନ୍ତ୍ରୀଙ୍କୁ ମିଳିବ ଗୟାନାର ସର୍ବୋଚ୍ଚ ସମ୍ମାନ। 'ଦ ଅର୍ଡର ଅଫ୍ ଏକ୍ସଲେନ୍ସ` ସମାନ୍ନରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୟାନା…
ଫୁଟବଲଷ୍ଟାର ଖେଳାଳୀ ମେସି ଆସିବେ ଭାରତ
ଭାରତୀୟ ଫୁଟବଲ ପ୍ରେମୀମାନଙ୍କ ପାଇଁ ଖୁସି ଖବର । ଭାରତ ଆସିବ ଆର୍ଜେଣ୍ଟିନା ଫୁଟବଲ ଟିମ ,ଏବଂ ଦଳର ଷ୍ଟାର ଖେଳାଳି ଲିଓନେଲ ମେସି କେରଳ ଆସିବେ । ୨୦୨୫ ରେ ଭାରତ ଆସବ ଆର୍ଜେଣ୍ଟିନା । କେରଳର କ୍ରୀଡ଼ା ମନ୍ତ୍ରୀ ଭି ଅବ୍ଦୁରାହୀମାନ ବୁଧବାର ପ୍ରକାଶ କରିଛନ୍ତି ଲିଓନେଲ ମେସିଙ୍କ ନେତୃତ୍ୱରେ…
ତିରୁପତି ମନ୍ଦିରକୁ ଅଣ ହିନ୍ଦୁ କର୍ମଚାରୀ ମନା
ତିରୁପତି ମନ୍ଦିରକୁ ଅଣ ହିନ୍ଦୁ କର୍ମଚାରୀ ମନା । ଲଡ଼ୁରେ ଚର୍ବି ବିବାଦ ପରେ ଏପରି ନିଷ୍ପତ୍ତି ନେଇଛି ପରିଚାଳନା କମିଟି । ତିରୁମାଲା ତିରୁପତି ଦେବସ୍ଥାନମର ୫୪ତମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ନିଆଯାଇଛି ଏହି ନିଷ୍ପତ୍ତି ।
ଏବେ ମନ୍ଦିରରେ କାମ କରୁଥିବା ଅଣହିନ୍ଦୁ କର୍ମଚାରୀଙ୍କୁ…
ରେହମାନଙ୍କୁ ଛାଡପତ୍ର ଦେବେ ସାଏରା
ଓସ୍କାର ବିଜେତା ତଥା ଭେଟେରାନ ସଙ୍ଗୀତକାର ଏ.ଆର୍ ରେହମାନଙ୍କର ଛାଡପତ୍ର ହେବାକୁ ଯାଉଛି। ଦୀର୍ଘ ୨୯ବର୍ଷର ଦାମ୍ପତ୍ୟ ଜୀବନ ପରେ ସ୍ତ୍ରୀ ସାଏରା ବାନୋଙ୍କ ଠାରୁ ସେ ଅଲଗା ହେବାକୁ ଯାଉଛନ୍ତି। ଏନେଇ ରେହମାନ ଓ ସାୟରାଙ୍କ ଓକିଲ ସୂଚନା ଦେଇଛନ୍ତି। ତେବେ ସାଏରାଙ୍କ ଅନୁସାରେ, ସେ ଏହି…
ଅଣନିଶ୍ବାସୀ ହେଲେଣି ଦିଲ୍ଲୀ ବାସିନ୍ଦା
ଦିଲ୍ଲୀକୁ କ୍ରମାଗତ ୩ ଦିନ ହେଲା ବିଷାକ୍ତ ଧୂମକୁହୁଡ଼ିର ଘନ ଅସ୍ତରଣ ଘୋଡ଼ାଇ ରଖିଥିବାରୁ ଜନସାଧାରଣ ଅଣନିଃଶ୍ୱାସୀ ହୋଇପଡ଼ିଲେଣି। ପ୍ରଦୂଷଣ ଅତ୍ୟନ୍ତ ସାଂଘାତିକ ହୋଇଥିବାବେଳେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୮୮ ରହିଛି। କେତେକ ସ୍ଥାନରେ ଏହା ୫୦୦ ଛୁଇଁଥିବା ଜଣାପଡ଼ିଛି।…
ଝାଡ଼ଖଣ୍ଡ , ମହାରାଷ୍ଟ୍ର ମତଦାନ ଆରମ୍ଭ: ବିଜେପି, କଂଗ୍ରେସ ଉପରେ ନଜର
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଏଥର କିଏ ମାରିବ ବାଜି? । ବିଜେପି ଅଧିକ ଆସନ ପାଇବ କି କଂଗ୍ରେସ ଅଧିକ ଆସନ ପାଇବ? କିଏ ହେବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ? ଏସବୁ ପ୍ରଶ୍ନ ଭିତରେ ଚାଲିଛି ମହାରାଷ୍ଟ୍ରରେ ମତଦାନ । ସେହିପରି ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ମଧ୍ୟରୁ ଅବଶିଷ୍ଟ…