Trending
- ଜେଡିୟୁରେ ଯୋଗ ଦେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
- ରାଜଧାନୀରୁ ନିଖୋଜ ,ମୈତ୍ରୀବିହାର ଥାନା ଅଞ୍ଚଳରୁ ଉଦ୍ଧାର
- ଯୁଦ୍ଧ ଭିତରେ ୫୨,୩୬୦ ଜଣ ଭାରତୀୟ ଘରକୁ ଫେରିଛନ୍ତି
- ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
- ଆଜି ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା କିସ୍ତି
- ଆଜି ଅନ୍ତର୍ଜାତୀୟ ମହିଳା ଦିବସ ,ଥିମ୍ ରହିଛି ‘ଗିଭ୍ ଟୁ ଗେନ୍’
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
Browsing Category
National
ଆଜି ୪୫ ବର୍ଷରେ ପଦାର୍ପଣ କଲେ ବିପାଶା ବସୁ
ବଲିଉଡର ବେଙ୍ଗଲୀ ବ୍ୟୁଟି ଭାବରେ ଫେମସ୍ ବିପାଶା ବସୁ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ନିଜର ଦମଦାର ଅଭିନୟ ଯୋଗୁଁ ସେ ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଜଣେ ସଫଳ ମଡେଲ ହେବା ପରେ ବିପାଶା ୨୦୦୧ ମସିହାରେ ଫିଲ୍ମ ‘ଅଜନବୀ’ ସହିତ ବଲିଉଡରେ…
କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମରଜେନ୍ସି’ର ଦ୍ୱିତୀୟ ଟ୍ରେଲର ରିଲିଜ୍
ବଲିଉଡ୍ କ୍ୱିନ୍ କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଏମରଜେନ୍ସି’ର ଦ୍ୱିତୀୟ ଟ୍ରେଲର ରିଲିଜ୍ ହୋଇଛି । ଏହି ଫିଲ୍ମ ୨୦୨୫ ଜାନୁୟାରୀ ୧୭ରେ ପ୍ରେକ୍ଷାଳୟକୁ ଆସିବ । ୧୯୭୫ରେ ଦେଶରେ ଲାଗିଥିବା ଏମରଜେନ୍ସିକୁ ୫୦ ବର୍ଷ ପୂରଣ ହେବା ଅବସରରେ କଙ୍ଗନାଙ୍କ ଫିଲ୍ମ ସିନେମାଘରେ ରିଲିଜ୍ ହେବ…
ଆଜି ସକାଳୁ ଦେଶର ଅନେକ ରାଜ୍ୟରେ ଭୂକମ୍ପ ଅନୁଭୂତ
ଆଜି ସକାଳୁ ଦେଶର ଅନେକ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ୟୁପି, ବିହାରରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଭୂକମ୍ପରେ ଲୋକମାନେ କମ୍ପନ ଅନୁଭବ କରିଥିଲେ। ଏହାର କେନ୍ଦ୍ର ନେପାଳ ସୀମା ନିକଟରେ ତିବ୍ଦତ ବୋଲି କୁହାଯାଉଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ମାପ କରାଯାଇଛି। ପଶ୍ଚିମବଙ୍ଗର…
ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି ଜାକ୍ ସୁଲିଭାନ୍
ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ବାଇଡେନ୍ ପ୍ରଶାସନର ସୁରକ୍ଷା ପରିଷଦ ଉପଦେଷ୍ଟା ଜାକ୍ ସୁଲିଭାନ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଏନ୍ଏସ୍ଏ ଅଜିତ ଡୋଭାଲ୍ଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏନେଇ…
ଭାରତରେ ଏଚ୍ଏମ୍ପି ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି
ଦେଶରେ ବଢ଼ିବାରେ ଲାଗିଛି ଏଚ୍ଏମ୍ପି ଆକ୍ରାନ୍ତଙ୍କ ସଂଖ୍ୟା। ନାଗପୁରରେ ଆଉ ୨ଜଣ ଏଚ୍ଏମ୍ପି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନାଗପୁରେ ଏହି ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ଦୁଇ ଶିଶୁଙ୍କ ବୟସ ୭ ଏବଂ ୧୪ ବର୍ଷ। ଉଭୟ ଜ୍ବର, କାଶରେ ପୀଡିତ ଅଛନ୍ତି । ଏହି ଦୁଇ ଜଣଙ୍କୁ ମିଶାଇ ଦେଶରେ…
ଫିଲ୍ମ ସ୍କାଇ ଫୋର୍ସର ଟ୍ରେଲର ଲଞ୍ଚ ହୋଇଛି
ଅକ୍ଷୟ କୁମାର ଏବଂ ବୀର ପାହାଡିଆଙ୍କ ଫିଲ୍ମ ସ୍କାଇ ଫୋର୍ସର ଟ୍ରେଲର ରିଲିଜ ହୋଇଯାଇଛି । ଟ୍ରେଲର ଲଞ୍ଚ ହେବାପରେ ଅଭିନେତା ନିଜର କ୍ୟାରିୟର ସମ୍ପର୍କରେ କହିଥିଲେ । ଅକ୍ଷୟ କୁମାର ଏବଂ ବୀର ପାହାଡିଆ ନିଜର ଅପ କମିଙ୍ଗ ଫିଲ୍ମର ଟ୍ରେଲର ଲଞ୍ଚରେ ଅଭିନେତା ଦୁହେଁ ବୁଲେଟରେ ଦମଦାର ଏଣ୍ଟ୍ରି…
ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ
ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ । ‘ପୁଷ୍ପା-୨’ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ । ସନ୍ଧ୍ୟା ଥିଏଟରରେ ଦଳାଚକଟା ମାମଲାରେ ଜାମିନ ମିଳିଛି । ପୂର୍ବରୁ ଅନ୍ତରୀଣ ଜାମିନରେ ମୁକୁଳିଛନ୍ତି ଅଲ୍ଲୁ ଅର୍ଜୁନ। ଅଲ୍ଲୁ ପୁଣିଥରେ ଜେଲ ଯିବେ ନାଁ ତାଙ୍କୁ ବେଲ୍…
ଘନ କୁହୁଡ଼ି ଯୋଗୁ ଦିଲ୍ଲୀ ବିମାନବନ୍ଦରରେ ୪୭୦ ବିମାନ ବିଳମ୍ବିତ
ଜାତୀୟ ରାଜଧାନୀରେ ପ୍ରବଳ ଶୀତ ଲହର ଜାରି ରହିଛି। ଏହା ସାଙ୍ଗକୁ ଘନ କୁହୁଡ଼ି ଯୋଗୁ ଦିଲ୍ଲୀ ବିମାନବନ୍ଦରରେ ୪୭୦ ବିମାନ ବିଳମ୍ବିତ ହୋଇଛି। ପ୍ରବଳ କୁହୁଡ଼ି ଯୋଗୁ ଦୂର ସ୍ଥାନ ଦୃଶ୍ୟ ହୋଇ ନ ଥିଲା। ଦିଲ୍ଲୀ ଏୟାରପୋର୍ଟରେ ସ୍ପାଇସ୍ଜେଟ, ଇଣ୍ଡିଗୋ ଏବଂ ଏୟାରଇଣ୍ଡିଆର ବିମାନଗୁଡ଼ିକ ପ୍ରଭାବିତ…
ଫିଲ୍ମ ଛାବାରେ ନଜର ଆସିବେ ରଶ୍ମିକା ମନ୍ଦାନା
ଫିଲ୍ମ ଛାବାରେ ନଜର ଆସିବେ ରଶ୍ମିକା ମନ୍ଦାନା । ଛତ୍ରପତି ଶିବାଜୀ ମହାରାଜଙ୍କ ସ୍ତ୍ରୀ ମହାରାଣୀ ୟୁସିବାଇ ଭୋସଲେଙ୍କ ଭୂମିକାରେ ଅଭିନୟ କରିବେ ରଶ୍ମିକା । ମରାଠୀ ମହାରାଣୀଙ୍କର ଅଭିନୟ କରିବା ରଶ୍ମିକା ଙ୍କ ଏକ ସ୍ବପ୍ନ ଥିଲା । ଯାହାକି ଛାବାରେ ପୂରଣ ହୋଇଛି । ଏଥିପାଇଁତାଙ୍କୁ ବହୁତ…
ନୂଆବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ ପଞ୍ଜାବୀ ସିଙ୍ଗର ଦିଲଜିତ
ବଲିଉଡ ସହ ସାରା ଦେଶରେ ତାଙ୍କ ଗୀତର ସବୁଠି ଚର୍ଚ୍ଚା। ତାଙ୍କ କନସର୍ଟ ପାଇଁ ଲୋକ ପାଗଳ। ସେ ଆଉ କେହି ନୁହଁନ୍ତି। ଆମେ କହୁଛୁ ପଞ୍ଜାବର ଫେମସ ସିଙ୍ଗର ତଥା ଅଭିନେତା ଦିଲଜିତ ଦୋସାଞ୍ଜଙ୍କ କଥ। ଦିଲଜିତଙ୍କ ଗୀତ ଫ୍ୟାନମାନଙ୍କ ହୃଦୟକୁ କିଣି ନେଉଛି। ନୂଆବର୍ଷରେ ଦିଲଜିତଙ୍କ ସ୍ବପ୍ନ ପୂରଣ…