Browsing Category

National

ଆସାମରେ ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ

ଆସାମରେ ଆଜି ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି।  ଅପରାହ୍ଣ ୪ଟା ୪୧ ମିନିଟ୍‌ରେ ଆସିଥିବା ଏହି ଭୂକମ୍ପର କେନ୍ଦ୍ର ଉଦଲଗୁରୀ ଜିଲ୍ଲାର ଖାରୁପେଟିଆ ନିକଟରେ ଥିଲା। ଏହାର ଗଭୀରତା ଭୂପୃଷ୍ଠରୁ ମାତ୍ର ୫ କିଲୋମିଟର ତଳେ ରହିଥିବା ଜାତୀୟ ଭୂ-ବିଜ୍ଞାନ ଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି।…

ମୁଁ ବିଷ ପିଇଦେବି , କାହିଁକି ଏପରି କହିଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରି କହିଛନ୍ତି ଯେ, ଜନତା ହିଁ ତାଙ୍କର ଈଶ୍ୱର ଓ “ରିମୋଟ୍ କଣ୍ଟ୍ରୋଲ”। ନିଜ ଓ ତାଙ୍କ ମାତା ହୀରାବେନ ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସେ କହିଛନ୍ତି, “ମୁଁ ଶିବଙ୍କ ଭକ୍ତ,…

ରେଳ ମାନଚିତ୍ରରେ ଯୋଡ଼ି ହେଲା ଆଇଜର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତରେ ବାହାରି ସାରିଛନ୍ତି। ସେ ବର୍ତ୍ତମାନ ମିଜୋରାମରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ରାଜ୍ୟକୁ ରେଳ ଲାଇନ୍ ଉପହାର ଦେଇଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ମିଜୋରାମର ଆଇଜଲରେ ୯ହଜାର କୋଟି ଟଙ୍କାରୁ ଅଧିକ…

୧୫ତମ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କଲେ ସିପି ରାଧାକ୍ରିଷ୍ଣନ୍

ଶୁକ୍ରବାର ରାଷ୍ଟ୍ରପତି ଭବନରେ ଏକ ସମାରୋହରେ ଭାରତର ୧୫ତମ ଉପରାଷ୍ଟ୍ରପତି ଭାବରେ ସିପି ରାଧାକ୍ରିଷ୍ଣନ୍ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସକାଳ ୧୦.୧୦ ମିନିଟରେ ତାଙ୍କୁ ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଜଣେ ସକ୍ରିୟ ସଦସ୍ୟ ଥିବା…

ନ ଜଣାଇ ରାହୁଲ ବିଦେଶ ପଳାଉଛନ୍ତି – ସିଆରପିଏଫ

ରାହୁଲ ଗାନ୍ଧୀଙ୍କ ସୁରକ୍ଷା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସିଆରପିଏଫର ଡିଜି ସୁରକ୍ଷା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖି ଏକ ଗମ୍ଭୀର ଅଭିଯୋଗ କରିଛନ୍ତି। ଏହି ଚିଠିରେ, ରାହୁଲ ଗାନ୍ଧୀଙ୍କ ଉପରେ ସୁରକ୍ଷା ପ୍ରୋଟୋକଲ ଭାଙ୍ଗିବା…

ସାରା ଦେଶରେ ଜାଲି ଭୋଟର କାର୍ଡ ଯାଞ୍ଚ ହେବ

ସାରା ଦେଶରେ ଜାଲି ଭୋଟର ଯାଞ୍ଚ ହେବ । ଆଗକୁ ସବୁ ରାଜ୍ୟରେ ଏସଆଇଆର ହେବ । ଏହା କହିଛନ୍ତି ନିର୍ବାଚନ କମିଶନ । ବିହାର ଭୋଟର ଯାଞ୍ଚ ପରେ ଏବେ ସାରା ଦେଶରେ ଏସଆଇଆର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ସମେତ ନିର୍ବାଚନ ଆୟୋଗର…

ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..

ଭାରତର ନୂଆ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ୍ ।   ସିପି ରାଧାକ୍ରିଷ୍ଣନଙ୍କର ଏକ ଦୀର୍ଘ ରାଜନୈତିକ କ୍ୟାରିଅର୍ ରହିଛି । ସେ ବିଜେପି ସହ ଜଡିତ ଏବଂ କୋଏମ୍ବାଟୁରରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ପେସାରେ ଜଣେ ବ୍ୟବସାୟୀ, ସମାଜସେବା ତାଙ୍କ ବ୍ରତ, ବ୍ୟବସାୟୀ…

ନିର୍ମିତ ରୋପୱେ ଭାଙ୍ଗି 6 ମୃତ

ଗୁଜରାଟର ପଞ୍ଚମହଲ ଜିଲ୍ଲାର ପାୱାଗଡ ପାହାଡ଼ରେ ଥିବା ମନ୍ଦିରରେ ନିର୍ମାଣ କାର୍ଯ୍ୟ ପାଇଁ ନିର୍ମିତ ରୋପୱେ ଭାଙ୍ଗିଯାଇଛି। ଏହି ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ…

ସରକାରୀ ଅଫିସରେ BSNL ନେଟ୍‌ଓ୍ବର୍କ ବାଧ୍ୟତାମୂଳକ

ରାଜ୍ୟ ସରକାର ଜାରି କରିଛନ୍ତି କଡ଼ା ନିର୍ଦ୍ଦେଶନାମା। ଏଣିକି ସମସ୍ତ ସରକାରୀ ଅଫିସରେ BSNL ନେଟ୍‌ଓ୍ବର୍କ ବାଧ୍ୟତାମୂଳକ।  ସବୁ ସରକାରୀ ପ୍ରତିଷ୍ଠାନରେ BSNL ଇଣ୍ଟରନେଟ୍‌ ବ୍ୟବହାର ହେବ। BSNL ବ୍ରଡ୍‌ବ୍ୟାଣ୍ଡ୍‌, ଲ୍ୟାଣ୍ଡଲାଇନ୍‌, ଲିଜ ଲାଇନ ସେବା ବ୍ୟବହାର ହେବ। ଏନେଇ ଇଲେକ୍ଟ୍ରୋନିକ୍ସ…

ପ୍ରଧାନମନ୍ତ୍ରୀ ଗୁରୁ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଗୁରୁ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିକ୍ଷକମାନଙ୍କର ମନର ଯତ୍ନ ପାଇଁ ସମର୍ପଣ ଏକ ଦୃଢ଼ ଏବଂ ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆ। "ଆମେ ଡକ୍ଟର ଏସ. ରାଧାକ୍ରିଷ୍ଣନଙ୍କ ଜନ୍ମବାର୍ଷିକୀରେ ତାଙ୍କ ଜୀବନ ଏବଂ ଚିନ୍ତାଧାରା…