Browsing Category

National

ବିବାହ ପରେ ତୁରନ୍ତ ସନ୍ତାନ ଜନ୍ମ କରିବାକୁ ଯୁବକମାନଙ୍କୁ ପରାମର୍ଶ ଦେଲେ – ଏମ୍ କେ ଷ୍ଟାଲିନ୍

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ବିବାହ ପରେ ତୁରନ୍ତ ସନ୍ତାନ ଜନ୍ମ କରିବାକୁ ଯୁବକମାନଙ୍କୁ ପରାମର୍ଶ ଦେବା ସହ ଅଧିକ ସଂସଦୀୟ ଆସନ ହାସଲ ପାଇଁ ଏକ ବୃହତ ଜନସଂଖ୍ୟା ଏକ ମାନଦଣ୍ଡ ବୋଲି ମନେ ହୁଏ ବୋଲି କହିଛନ୍ତି। ଏକ ବିବାହ ସମାରୋହକୁ ସମ୍ବୋଧିତ କରି ଦ୍ରାବିଡ଼…

ସୋମନାଥଙ୍କ ଦର୍ଶନ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାବା ସୋମନାଥଙ୍କୁ ଦର୍ଶନ କରିଛନ୍ତି । ମହାକୁମ୍ଭ ଶେଷ ହେବା ପରେ ମୋଦି ଦର୍ଶନ କରିବା ପାଇଁ ପୂର୍ବରୁ ମାନସିକ କରିଥିଲେ । ମୋଦି କହିଛନ୍ତି କୋଟି କୋଟି ଦେଶବାସୀଙ୍କ ପ୍ରୟାସରେ ପ୍ରୟାଗରାଜରେ ଏକତାର ମହାକୁମ୍ଭ ସମାପ୍ତ ହୋଛି। ଜଣେ ଭକ୍ତ ଭାବରେ, ମୁଁ…

ରୋହିତ ଶର୍ମାଙ୍କୁ ‘ମୋଟା’ କହି ବିବାଦରେ କଂଗ୍ରେସ ନେତ୍ରୀ ଶମା ମହମ୍ମଦ

କଂଗ୍ରେସ ନେତ୍ରୀ ଡକ୍ଟର ଶମା ମହମ୍ମଦ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଫସିଯାଇଛନ୍ତି। ରୋହିତ ଶର୍ମାଙ୍କ ଉପରେ ତାଙ୍କର ମନ୍ତବ୍ୟ ପାଇଁ କ୍ରିକେଟ ପ୍ରଶଂସକଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ସମାଲୋଚନା କରୁଛନ୍ତି। ସେ ତାଙ୍କ ପୋଷ୍ଟରେ ରୋହିତଙ୍କୁ ମୋଟା…

ବନ୍ଦ ସୁଟକେସରୁ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ

ହରିୟାଣାରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏକ ବନ୍ଦ ସୁଟକେସରୁ ସନ୍ଦେହଜନକ ଭାବରେ ଠାବ ହୋଇଛି କଂଗ୍ରେସ ନେତ୍ରୀଙ୍କ ମୃତଦେହ । ଗତକାଲି ହରିୟାଣାର ରୋହତକରେ ଏକ ସୁଟକେସ୍ ଭିତରେ ୨୨ ବର୍ଷୀୟା କଂଗ୍ରେସ କର୍ମୀଙ୍କ ମୃତଦେହ ରହିଥିବାର ଦେଖିବାକୁ ମିଳିଥିଲା । ତାଙ୍କ ପରିଚୟ ହେଉଛି ହିମାନୀ ନରୱାଲ…

ହାନିଆଙ୍କୁ ବିବାହ କରିବେ ସଲମାନ

ପାକିସ୍ତାନୀ ଅଭିନେତ୍ରୀଙ୍କୁ ବିବାହ କରିପାରନ୍ତି ସଲମାନ | କୁଇନ ଭାବରେ ପ୍ରସିଦ୍ଧ ରାଖୀ ସାୱନ୍ତ କହିଛନ୍ତି ଯେ ସେ ସଲମାନ ଖାନଙ୍କ ପାଇଁ ଜଣେ ଝିଅ ଏବଂ ନିଜ ପାଇଁ ଜଣେ ଭାବୀଙ୍କୁ ବାଛିଛନ୍ତି। ନିକଟରେ ରାଖୀ ସାୱନ୍ତ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ସଲମାନ ଏବଂ…

୧୪ ମାର୍ଚ୍ଚରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ପ୍ରତିବର୍ଷ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣ ହୁଏ। ଧାର୍ମିକ ଦୃଷ୍ଟିକୋଣରୁ, ଗ୍ରହଣକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ଏହି କାରଣରୁ ହିନ୍ଦୁ ଧର୍ମରେ ଗ୍ରହଣ ସମୟରେ ସୂତକର ନିୟମ ପାଳନ କରାଯାଏ ଏବଂ ଅନେକ ପ୍ରକାରର କାର୍ଯ୍ୟକଳାପ ନିଷେଧ କରାଯାଏ। ଚଳିତବର୍ଷ ଗୋଟିଏ ମାସରେ ସୂର୍ଯ୍ୟ…

ମାର୍ଚ୍ଚ ୩୧ରୁ ପୁରୁଣା ଗାଡ଼ିକୁ ମିଳିବନି ପେଟ୍ରୋଲ-ଡିଜେଲ୍

ବଢ଼ୁଥିବା ବାୟୁ ପ୍ରଦୂଷଣ, ବିଗୁଡ଼ୁଥିବା ପରିବେଶ ରକ୍ଷା ପାଇଁ ବଡ଼ ପଦକ୍ଷେପ । ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ଆଉ ମିଳିବନି ପେଟ୍ରୋଲ୍ ଓ ଡିଜେଲ୍ । ମାର୍ଚ୍ଚ ୩୧ରୁ ପୁରୁଣା ଗାଡ଼ିକୁ ପେଟ୍ରୋଲ-ଡିଜେଲ୍ ମିଳିବ ନାହିଁ । ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ଲାଗି ଦିଲ୍ଲୀ ସରକାର…

ଗାୟିକା ଶ୍ରେୟା ଘୋଷାଲଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍‌

ଗାୟିକା ଶ୍ରେୟା ଘୋଷାଲଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି। ଶ୍ରେୟା ଘୋଷାଲ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଶନିବାର ଶ୍ରେୟା ଘୋଷାଲ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କ ଫଲୋଅର୍ସଙ୍କୁ ସୂଚନା ଦେଇ କହିଛନ୍ତି, ତାଙ୍କ ଏକ୍ସ ଆକାଉଣ୍ଟ…

ପାର୍ବଣ ଋତୁ ଆରମ୍ଭରୁ ବଢିଲା ଗ୍ୟାସ ଦର

ହୋଲି ଏବଂ ରମଜାନ ମାସରେ କମର୍ସିଆଲ ଗ୍ୟାସ ମହଙ୍ଗା ହୋଇଯାଇଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧ ମାର୍ଚ୍ଚ, ୨୦୨୫ ଅର୍ଥାତ୍‌ ଆଜିଠାରୁ ବୃଦ୍ଧି କରାଯାଇଛି। ଇଣ୍ଡିଆନ ଅଏଲ…

SEBI ର ନୂଆ ଅଧ୍ୟକ୍ଷ ହେଲେ ତୁହିନ କାନ୍ତ ପାଣ୍ଡେ

ଅର୍ଥ ଏବଂ ରାଜସ୍ୱ ସଚିବ ତୁହିନ କାନ୍ତ ପାଣ୍ଡେଙ୍କୁ ଭାରତୀୟ ସିକ୍ୟୁରିଟି ଏବଂ ବିନିମୟ ବୋର୍ଡ (SEBI)ର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି ହୋଇଛନ୍ତି । ସେ ମାଧବୀ ପୁରୀ ବୁଚଙ୍କ ସ୍ଥାନ ନେବେ । ତାଙ୍କର କାର୍ଯ୍ୟକାଳ ଏହି ମାସରେ ଶେଷ ହେବ । ମାଧବୀ ପୁରୀ ବୁଚଙ୍କ କାର୍ଯ୍ୟକାଳ ମାର୍ଚ୍ଚ…