Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
National
ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଭାରତ ଓ ନେପାଳ ମଧ୍ୟରେ ଏମଓୟୁ ସ୍ବାକ୍ଷର
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଭାରତ ଏବଂ ନେପାଳ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏ ସଂକ୍ରାନ୍ତରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ!-->…
ରାଜ୍ୟମାନଙ୍କୁ ରିହାତି ଦରରେ ଡାଲି ଯୋଗାଇ ଦେବେ କେନ୍ଦ୍ର ସରକାର
ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ରିହାତି ଦରରେ ଚଣା (ଡାଲି) ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ମୂଲ୍ୟ ସମର୍ଥନ!-->…
ସୁପର-୪ରେ ଆଫ୍ଗାନିସ୍ତାନ
ଚଳିତ ଏସିଆ କପ୍ ଟି୨୦ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦଳ ଭାବେ ସୁପର-୪ରେ ଆଫ୍ଗାନିସ୍ତାନ ପ୍ରବେଶ କରିଛି। ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଛି ଆଫଗାନିସ୍ତାନ।
https://twitter.com/ICC/status/1564825123529674752
ମୋସାଦେକ୍ ହୋସେନ୍ଙ୍କ ବିସ୍ଫୋରକ ୪୮ ରନ୍ ବଳରେ!-->!-->!-->!-->!-->…
ଆଜି ପବିତ୍ର ଗଣେଶ ପୂଜା
ଆଜି ପବିତ୍ର ଗଣେଶ ପୂଜା । ସାରା ଭାରତରେ ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି ଗଣେଶ ପୂଜା । ଓଡ଼ିଶାରେ ମଧ୍ୟ ବିଭିନ୍ନ ପୂଜାମଣ୍ଡପରେ ଏବଂ ଶିକ୍ଷାନୁଷ୍ଠାନରେ ଜାକଜକମରେ ପୂଜା ପାଳିତ ହେଉଛି ।
https://twitter.com/ani_digital/status/1564810082927292416
ବୁଦ୍ଧିର ଦେବତା!-->!-->!-->!-->!-->…
ଅଙ୍କିତା ହତ୍ୟା ଘଟଣା ଯାଞ୍ଚ କରିବ ଏସଆଇଟି
ଝାଡଖଣ୍ଡରରେ ଶାହରୁଖ ଏକତରଫା ପ୍ରେମରେ ବିଫଳ ହୋଇ ଅଙ୍କିତାଙ୍କୁ ପୋଡି ମାରିବା ଘଟଣାରେ ଯାଞ୍ଚ କରିବାକୁ ଗଠନ ହେଲା ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିର୍ଦ୍ଦେଶ ପରେ ଘଟଣାର ଯାଞ୍ଚରେ ତନାଘନା ଆରମ୍ଭ ହୋଇଛି । ଏହି ଘଟଣାର ସବୁ ଦିଗରୁ ପୁଙ୍ଖାନୁପୁଙ୍ଖ!-->…
କେଜରିଓ୍ବାଲଙ୍କୁ ମଦ ଦୋକାନ ବନ୍ଦ କରିବା ପାଇଁ କହିଲେ ଆନ୍ନା ହଜାରେ
ଦିଲ୍ଲୀରେ ମଦ ଦୋକାନ କୁ ଅଧିକ ଅନୁମତି ଦେବାକୁ ଦେଇ ଆନ୍ନା ହଜାରେ କେଜରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି । ସ୍ବରାଜ ପୁସ୍ତକରେ ବଡ଼ ବଡ଼ କଥା ଲେଖିଥିବା ଅରବିନ୍ଦ କେଜରିଓ୍ବାଲଙ୍କ ଆଚରଣରେ ଓଲଟା ସବୁ କରୁଥିବା ସେ ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ସବୁ ଆଦର୍ଶ, ଆଚରଣ ଭୁଲି ଯାଇଥିବା!-->…
ସିଦ୍ଧୁ ମୁସେବାଲା ହତ୍ୟାକାଣ୍ଡ: ସଚିନ ବିଷ୍ଣୋଇ ଗିରଫ
ସିଦ୍ଧୁ ମୁସେବାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସଚିନ ବିଷ୍ଣୋଇ ଅଜରବେଜାନରେ ହେପାଜତକୁ ନିଆଯାଇଛି । ସଚିନ ବିଷ୍ଣୋଇ ସିଦ୍ଧୁ ମୁସେବାଲା ହତ୍ୟାକାଣ୍ଡ ଲାଗି ନିଜକୁ ଦାୟୀ ବୋଲି କହିଥିଲେ । ସଚିନ ବିଷ୍ଣୋଇଙ୍କ ଜାଲ୍ ପାସପୋର୍ଟ ଦିଳ୍ଳୀର ସଙ୍ଗମ ବିହାର ଅଞ୍ଚଳରେ ଏକ ଠିକଣାରେ ପ୍ରସ୍ତୁତ!-->…
ଅଭିଜିତ ସେନଙ୍କ ଦେହାନ୍ତ
ଅର୍ଥନୀତିଜ୍ଞ, ଯୋଜନା କମିସନ୍ର ପୂର୍ବତନ ସଦସ୍ୟ ତଥା ଦେଶର ଗ୍ରାମୀଣ ଅର୍ଥନୀତିରେ ଅତ୍ୟନ୍ତ ପ୍ରବୀଣ ଅଭିଜିତ ସେନ ସୋମବାର ରାତିରେ ୭୨ ବର୍ଷ ବୟସରେ ନୂଆଦିଲ୍ଲୀରେ ମୃତ୍ୟୁବରଣ କରିଛନ୍ତି।ତାଙ୍କ ଭାଇ ପ୍ରଣବ ସେନ କହିଛନ୍ତି, ରାତି ପ୍ରାୟ ୧୧ଟା ବେଳେ ତାଙ୍କର ହୃଦ୍ଘାତ ହେଲା। ଆମେ ତୁରନ୍ତ!-->…
ଚାଇନା ଫୋନ ଉପରୁ କଟକଣା ହଟିଲା
ଚୀନରେ ପ୍ରସ୍ତୁତ ୧୨,୦୦୦ ତଳକୁ ଫୋନ୍ କିଣିବା ଉପରେ ଭାରତ ଯେଉଁ ଯେଉଁ କଟକଣା ଲଗାଇଥିଲା ତାହାକୁ ପ୍ରତ୍ୟାହାର କରିନିଆଯାଇଛି । ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଭାରତରୁ ରପ୍ତାନି ବଢ଼ାଇବା ପାଇଁ ସରକାର ଚାଇନିଜ୍ ମୋବାଇଲ କମ୍ପାନି ଗୁଡ଼ିକୁ ନିର୍ଦ୍ଦେଶ!-->…
ବିବାଦୀୟ ଟ୍ୱିଟକୁ ନେଇ ଅଭିନେତା କେଆରକେ ଗିରଫ
ମୁମ୍ବାଇର ମଲାଦ ପୋଲିସ ବଲିଉଡ ଅଭିନେତା ତଥା ଫିଲ୍ମ କ୍ରିଟିକ୍ କମାଲ ଆର ଖାନ (କେଆରକେ)ଙ୍କୁ ଗିରଫ କରିଛି। ୨୦୨୦ ରେ କରାଯାଇଥିବା ଏକ ବିବାଦୀୟ ଟ୍ୱିଟ୍ ପାଇଁ ତାଙ୍କୁ ଗିରଫ କରାଯାଇଛି। ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ପରେ ମୁମ୍ବାଇ ପୋଲିସ ଦଳ ତାଙ୍କୁ ଗିରଫ କରିଛି। ତାଙ୍କୁ!-->…