Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
National
ଦୁଷ୍ୟନ୍ତ ଚୌଟାଲାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କହିଲା ଜେଜେପି!
ବିହାର ପରେ ଏବେ ହରିୟାଣା ବିଜେପିକୁ ଝଟ୍କା। ହରିୟାଣାରେ ମେଣ୍ଟକୁ ଜେଜେପି ବ୍ଲାକମେଲ କରିବାରେ ଲାଗିଛି । ୨୦୨୪ରେ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କଲେ ଜେଜେପିର ପ୍ରଦେଶ ଅଧ୍ୟକ୍ଷ ନିଶାନ ସିଂହ। ରାଜ୍ୟର ସବୁ ପାର୍ଟିର!-->…
ଜମ୍ମୁକାଶ୍ମୀରରେ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଉଦ୍ଧାର
ଜାମ୍ମୁ-କାଶ୍ମୀରରେ ଟାର୍ଗେଟ କିଲିଂ ପରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି । ଜାମ୍ମୁର ସିଦ୍ଧ୍ରାଠାରେ ଗୋଟିଏ ପରିବାରର ୬ଜଣଙ୍କ ଶବ ମିଳିଛି। ଏମାନଙ୍କ ମଧ୍ୟରୁ ଦୁଇ ପୁରୁଷ ଏବଂ ୪ ଜଣ ମହିଳା ରହିଛନ୍ତି।
!-->!-->!-->…
ବିପଦରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍
ବିପଦରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ପ୍ରବର୍ତ୍ତନ ନିର୍ଦେଶାଳୟ ବଲିଉଡ୍ ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାଡିଜ୍ଙ୍କୁ ବଟି ମାଗିବା ଅଭିଯୋଗରେ ଅଭିଯୁକ୍ତ କରିଛି ସପ୍ଲିମେଂଟାରି ଚାର୍ଜସିଟ ଦାଖଲ କରିଛି ।
!-->!-->!-->…
ଘାଟି ତଳକୁ ଖସିପଡିଲା ବସ ୬ ଜଣ ଯବାନଙ୍କର ମୃତ୍ୟୁ
ଜମ୍ମୁକଶ୍ମୀରରେ ଆଜି ଦୁଇଟି ବଡଧରଣର ଅଘଟଣ ଘଟିଛି । ଆତଙ୍କବାଦୀମାନେ ଜଣେ କାଶ୍ମୀର ପଣ୍ଡିତ ଷେଓ ତୋଳିବାକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରିଥିବା ବେଳେ ପହଲଗାଁରେ ବସ ଦୁର୍ଘଟଣାରେ 6 ଜଣା ସୈନିକଙ୍କର ମୃତ୍ୟୁ ଘଟିଛି । ଆଇଟିବିପି(ଇଣ୍ଡୋ ତିବତିଆନ ବର୍ଡ଼ର ପୁଲିସ) ଯବାନମାନଙ୍କୁ!-->!-->!-->…
ତେଜସ୍ବୀଙ୍କୁ ମିଳିଲାନି ଗୃହ ବିଭାଗ, ନୀତିଶ ଦେଲେ ସ୍ବାସ୍ଥ୍ୟ ବିଭାଗ
ବିହାରରେ ନୀତିଶ କୁମାର ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ କରିଛନ୍ତି । ମହାଗଠବନ୍ଧନରେ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ତେବେ ତେଜସ୍ବୀ ଯାଦବ ଚାହୁଁଥିଲେ ଗୃହ ବିଭାଗ ନେବା ପାଇଁ । କିନ୍ତୁ ନୀତିଶ ତାଙ୍କ ପାଖରେ ଗୃହ ବିଭାଗ ରଖିଛନ୍ତି । ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀଙ୍କୁ ସ୍ବାସ୍ଥ୍ୟ!-->…
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
!-->!-->!-->…
ବିରୋଧ ସତ୍ତ୍ୱେ ଶ୍ରୀଲଙ୍କାରେ ପହଞ୍ଚିଲା ଚୀନର ଗୁଇନ୍ଦା ଜାହାଜ
ଶ୍ରୀଲଙ୍କାରେ ପହଞ୍ଚିଲା ଚୀନର ସାଟେଲାଇଟ୍ ଓ ମିସାଇଲ୍ ଟ୍ରାକିଂ ଜାହାଜ। ଶ୍ରୀଲଙ୍କାର ହାମ୍ବନତୋଟା ବନ୍ଦରରେ ଏହି ଜାହାଜ ପହଞ୍ଚିଛି। ତେବେ ଚୀନର ଏହି ଜାହାଜକୁ ଶ୍ରୀଲଙ୍କା ପୂର୍ବରୁ ହିଁ ଅନୁମତି ଦେଇସାରିଛି। ଭାରତ ଏବଂ ଆମେରିକାର ଚିନ୍ତା ମଧ୍ୟରେ ଶ୍ରୀଲଙ୍କା ଚୀନର ଜାହାଜକୁ ସ୍ଥଗିତ!-->…
ଟିଆର୍ଏସ୍ ନେତାଙ୍କୁ ହତ୍ୟା
ଜାତୀୟ ପତାକା ଉତ୍ତୋଳନର କିଛି ମିନିଟ୍ ପରେ ପରେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ନେତା ତମ୍ମିନେନି କୃଷ୍ଣୈୟାଙ୍କୁ ୪ଜଣ ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ!-->…
ବୀର ସାବରକର ଓ ଟିପୁ ସୁଲତାନଙ୍କ ବ୍ୟାନରକୁ ନେଇ ବିବାଦ
କର୍ଣ୍ଣାଟକରେ ବୀର ସାବରକର ଟିପୁ ସୁଲତାନଙ୍କ ବ୍ୟାନରକୁ ନେଇ ଗଣ୍ଡଗୋଳ ହୋଇଛି। ଶିବମୋଗାରେ ସାବରକର ଏବଂ ସୁଲତାନଙ୍କ ବ୍ୟାନର ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ ପିଟା ହେବା ପରେ ସହରରେ ଧାରା ୧୪୪ ଲାଗୁ ହୋଇଛି।
!-->!-->!-->…
ଅଲ୍ ଇଣ୍ଡିଆ ଫୁଟ୍ବଲ୍ ଫେଡେରସନ୍କୁ ସସ୍ପେଣ୍ଡ କଲା ବିଶ୍ୱ ପୁଟବଲ୍ର ଶୀର୍ଷ ସଙ୍ଗଠନ
ଭାରତକୁ ବଡ ଝଟ୍କା। AIFF ତଥା ଅଲ୍ ଇଣ୍ଡିଆ ଫୁଟ୍ବଲ୍ ଫେଡେରସନ୍କୁ ସସ୍ପେଣ୍ଡ କଲା ବିଶ୍ୱ ପୁଟବଲ୍ର ଶୀର୍ଷ ସଙ୍ଗଠନ FIFA। ତୃତୀୟ ପକ୍ଷର ଅଯଥା ହସ୍ତକ୍ଷେପ ତଥା ଫୁଟବଲ ଫେଡେରେଶନରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ଫିଫା ଏହି ପଦକ୍ଷେପ ନେଇଛି। ଗଣତାନ୍ତ୍ରିକ!-->…