Browsing Category

National

ଦୁଇ ହାଇବ୍ରିଡ୍‌ ଆତଙ୍କବାଦୀ ଗିରଫ

ସ୍ବାଧୀନତା ଦିବସରେ ଜାମ୍ମୁ କାଶ୍ମୀର ସ୍ଥିତ ବୁଡଗାମ ଗ୍ରେନେଡ୍‌ ଆକ୍ରମଣ ଘଟଣାରେ ସଂପୃକ୍ତ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନର ୨ ଜଣ ହାଇବ୍ରିଡ୍‌ ଆତଙ୍କୀଙ୍କୁ ଗିରଫ କରାଯାଇଛି । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛି କାଶ୍ମୀର ଜୋନ୍‌ ପୋଲିସ ।, ‘ବଡଗାମର ଗୋପାଳପୁରାରେ ହୋଇଥିବା

୨୦୨୨ରେ ଇପିଏଫଓରେ ୧୮.୩୬ଲକ୍ଷ ମୋଟ ସଦସ୍ୟ ଯୋଡି ହୋଇଛନ୍ତି

ଇପିଏଫଓର ନିୟମିତ ଭାବେ ଦରମା ପାଉଥିବା କର୍ମଚାରୀଙ୍କ ଅଗଷ୍ଟ ୨୦, ୨୦୨୨ ଦିନ ପ୍ରକାଶିତ ତଥ୍ୟ ଅନୁସାରେ ଜୁନ, ୨୦୨୨ରେ ଇପିଏଫଓରେ ୧୮.୩୬ଲକ୍ଷ ମୋଟ ସଦସ୍ୟ ଯୋଡି ହୋଇଛନ୍ତି । ଗତବର୍ଷ ମେ ୨୦୨୨ ହିସାବକୁ ଦେଖିଲେ ଯୋଡି ହୋଇଥିବା ମୋଟ ସଦସ୍ୟଙ୍କ ସଂଖ୍ୟା ଜୁନ, ୨୦୨୨ରେ ଶତକଡା ୯.୨୧ଭାଗ

ମନୀଷ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍

ନୂଆ ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିଛି ସିବିଆଇ । ସମସ୍ତ ବ୍ୟକ୍ତି ନାଁ ଉଲ୍ଲେଖ କରି ଏଫଆଇଆର ଦାଏର କରିଛି । ଏହି ସର୍କୁଲାର ଜାରି କରିବା ପରେ ମନୀଷ ସିସୋଦିଆ ଓ ଅନ୍ୟ ବ୍ୟକ୍ତିମାନେ ଦେଶ

୧୦କୋଟି ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି

ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ “ଆଜାଦି କି ଅମୃତ ମହୋତ୍ସବ” ପାଳନ କରୁଥିବାବେଳେ ‘ଜଳ ଜୀବନ ମିଶନ’ (ଜେଜେଏମ୍‌) ୧୦କୋଟି ଗ୍ରାମୀଣ ପରିବାରକୁ ପାଇପ ଯୋଗେ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଯୋଗାଇ ଦେଇ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି । ୨୦୧୯ ଅଗଷ୍ଟ ୧୫ତାରିଖରେ

ଅବସର ନେବେ ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ

ଭାରତୀୟ ମହିଳା କ୍ରିକେଟ୍ ଟିମର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ନିଜର ଅବସର ନେଇ ଘୋଷଣା କରିଛନ୍ତି । ସେପ୍ଟେମ୍ବର ୨୪ ତାରିଖରେ ଲଡର୍ସ ଠାରେ ସେ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ଇଂଲଣ୍ଡ ସହ ଖେଳିବା ପରେ ଅବସର ନେବେ ବୋଲି କହିଛନ୍ତି । ଝୁଲଣ ଦୀର୍ଘ ୨୦ ବର୍ଷ ହେବ ଭାରତୀୟ ମହିଳା ଦଳରେ ସାମିଲ

ଟ୍ରେଣ୍ଡ ହେଉଛି ବୟକଟ୍ ଆମାଜନ

ସୋସିଆଲ ମିଡ଼ିଆ ସାଇଟ ଟ୍ବିଟରରେ #Boycott_Amazon ଟ୍ରେଣ୍ଡ ଚାଲୁଛି । ବହୁ ୟୁଜର୍ସ ଇ-କମର୍ସ ଓ୍ବେବସାଇଟରେ ରାଧା ଏବଂ କୃଷ୍ଣଙ୍କ ଏକ ପେଣ୍ଟିଂକୁ ନେଇ ଟାର୍ଗେଟ କରିଛନ୍ତି । ଲୋକମାନେ ଏହି ପେଣ୍ଟିଂକୁ ଅଶ୍ଳୀଳ କହୁଛନ୍ତି । ହିନ୍ଦୁ ଜନ ଜାଗୃତି ସମିତି ଏହି ଘଟଣାକୁ ନେଇ ଏକ ଏତଲା

ଦେଶର ଶ୍ରେଷ୍ଠ ପାଂଚ ବାହ୍ୟ ମଳମୁକ୍ତ ଗ୍ରାମ ରହିଥିବା ରାଜ୍ୟ ଭିତରେ ଓଡିଶା

ଭାରତ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ସ୍ୱଚ୍ଛ ଭାରତ ମିଶନ - ଗ୍ରାମୀଣ (ଏସ୍‌ବିଏମ୍ - ଜି) ଆଜି ଆଉ ଏକ ମାଇଲ୍‌ଖୁଂଟ ସ୍ଥାପନ କରିଛି । ୧୦୧୪୬୨ ଟି ଗ୍ରାମ ନିଜକୁ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍‌) ଗ୍ରାମ ଭାବେ ଘୋଷିତ କରିଛନ୍ତି । ଏହି ଗ୍ରାମ ଗୁଡିକ ନିଜର ଅଧିକ ବାହ୍ୟ ମଳମୁକ୍ତ

ବର୍ଷାରେ ବେହାଲ ଉତ୍ତରାଖଣ୍ଡ

 ବର୍ଷା ଏବେ ଭାରତର ଅନେକ ରାଜ୍ୟରେ ଉତ୍ପାତ କରୁଛି । ଲଗାଣ ବର୍ଷା ଓଡ଼ିଶା ସମେତ ଉତ୍ତରାଖଣ୍ଡରେ ମଧ୍ୟ ପ୍ରବଳ ବେଗରେ ବର୍ଷୁଛି । ଉତ୍ତରାଖଣ୍ଡରେ ଅନେକ ରାସ୍ତା ଧୋଇଯାଇଥିବା ବେଳେ ଭୀଷଣ ଜଳପ୍ରବାହରେ ଭାସିଯାଇଛି ପୋଲ। ବାଦଲଫଟା ବର୍ଷା ଯୋଗୁ ଡେରାଡୁନ ସ୍ଥତି ସଙ୍ଗୀନ ହୋଇଛି। ବାଦଲ ଫଟା

ସିଶୋଦିଆ କହିଲେ, ସିବିଆଇ ଗିରଫ କରିପାରେ!

ସିବିଆଇ ରେଡ୍‌ର ୧୫ ଘଣ୍ଟା ପରେ ମୁହଁ ଖୋଲିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆ । ସେ କହିଛନ୍ତି ଯେ, ସିବିଆଇ ରେଡ୍‌ରେ ସେ ଭୟଭୀତ ନୁହଁନ୍ତି । କିନ୍ତୁ ସିବିଆଇ ତାଙ୍କୁ ଗିରଫ କରିପାରେ । ଦିଲ୍ଲୀ ଅବକାରୀ ନୀତିରେ ଦୂର୍ନୀତି ହୋଇଥିବା ଅଭିଯୋଗ ପରେ ମନିଶ ସିଶୋଦିଆଙ୍କ

ମନ କି ବାତ ପାଇଁ ମତାମତ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୮,୨୦୨୨ ପୂର୍ବାହ୍ନ ୧୧ଟା ବେଳେ ପ୍ରସାରିତ ହେବାକୁ ଥିବା ମନ କି ବାତ କାର୍ଯ୍ୟକ୍ରମର ଆଗାମୀ ଅଧ୍ୟାୟ ପାଇଁ ଦେଶବାସୀଙ୍କ ଠାରୁ ବିଚାର ଓ ମତାମତ ଆହ୍ୱାନ କରିଛନ୍ତି । ମନ କି ବାତ ପାଇଁ ମତାମତ MyGov, Namo Appରେ ପଠାଇ ହେବ କିମ୍ବା