Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Browsing Category
National
ଗ୍ୟାସ ଚାମ୍ବର ପାଲଟିଛି ରାଜଧାନୀ ଦିଲ୍ଲୀ
ରାଜଧାନୀରେ ଜାରି ରହିଛି ପ୍ରଦୂଷଣର ଏମରଜେନ୍ସି। ଗ୍ୟାସ ଚାମ୍ବର ପାଲଟିଛି ରାଜଧାନୀ ଦିଲ୍ଲୀ। ବଢ଼ୁଥିବା ପ୍ରଦୂଷଣ ସ୍ତରକୁ ଦେଖି ଆସନ୍ତାକାଲିଠୁ ସମସ୍ତ ପ୍ରାଇମେରୀ ସ୍ତରର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି କେଜ୍ରିୱାଲ ପଞ୍ଜାବ!-->…
ଦେଶ ପାଇଁ ବିପଦ ଖଲିସ୍ତାନୀ
ଦେଶରେ ହିଂସା ପାଇଁ ଚାହୁଁଛି ଖଲିସ୍ତାନୀ ସମର୍ଥକ । ଏନେଇ କାନାଡ଼ାରେ ଚାଲିଛି କିଚି ସଂଗଠନର ଷଢ଼ଯନ୍ତ୍ର । ସେଠାରେ ଟଙ୍କା ଠୁଳ କରି ଭାରତରେ ହିଂସା ପାଇଁ ସେମାନେ ଯୋଜନା କରୁଛନ୍ତି । ଏପରିକି ଖଲିସ୍ତାନୀ ସମର୍ଥନରେ ଜନମତ ସଂଗ୍ରହର ଯୋଜନା କରୁଥିବା କିଛି ଶକ୍ତିଶାଳୀ ବାହିନୀ ଉପରେ!-->…
୧୪୧ଟି କୋଇଲା ଖଣିର ସର୍ବ ବୃହତ ନିଲାମର ଶୁଭାରମ୍ଭ
ନିଲାମ ସିଧାସଳଖ ଭାବେ ବାରଟି ରାଜ୍ୟକୁ ଲାଭ ଦେବ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ର୍ନିମଳା ସୀତାରମଣ କହିଛନ୍ତି ଯେ ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି କୋଇଲା ଉତ୍ପାଦନ ଏବଂ ଗ୍ୟାସିଫିକେସନ୍ ପ୍ରକଳ୍ପରେ ଅଧିକ ବିନିଯୋଗ ଆବଶ୍ୟକ କରୁଛି । ସର୍ବଭାରତୀୟ ସ୍ତରରେ!-->!-->!-->…
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଗୁଳିମାଡ଼
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଙ୍କ ରାଲିରେ ଯାଉଥିବା ବେଳେ ଇମ୍ରାନଙ୍କୁ ଗୁଳିମାଡ ହୋଇଛି । ଏହି ଆକ୍ରମଣରେ ଇମ୍ରାନ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ରାଲି ଚାଲିଥିବା ସମୟରେ ଅଚାନକ ସେଠାରେ ଫାୟାରିଙ୍ଗ ହୋଇଥିଲା ।
!-->!-->!-->…
ଦିଲ୍ଲୀର ପ୍ରଦୂଷିତ ବାୟୁକୁ ନେଇ ରାଜନୀତି
ନୂଆଦିଲ୍ଲୀ: ଆପଣ ଯଦି ଦିଲ୍ଲୀ ବୁଲିବାକୁ ପ୍ଲାନ କରିଛନ୍ତି ତେବେ ଏବେ ସେ ଚିନ୍ତା ଛାଡିଦିଅନ୍ତୁ । ଶୀତ ଦିନ ଆସିବା ପରେ ଦିଲ୍ଲୀର ବାୟୁମଣ୍ଡଳ ବିଷ ବଳୟ ସାଜିଛି । ଦୀପାବଳୀ ପରେ ଓ ଶୀତ ରୁତୁ ଆରମ୍ଭ ହେବା ପରେ ଏଠାକାର ସ୍ଥିତି ଦିନକୁ ଦିନ ଖରାପ ଅବସ୍ଥାକୁ ଆସିଯାଇଥିବାରୁ ଲୋକେ ଏଭଳି!-->…
ଗେହଲଟ ଓ ପାଇଲଟଙ୍କ ପୁଣି ବିବାଦ!
ରାଜସ୍ଥାନ: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ସଚିନ ପାଇଲଟ୍ ମଧ୍ୟରେ କ୍ଷମତା କନ୍ଦଳ ନୂଆ କଥା ନୁହେଁ । ଦୁଇ ବର୍ଷ ହେଲା ଏ ଦୁହିଁକ ମଧ୍ୟରେ ଚୈାକିକୁ ନେଇ ବିବାଦ ବଢିବାରେ ଲାଗିଛି । ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ କରାଯିବ କହି 4 ବର୍ଷ ବିତିଯାଇଥିଲେ ମଧ୍ୟ ଗେହଲୋଟ ଗାଦି!-->…
ଗୁଜରାଟ ନିର୍ବାଚନ ନେଇ ତାରିଖ ଘୋଷଣା
ଡିସେମ୍ବର ୧ ଓ ୫ରେ ଗୁଜରାଟରେ ହେବ ବିଧାନସଭା ନିର୍ବାଚନ । ଗୁଜରାଟ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ମୁଖ୍ୟନିର୍ବାଚନ ଆୟୋଗ ରାଜୀବ କୁମାର ପ୍ରେସମିଟରେ ଏନେଇ ତାରିଖ ଘୋଷଣା କରିଛନ୍ତି । ୩୩ ଜିଲ୍ଲାରେ ଚଳିତ ନିର୍ବାଚନରେ ୪ କୋଟି ୯୦ ଲକ୍ଷ ଭୋଟର ରହିଛନ୍ତି । ମତଦାନକୁ ଆଖିରେ ରଖି ୫୧!-->…
ଦିଲ୍ଲୀର ବସ୍ତିବାସିନ୍ଦାଙ୍କୁ ୩୦୨୪ ବାସଗୃହ ମିଳିଲା
ଭୂମିହୀନ କ୍ୟାମ୍ପରେ ଯୋଗ୍ୟ ବସ୍ତି ବାସିନ୍ଦାଙ୍କୁ ଘରର ଚାବି ହସ୍ତାନ୍ତର କରାଯାଇଛି
ନୂଆଦିଲ୍ଲୀ: ଦିଲ୍ଲୀରେ ବସବାସ କରୁଥିବା ବସ୍ତିର ଲୋକମାନଙ୍କୁ ପକ୍କା ଘର ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ଏକ କ୍ୟାମ୍ପ କରି ଏହି ଲୋକମାନଙ୍କୁ ଚାବି ଦିଆଯାଇଛି ।!-->!-->!-->…
ବଲିଉଡ଼ ଅଭିନେତ୍ରୀ ରମ୍ଭାଙ୍କ କାର୍ ଦୁର୍ଘଟଣା, ଝିଅ ସାମାନ୍ୟ ଆହତ
ଲୋକପ୍ରିୟ ଅଭିନେତ୍ରୀ ରମ୍ଭା ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହି ସଡ଼କ ଦୁର୍ଘଟଣାରେ ତାଙ୍କ ଝିଅ ସାମାନ୍ୟ ଆହତ ହୋଇ ଥିବା ବେଳେ ତାଙ୍କ ଗାଡ଼ି ଭାଙ୍ଗି ରୁଜି ଚୁର୍ମାର ହୋଇଛି। ସେ ଏବେ ତାଙ୍କ ଝିଅକୁ ହସ୍ପିଟାଲ୍ ନେଇ ଭର୍ତ୍ତି କରାଇ ପ୍ରଶଂସକଙ୍କୁ ନିଜ ଝିଅର!-->!-->!-->…
୧୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୦ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ଆସି ପହଂଚିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ ହେବ । ଓଡିଶା ଗସ୍ତ ବେଳେ ସେ ରାଜଭବନରେ ଅବସ୍ଥାନ କରିବେ । ପରେ!-->…