Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
National
ମମତା ବାନାର୍ଜୀଙ୍କୁ ଦିଲୀପଙ୍କ ତୀବ୍ର ବିରୋଧ
ଗୋରୁ ଚୋରାଚାଲାଣ ମାମଲାରେ ଅନୁବ୍ରତ ମଣ୍ଡଳ ଗିରଫ ହେବା ପରେ ଏବେ ବିଜେପି ଏବଂ ଟିଏମସି ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି । ବିଜେପି ପକ୍ଷରୁ ଏହି ଘଟଣାକୁ ନେଇ ଜୋରଦାର ପ୍ରଦର୍ଶନ କରାଯାଉଛି । ତେବେ ଟିଏମସି ଏହାକୁ ନେଇ ବିଜେପିକୁ କଟାକ୍ଷ କରିବାରେ ଲାଗିଛି । ବିଜେପି ନେତା!-->…
ଆର୍ଜେଡି ନେତାଙ୍କ ଘରେ ସିବିଆଇ ଚଢ଼ାଉ
‘ଜମି ବଦଳରେ ରେଳବାଇରେ ଚାକିରି’ ଦୁର୍ନୀତି ଘଟଣାରେ ‘ସିବିଆଇ’ ‘ଆର୍ଜେଡି’ ନେତା ଅଶ୍ଫକ୍ କରିମ୍ ଏବଂ ସୁନୀଲ ସିଂହଙ୍କ ଘରେ ଚଢ଼ାଉ କରିଛି। ଏହାକୁ ନେଇ ବିହାରରେ ରାଜନୀତି ସରଗରମ ହୋଇଛି । ‘ଆର୍ଜେଡି’ ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଶାସନ ଅମଳରେ ଉପରୋକ୍ତ ଦୁର୍ନୀତି ହୋଇଥିବା!-->…
ଇଂରାଜୀ ଭାଷା ପାଇଁ ଜନତାଙ୍କ ଦକ୍ଷତା ଉପଯୋଗ ହୋଇପାରୁନାହିଁ ।
ଇଂରାଜୀ ମୋହ ଯୋଗୁଁ ଭାରତରେ ଲୋକଙ୍କ ଦକ୍ଷତା ଉପଯୋଗ ହୋଇପାରୁନାହିଁ । ଲୋକଙ୍କର ଦକ୍ଷତା ଥିଲେ ମଧ୍ୟ ମାତ୍ର ୫% ଉପଯୋଗ କରୁଛି ଭାରତ। ଭାଷା ନିର୍ବିଶେଷରେ ସମଗ୍ର ଦକ୍ଷତାକୁ ଉପଯୋଗ କରାଗଲେ ଆନ୍ତର୍ଜାତିକସ୍ତରରେ ଦେଶ ଆହୁରି ପରିଚୟ ସୃଷ୍ଟି କରିପାରିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ!-->…
ରାହୁଲ ଦ୍ରାବିଡ କରୋନା ଆକ୍ରାନ୍ତ
ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ କରୋନା ଆକ୍ରାନ୍ତ ହୋଇଛନ୍ତି । ଏ ସଂପର୍କରେ ବିସିସିଆଇ ସଚିବ ଜୟ ଶାହା ଟୁଇଟ୍ କରି ସୂଚନା ଦେଇଛନ୍ତି । ଏହା ଫଳରେ ଏସିଆ କପ ପାଇଁ ଭାରତୀୟ ଦଳ ସହିତ ତାଙ୍କର ୟୁଏଇ ଗସ୍ତ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି ।ଏସିଆ କପ ପାଇଁ ଭାରତୀୟ ଦଳ!-->…
ସିଡନୀ ଠାରେ ଉଚ୍ଚ ଶିକ୍ଷା ସଂସ୍ଥାନ ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଡନୀ ଠାରେ ବିଭିନ୍ନ ସ୍କୁଲ୍, ଉଚ୍ଚ ଶିକ୍ଷା ସଂସ୍ଥାନ ଏବଂ କୌଶଳ ପ୍ରଶିକ୍ଷଣ ସଂସ୍ଥା ଗୁଡିକର ପରିଦର୍ଶନ କରିଛନ୍ତି । ଶ୍ରୀ ପ୍ରଧାନ ଶିକ୍ଷା, ଗବେଷଣା, ଏବଂ କୌଶଳ ପ୍ରଶିକ୍ଷଣ କ୍ଷେତ୍ରରେ ଦ୍ୱିପାକ୍ଷିକ!-->…
ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ସଫଳ ରୂପାୟନ ପାଇଁ ହାର୍ଡୱେର ନିର୍ଦ୍ଦେଶାବଳୀ ଜାରି
ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଡାକ୍ତରଖାନା, କ୍ଲିନିକ ଓ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରରେ ଭଳି ସ୍ୱାସ୍ଥ୍ୟ ସେବା ସଂସ୍ଥାନଗୁଡିକରେ ଡିଜିଟାଇଜେସନ ପ୍ରୋତ୍ସାହିତ କରିବା ପାଇଁ ହାର୍ଡୱେର ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏହି!-->…
ହୃଦଘାତରେ ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ
ଟିକଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ହୃଦଘାତରେ ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ତାଙ୍କ ଅଫିସ ସହଯୋଗୀଙ୍କ ସହ ସେ ମୃତ୍ୟୁ ବେଳକୁ ଗୋଆରେ ଥିଲେ । ଟିକଟକ କରି ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ସେନାଲି ୨୦୧୯ରେ ବିଜେପି!-->…
୧୬ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କେନ୍ଦୁଝର, ମୟୂରଭଂଜ, ଢ଼େଙ୍କାନାଳ, କନ୍ଧମାଳ, କଳାହାଣ୍ଡି ପ୍ରଭୃତି ୧୬ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ହେବାର!-->…
ନୀତୀଶ କୁମାରଙ୍କ କାରକେଡ ଉପରକୁ ପଥର ମାଡ଼
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାରକେଡ ଉପରକୁ ପଥର ମାଡ଼ ଘଟଣାରେ ପୁଲିସ୍ ୧୩ ଜଣଙ୍କୁ ଗିରଫ କରିଛି। ଏମାନେ ସିଧାସଳଖ ପଥର ମାଡ଼ ଘଟଣାରେ ସାମିଲ ଥିଲେ ବୋଲି ପୁଲିସ୍ ସୂଚନା ଦେଇଛି। ରବିବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ପାଟନା-ଗୟା ରାସ୍ତାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ!-->…
ଭାରତ-ଜିମ୍ବାୱେ ଶେଷ ଦିନିକିଆ
ଆଜି ଭାରତ-ଜିମ୍ବାୱେ ଶେଷ ଦିନିକିଆ । ୨-୦ରେ ଆଗୁଆ ଥିବାରୁ ସିରିଜ୍ କ୍ଲନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ରହିଛି । ସେପଟେ ସମ୍ମାନ ରକ୍ଷା ପାଇଁ ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବ ଘରୋଇ ଦଳ । ହରାରେ ସ୍ପୋର୍ଟସ କ୍ଲବ୍ ପଡ଼ିଆରେ ମଧ୍ୟ ଭାରତର ଅପରାଜେୟ ଧାରା ଜାରି ରହିବ ।ପ୍ରଥମ ଦୁଇ!-->…