Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
National
ପୁଣି ଗିରଫ ହେଲେ କେଆର୍କେ
ଫିଟ୍ନେସ୍ ଟ୍ରେନରଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୁଲିସ କେଆର୍କେଙ୍କୁ ଗିରଫ କରିଛି। ବିବାଦୀୟ ଟ୍ୱିଟ୍ ମାମଲାକୁ ନେଇ ଗତ ସପ୍ତାହରେ ସେ ଆଇନ ଜାଲରେ ଫସିଥିଲେ। ଏବେ ପୁଣି ଥରେ ସେ ଆଉ ଏକ ନୂଆ ଅଡୁଆରେ ଫସିଛନ୍ତି। ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ହୋଇଛି।
ବିବାଦୀୟ!-->!-->!-->!-->!-->…
ସୋରେନ୍ ସରକାର ଆସ୍ଥା ଭୋଟରେ ବିଜୟୀ
ଆଜି ସୋରେନ୍ ସରକାରର ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ସୋରେନଙ୍କ ମେଣ୍ଟ ସରକାର । ୮୧ ବିଧାୟକ ମଧ୍ୟରୁ ସୋରେନଙ୍କ ସପକ୍ଷରେ ୪୮ ଭୋଟ୍ ପଡ଼ିଛି । ଭୋଟିଂ ବେଳେ ବିଧାନସଭାରୁ ଓ୍ବାକଆଉଟ୍ କରିଥିଲା ବିଜେପି । ସେପଟେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ!-->…
ସାଇରସ୍ ମିସ୍ତ୍ରୀ ସିଟ୍ ବେଲ୍ଟ ବାନ୍ଧି ନଥିଲେ
ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ରବିବାର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ପୋଲିସ ପ୍ରାଥମିକ ତଦନ୍ତରେ କହିଛି ଯେ, ଡିଭାଇଡରରେ ମାଡ ହେବା ପୂର୍ବରୁ ତାଙ୍କର ଲଗଜରୀ କାର ଖୁବ୍ ଦୃତ ଗତିରେ ଚାଲୁଥିଲା। କେବଳ ସେତିକି ନୁହେଁ ସିଟ୍ରେ ବସିଥିବା ଦୁଇଜଣ ବ୍ୟକ୍ତି!-->…
ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଲେ ୪୬ ଶିକ୍ଷକ
ଆଜି ପବିତ୍ର ଗୁରୁ ଦିବସ । ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିବସ । ଗୁରୁଙ୍କୁ ସମ୍ମାନ ଦେବା ପାଇଁ ଏହି ଉତ୍ସବ ଆୟୋଜନ ହେଉଛି ସାରା ଭାରତରେ । ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂବ୍ରହ୍ମ.. ତସ୍ମୈ ଶ୍ରୀଗୁରବେ ନମଃ । ଅଜ୍ଞାନ ରୂପକ!-->…
ଫାଇନାଲ୍ରେ ତେଲୁଗୁ ଯୋଦ୍ଧାସ୍କୁ ହରାଇ ଜଗରନଟ୍ସ ଚାମ୍ପିଅନ
ତେଲୁଗୁ ଯୋଦ୍ଧାସ୍କୁ ମାତ୍ର ୧ ପଏଣ୍ଟ୍ରେ ପରାସ୍ତ କରି ଓଡ଼ିଶା ଜଗରନଟ୍ସ ଖୋ ଖୋ ଲିଗ୍ ‘ଅଲ୍ଟିମେଟ୍ ଖୋ ଖୋ’ ଚାମ୍ପିଅନ ହୋଇଛି । ‘ଅଲ୍ଟିମେଟ୍ ଖୋ ଖୋ’ର ଆକର୍ଷଣୀୟ ଟ୍ରଫି ସହ ଓଡ଼ିଶା ଜଗରନଟ୍ସ ମଧ୍ୟ ୧ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଲାଭ କରିଛି।
!-->!-->!-->…
ଟ୍ୱିଟ ରେସରେ ରାହୁଲଙ୍କୁ ପଛରେ ପକାଇଲେ ଯୋଗୀ
ସୋସିଆଲ ମିଡିଆରେ ଏବେ ଯୋଗୀ ରାଜ ଚାଲିଛି । ଟୁଇଟରରେ ଏବେ ଯୋଗୀଙ୍କ ଫଲୋଅର୍ସଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏପରିକି ସେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।
ଦେଶରେ ରାହୁଲଙ୍କ ଭାବମୂର୍ତ୍ତି ଦିନକୁ ଦିନ କମୁଥିବା ବେଳେ ସୋସିଆଲ ମିଡିଆରେ ତାଙ୍କର!-->!-->!-->!-->!-->…
ପଶ୍ଚିମବଙ୍ଗ ସରକାରଙ୍କ ଉପରେ ୩୫୦୦ କୋଟି ଟଙ୍କା ଜୋରିମାନା
କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନାରେ ଅବହେଳା କରୁଛନ୍ତି ପଶ୍ଚିମବଂଗ ସରକାର । ଏଥିପାଇଁ କ୍ଷତିପୂରଣ ଲଗାଇଛି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି) । ପଶ୍ଚିମବଙ୍ଗ ସରକାରଙ୍କ ଉପରେ ୩୫୦୦ କୋଟି ଟଙ୍କା ଜୋରିମାନା ଲଗାଇଛି । ପରିବେଶକୁ କ୍ଷତି ପହଞ୍ଚାଇବା ପାଇଁ ଏନଜିଟି ପଶ୍ଚିମବଙ୍ଗ!-->…
ଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର କ୍ଷମତା ବଢ଼ିଛି: ରାଷ୍ଟ୍ରପତି
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ହେଉଛି ଆମ ଦେଶର ଗୌରବ । ଆଇଆଇଟି ଦିଲ୍ଲୀର ହୀରକ ଜୟନ୍ତୀର ଉଦଯାପନ ସମାରୋହରେ ଯୋଗଦେଇ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହା ଉଦବୋଧନ ଦେଇଛନ୍ତି ।
ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ!-->!-->!-->!-->!-->…
ଇଣ୍ଡିଆ ଗେଟ୍ରେ ସ୍ଥାପିତ ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି
ଚଳିତ ମାସ ୮ ତାରିଖରେ ଇଣ୍ଡିଆ ଗେଟ୍ରେ ସ୍ଥାପିତ ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି। କଳା ମୁଗୁନି ପଥରର ୩୦ ଫୁଟ ଉଚ୍ଚତା ଓ ୬ ଫୁଟ ଓସାର ବିଶିଷ୍ଟ ନେତାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ନିୟୋଜିତ ଶିଳ୍ପୀମାନଙ୍କୁ ତିନି ମାସ ସମୟ ଲାଗିଛି।!-->…
ନୀତିଶଙ୍କ ସ୍ବପ୍ନ ବାସ୍ବବ ପୂର୍ବରୁ ଝଟ୍କା
ନୀତିଶ କୁମାରଙ୍କ ବହୁଦିନର ସ୍ବପ୍ନ ରହିଛି ସେ କିପରି ଦେଶର ପ୍ରଧାନମନ୍ତ୍ରୀ ହେବେ । ତେବେ ଏହି ସ୍ବପ୍ନ ବର୍ଷ ବର୍ଷ ଧରି ପୂରଣ ହେବାର ନା ଧରୁନି । ନିଜକୁ ଜାତୀୟସ୍ତରର ନେତା ଭାବେ ଲୋକଙ୍କୁ ପରିଚିତ କରିବା ପାଇଁ ଅନେକ ଦିନରୁ ନୀତିଶ ଯେଉଁ ରଣନୀତି କରୁଛନ୍ତି ସବୁ ଫସର ଫାଟିଯାଉଛି ।!-->…