Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
National
ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ତାରିକ ରହମାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବ ଓମ୍ ବିର୍ଲା
ମଙ୍ଗଳବାର ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ତାରିକ ରହମାନଙ୍କ ଶପଥ ଗ୍ରହଣ ଉତ୍ସବରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପ୍ରଚାରରେ, ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ…
ଆଜି ସେହି କାଶ୍ମୀରର ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ୭ ବର୍ଷ ପୂରିଛି,
୧୪ ଫେବ୍ରୁଆରି, ୨୦୧୯ - ଏହି ତାରିଖଟି ଭାରତୀୟ ଇତିହାସର ପୃଷ୍ଠାରେ ଏକ 'କଳାଦିନ' ଭାବେ ଲିପିବଦ୍ଧ ହୋଇ ରହିଛି । ସାରା ବିଶ୍ୱ ଯେତେବେଳେ ଭାଲେନଟାଇନ୍ ଡେ’ ପାଳନ କରୁଥିଲା, ସେତେବେଳେ କାଶ୍ମୀରର ପୁଲୱାମା ମାଟି ଆମ ବୀର ଯବାନଙ୍କ ରକ୍ତରେ ଭିଜି ଯାଇଥିଲା । ଆଜି ସେହି ଭୟଙ୍କର ଆତଙ୍କବାଦୀ…
ରାଜପଥରେ ଶକ୍ତି ପ୍ରଦର୍ଶନ କଲେ ରାଫେଲ ଏବଂ ସୁଖୋଇ ସମେତ ୧୬ ଟି ଲଢ଼ୁଆ ବିମାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ଦିବ୍ରୁଗଡ଼ ନିକଟସ୍ଥ ମୋରାନ ବାଇପାସରେ ଇଏଲଏଫରେ ଅବତରଣ କରିଛି । ବାୟୁସେନାର ମିଲିଟାରୀ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ନ୍ୟାସନାଲ ହାଇୱେରେ ଅବତରଣ କରିଛି । ଏହି ବିମାନଘାଟି ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଚୀନ ସୀମାରୁ ପ୍ରାୟ ୩୦୦…
ବାଂଲାଦେଶରେ BNP ର ବଡ଼ ବିଜୟ!,ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବାଂଲାଦେଶରେ BNP ର ବଡ଼ ବିଜୟ! । ୨୦୦ରୁ ଅଧିକ ଆସନରେ ଆଗୁଆ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି । ଶେଖ୍ ହସିନାଙ୍କ ବିଦାୟ ପରେ ବଦଳିଲା ବାଂଲାଦେଶ । ବିପୁଳ ବିଜୟ ସହ ଇତିହାସ ରଚିଲେ ତାରିକ୍ ରହମାନ । ବାଂଲାଦେଶର ୧୩ତମ ସଂସଦୀୟ ନିର୍ବାଚନରେ ତାରିକ୍ ରହମାନ ବାଂଲାଦେଶ ନ୍ୟାସନାଲିଷ୍ଟ…
ସରିଛି ଭୋଟ୍ ଚାଲିଛି ଗଣତି, ଚୂଡାନ୍ତ ଫଳାଫଳ ଆସିନି , କିନ୍ତୁ ବାଂଲାଦେଶରେ ବିଏନପି ସରକାର ଗଠନ ଏକ ପ୍ରକାର ସ୍ପଷ୍ଟ…
ସରିଛି ଭୋଟ୍ । ଚାଲିଛି ଗଣତି । ଚୂଡାନ୍ତ ଫଳାଫଳ ଆସିନି । କିନ୍ତୁ ବାଂଲାଦେଶରେ ବିଏନପି ସରକାର ଗଠନ ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଛି । ଦଳ ଏବେସୁଦ୍ଧା ୨୦୦ରୁ ଅଧିକ ଆସନରେ ବିଜୟୀ ହୋଇଛି । ଅନ୍ୟ ଦିଗରେ ଜମାତ-ଏ-ଇସଲାମି ୬୮ ସିଟ୍ ହାତେଇବାରେ ସକ୍ଷମ ହୋଇଛି । ବିଏନପି ନେତା ତାରିକ…
ସେବା ତୀର୍ଥର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ସେବା ତୀର୍ଥର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିଠାରୁ ପ୍ରଧାନମନ୍ତ୍ରୀ ମୋଦି ନୂତନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, "ସେବା ତୀର୍ଥ"କୁ ସ୍ଥାନାନ୍ତରିତ ହେବେ। ଏହିପରି ଦେଶର ଶକ୍ତି କେନ୍ଦ୍ର ରୂପାନ୍ତରିତ ହେବ। ପ୍ରାୟ ୧:୩୦ ସମୟରେ ପ୍ରଧାନମନ୍ତ୍ରୀ ମୋଦି "ସେବା ତୀର୍ଥ"…
ଭାରତୀୟ ବାୟୁସେନା ପାଇଁ ୧୧୪ଟି ଭାରତରେ ନିର୍ମିତ ରାଫାଲ ଲଢ଼ୁଆ ବିମାନକୁ ମିଳିଲା ମଞ୍ଜୁରୀ
ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇବାକୁ ଯାଉଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ରାଫାଲ ଲଢ଼ୁଆ ବିମାନ ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ମେଗା ଡିଲ ସମ୍ପର୍କରେ ଏକ ଭଲ ଖବର ଆସିଛି। ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା…
ଦୂରଦର୍ଶନର ନ୍ୟୁଜ୍ ଉପସ୍ଥାପିକା ସରଳା ମାହେଶ୍ଵରୀଙ୍କର ଦେହାନ୍ତ
ଦୂରଦର୍ଶନର ନ୍ୟୁଜ୍ ଉପସ୍ଥାପିକା ସରଳା ମାହେଶ୍ଵରୀଙ୍କର ଦେହାନ୍ତ ଘଟିଛି। ସେ ତାଙ୍କର ଶାନ୍ତ ସ୍ଵର ଏବଂ ସ୍ଵଭାବ ଏବଂ ଶୁଦ୍ଧ ହିନ୍ଦୀ ଉଚ୍ଚାରଣ ଲାଗି ବେଶ୍ ଜଣାଶୁଣା। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସରଳା ଦୂରଦର୍ଶନର ଏକ ପପୁଲାର୍ ଚେହେରା ଥିଲେ। ସେ ୧୯୮୦ ଏବଂ ୧୯୯୦ ଦଶକରେ ଏକ…
ସରକାରୀ କାର୍ଯ୍ୟକ୍ରମ, ସରକାରୀ ସ୍କୁଲ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଆନୁଷ୍ଠାନିକ ସମାବେଶରେ ବାଜିବ “ବନ୍ଦେ ମାତରମ୍”
କେନ୍ଦ୍ର ସରକାର ଜାତୀୟ ଗୀତ “ବନ୍ଦେ ମାତରମ୍” ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, “ବନ୍ଦେ ମାତରମ୍” ଏବେ ସରକାରୀ କାର୍ଯ୍ୟକ୍ରମ, ସରକାରୀ ସ୍କୁଲ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଆନୁଷ୍ଠାନିକ ସମାବେଶରେ ବାଜିବ। ଏହି ସମୟ ମଧ୍ୟରେ…
ଖୁବଶୀଘ୍ର ମଣିପୁରର ପରିସ୍ଥିତି ଥଣ୍ଡା ପଡିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଲୋସି ଦିଖୋ
ମଣିପୁରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ଲୋସି ଦିଖୋ । ଖୁବଶୀଘ୍ର ପରିସ୍ଥିତି ଥଣ୍ଡା ପଡିବ ବୋଲି ସେ କହିଛନ୍ତି । ସେ କହିଛନ୍ତି, ସରକାର, ସୁରକ୍ଷା ବାହିନୀ ଏବଂ ନାଗରିକ ସମାଜ ସମସ୍ତେ ଏକ ନିରପେକ୍ଷ ସମାଧାନ ଆଣିବା ପାଇଁ କାମ…