Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
National
ଇସ୍ରୋର ବାହୁବଳୀ ମିଶନ ସଫଳ
ଇସ୍ରୋର ବାହୁବଳୀ ମିଶନ ସଫଳ । ମଧ୍ୟରାତ୍ରିରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ମହାକାଶକୁ ଗଲା ଏଲଭିଏମ୩-ଏମ୨ । ଯେଉଁଥିରେ ଥିଲା ୩୬ଟି ବ୍ରଡବ୍ର୍ୟାଣ୍ଡ ଯୋଗଯୋଗ ଉପଗ୍ରହ । ଏହାର ଓଜନ ସବୁଠାରୁ ଅଧିକ ଥିବାରୁ ଏହାକୁ ମିଶନ ବାହୁବଳି କୁହାଯାଏ । ଏହି!-->…
ଦୀପ ଉତ୍ସବ ପାଇଁ ସଜେଇ ହେଉଛି ଅଯୋଧ୍ୟା
ଦୀପ ଉତ୍ସବ ପାଇଁ ସଜେଇ ହେଉଛି ଅଯୋଧ୍ୟା । ଚଳିତ ବର୍ଷ ୧୭ଲକ୍ଷ ଦୀପ ଜଳାଇବାକୁ ପ୍ରସ୍ତୁତି ଚାଲିଛି । ଏବେଠୁ ଆଲୋକ ମାଳାରେ ଝଲସୁଛି ଅଯୋଧ୍ୟ ସହର । ଅଯୋଧ୍ୟର ରାମ କି ପେଡିରେ ଏଥିପାଇଁ ଜୋରଦାର ପ୍ରସ୍ତୁତି ହେଉଛି । ରବିବାର ସନ୍ଧ୍ୟାରେ ଦୀପ ଆଲୁଅରେ ଆଲୋକିତ ହେବ ୪୦ଟି ଘାଟ ।!-->…
ବାବା କେଦାରନାଥଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ
ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ଗସ୍ତରେ ଯାଇ ବାବା କେଦାରନାଥଙ୍କୁ ଦର୍ଶନ କରିଛନ୍ତି । ଏହା ସହ ସେଠାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଚ୍ଚ ପାହାଡରେ ଶ୍ରଦ୍ଧାଳୁଙ୍କ ସହଜ ଯିବା ଆସିବା ପାଇଁ!-->…
କଂଗ୍ରେସ ନେତା ଶିିବରାଜ ପାଟିଲଙ୍କ ବିବାଦୀୟ ବୟାନ
ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ସିଂ ପାଟିଲଙ୍କ ଏକ ବୟାନକୁ ନେଇ ବଡ଼ ଧରଣର ବିବାଦ ଦେଖାଦେଇଛି । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଜିହାଦ ସହ ଭଗବାନ କୃଷ୍ଣ ଓ ଭଗବଦ ଗୀତାକୁ ଯୋଡ଼ି ବିବାଦୀୟ ବୟାନ ଦେଇଛନ୍ତି । ନିଜ ମନ୍ତବ୍ୟରେ ପାଟିଲ!-->…
ଭାରତୀୟ ନାଗରିକ ତୁରନ୍ତ ୟୁକ୍ରେନ୍ ଛାଡନ୍ତୁ
ଭାରତୀୟ ନାଗରିକ ତୁରନ୍ତ ୟୁକ୍ରେନ୍ ଛାଡନ୍ତୁ । ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଛି ଏଭଳି ଆଡଭାଇଜରୀ। ୟୁକ୍ରେନରେ ପୁଣିଥରେ ଯୁଦ୍ଧସ୍ଥିତି ଗମ୍ଭୀର ହେଉଥିବାରୁ ନାଗରିକଙ୍କୁ ଅତିଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦେଇଛି ଭାରତ। ବର୍ତ୍ତମାନ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କୁ!-->…
ସର୍ବଭାରତୀୟ ବେସାମରିକ କ୍ୟାରମ ପ୍ରତିଯୋଗିତା
ତ୍ରିପୁରାର ଅଗରତାଲାରେ ଆସନ୍ତା ମାସ ୧୬ ତାରିଖରୁ ସର୍ବଭାରତୀୟ ବେସାମରିକ କ୍ୟାରମ ପ୍ରତିଯୋଗିତା ଆୟୋଜିତ ହେବ । ଏଥିପାଇଁ ଓଡ଼ିଶା ଦଳ ଚୟନ ପ୍ରକ୍ରିୟା ଆସନ୍ତା ୨୨ ତାରିଖରେ ଓଡ଼ିଶା ରାଜ୍ୟ ସଚିବାଳୟ ସେବା ସଂଘ-୨, ୟୁନିଟ୍-୫ରେ ଆୟୋଜିତ ହେବ । ଚୟନ ପ୍ରକ୍ରିୟାରେ କେବଳ ନିୟମିତ ସରକାରୀ!-->…
୪ ପିଏଫ୍ଆଇ କର୍ମଚାରୀଙ୍କୁ ଗିରଫ କରିଛି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ
ଆକ୍ସନ ମୁଡ୍ରେ ଏଟିଏସ୍। ମୁମ୍ବାଇର ପନଭେଲରୁ ୪ ପିଏଫ୍ଆଇ କର୍ମଚାରୀଙ୍କୁ ଗିରଫ କରିଛି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ। ଯେଉଁ ୪ ଜଣ ଗିରଫ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ପିଏଫ୍ଆଇ ଷ୍ଟେଟ୍ ଏକ୍ସପେନ୍ସନ୍ କମିଟି ସଦସ୍ୟ, ଜଣେ ପିଏଫ୍ଆଇ ସେକ୍ରେଟାରୀ ଓ ଆଉ ଦୁଇ ଜଣ ପିଏଫ୍ଆଇର ସଦସ୍ୟ!-->…
ଯୁବପିଢ଼ିଙ୍କୁ ମେଗା ଉପହାର ଦେବେ ମୋଦି
ଖୁସି ଖବର ଦେବେ ମୋଦି। ଏହି ଦୀପାବଳିରେ ଯୁବପିଢ଼ିଙ୍କୁ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବ୍ୟାପି ୭୫,୦୦୦ ନିଯୁକ୍ତି ଆଶାୟୀଙ୍କୁ ଚାକିରି ଦେବେ ମୋଦି ସରକାର। ଶନିବାର ଏ ସମ୍ପର୍କରେ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କ ସହ ଆଲୋଚନା କରିବାର!-->…
ଥରୁରଙ୍କୁ ୬୮୨୫ ଭୋଟ୍ରେ ହରାଇ ଖଡ଼ଗେ କଂଗ୍ରେସ ସଭାପତି ନିର୍ବାଚିତ,
ନୂଆଦିଲ୍ଲୀ : ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ଦଳର ନୂତନ ସଭାପତି ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଶଶୀ ଥରୁରଙ୍କୁ ୬୮୨୫ ଭୋଟ୍ରେ ପରାସ୍ତ କରିଛନ୍ତି। ଫଳାଫଳ ଘୋଷଣା ପରେ ସୋନିଆ ଗାନ୍ଧୀ ଖଡ଼ଗେଙ୍କ ବାସଭବନକୁ ମଧ୍ୟ ଯାଇ ଅଭିନନ୍ଦନ ଜଣାଇଥିଲେ।!-->…
ମନି ଲଣ୍ଡରିଂ ମାମଲାରେ ଅଭିନେତା ସଚିନ ଯୋଶୀଙ୍କୁ ଆଶ୍ୱସ୍ତି
ମନି ଲଣ୍ଡରିଂ ମାମଲାରେ ଅଭିନେତା ତଥା ବ୍ୟବସାୟୀ ସଚିନ୍ ଯୋଶୀଙ୍କୁ ଆଶ୍ୱସ୍ତି ମିଳିଛି। ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ସଚିନଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ମାମଲାର ଶୁଣାଣି ପାଇଁ ନିଯୁକ୍ତ ସ୍ୱତନ୍ତ୍ର ଜଜ୍ ଏମ.ଜି ଦେଶପାଣ୍ଡେ!-->…