Trending
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
Browsing Category
National
ମଦ ମୃତ୍ୟୁ ପାଇଁ ସରକାର ଦାୟୀ ନୁହଁନ୍ତି: ନୀତିଶ
ପାଟନା: ବିହାରରରେ ବିଷାକ୍ତ ମଦ ପିଇ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି । ଗୋଟିଏ ପଟେ ମଦ ମୃତ୍ୟୁକୁ ନେଇ ବିରୋଧୀମାନେ ନୀତିଶ କୁମାରଙ୍କୁ ଦୋଷା ଦେଉଥିବା ବେଳେ ନୀତିଶ କହିଛନ୍ତି ଏଥିପାଇଁ ସରକାର ଦାୟୀ ନୁହଁନ୍ତି । ବିଷାକ୍ତ ମଦ୍ୟପାନ କରି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ!-->…
ଗୁଜରାଟରେ ଆପ୍ ପାଇଁ କଂଗ୍ରେସ କମ ଆସନ ପାଇଲା: ରାହୁଲ ଗାନ୍ଧି
ଜୟପୁର: ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ଆପକୁ ଦାୟୀ କରିଛନ୍ତି ରାହୁଲ ଗାନ୍ଧି । ସେ କହିଛନ୍ତି ଗୁଜରାଟରେ କଂଗ୍ରେସ ଭୋଟକୁ ଆପ କାଟିଲା । ଯାହା ଫଳରେ କଂଗ୍ରେସର ଭୋଟ କମିଲା । ଆସନ ବି କମିଲା । କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପାଇଁ ଆମ୍ ଆଦମୀ ପାର୍ଟି ଏକ ବଡ!-->…
ଦିଲ୍ଲୀ ମେୟର ନିର୍ବାଚନ ଜାନୁଆରୀ ୬ରେ
ଆସନ୍ତା ଜାନୁୟାରୀ ୬ରେ ହେବ ଦିଲ୍ଲୀ ମେୟର ପାଇଁ ନିର୍ବାଚନ । ବହୁ କଳ୍ପନାଜଳ୍ପନା ପରେ ଏନେଇ ତାରିଖ ସ୍ଥିର କରାଯାଇଛି । ଏମସିଡି କମିଶନ ମେୟର ନିର୍ବାଚନ ନେଇ ଉପରାଜ୍ୟପାଳ ବିନୟ ସକସେନା ପଠାଯାଇଥିବା ପ୍ରସ୍ତାବକୁ ସେ ମଞ୍ଜୁରି ଦେଇଛନ୍ତି ।ଗତ ଡିସେମ୍ବର ୪ରେ ଦିଲ୍ଲୀ ମହାନଗର ନିଗମ!-->…
‘ବିଜୟ ଦିବସ’ରେ ମନେ ପଡେ ପାକିସ୍ତାନର ପରାଜୟ
୧୯୭୧ ‘ବାଂଲାଦେଶ ମୁକ୍ତି ଯୁଦ୍ଧ’ । ଆଜି ବି ସ୍ମୃତି ତାଜା ହୋଇ ରହିଛି । ପାକିସ୍ତାନ ଉପରେ ବିଜୟ ହାସଲ କରିଥିବା ଭାରତ ଆଜି ୫୧ତମ ‘ବିଜୟ ଦିବସ’ ପାଳନ କରୁଛି। ସ୍ୱାଧୀନ ବାଂଲାଦେଶ ଗଠନ ପାଇଁ ହିଁ ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା। ଏହାର ମୁଖ୍ୟ କାରଣ!-->…
ଭାରତ ପାଳନ କରୁଛି ବିଜୟ ଦିବସ, ଯୁଦ୍ଧ ସ୍ମାରକୀରେ ପ୍ରତିରକ୍ଷା ମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ: ୧୯୭୧ରେ ଭାରତୀୟ ସେନା ଆଗରେ ପାକିସ୍ତାନ ସେନା ଆତ୍ମସମର୍ପଣ କରିଥିଲା । ‘ବାଂଲାଦେଶ ମୁକ୍ତି ଯୁଦ୍ଧ’ରେ ପାକିସ୍ତାନ ଉପରେ ବିଜୟ ହାସଲ କରିଥିବା ଭାରତ । ଆଜି ୫୧ତମ ‘ବିଜୟ ଦିବସ’ ପାଳନ କରୁଛି ଭାରତ ।
!-->!-->!-->…
ବରିଷ୍ଠ ନାଗରିକଙ୍କୁ ଟ୍ରେନ ଟିକେଟରେ ମିଳୁଥିବା ରିହାତି ଏବେ ମିଳିବ ନାହିଁ
ବରିଷ୍ଠ ନାଗରିକଙ୍କୁ ଟ୍ରେନ ଟିକେଟରେ ମିଳୁଥିବା ରିହାତି ଏବେ ମିଳିବ ନାହିଁ । ଏହି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କୋଭିଡ ପରଠୁ ରେଳବାଇ ବିଭାଗ ପକ୍ଷରୁ ୨୦୨୦ରେ ବରିଷ୍ଠ ନାଗରିକଙ୍କୁ ଟିକଟରେ ରିହାତ ଦେବା ବନ୍ଦ କରାଯାଇଥିଲା । ସ୍ଥିତି ସ୍ୱାଭାବିକ ହେବା ପରେ ମଧ୍ୟ!-->…
ଆଜିଠୁ ଭାରତୀୟ ବାୟୁସେନାର ଦୁଇ ଦିନିଆ ଯୁଦ୍ଧାଭ୍ୟାସ
ଆଜି ଚୀନ ସୀମାରେ ଭାରତୀୟ ବାୟୁସେନାର ଦୁଇ ଦିନିଆ ଯୁଦ୍ଧାଭ୍ୟାସ ଆରମ୍ଭ ହେଉଛି । ତିବ୍ଦତ ନିକଟ ଏଲଏସି ନିକଟରେ ଭାରତୀୟ ବାୟୁସେନା ଆଜିଠୁ ଦୁଇ ଦିନିଆ ଯୁଦ୍ଧାଭ୍ୟାସ ଆରମ୍ଭ କରିବାକୁ ଯାଉଛି । ସୀମାରେ ଦାଦାଗିରି ଦେଖାଉଥିବା ଡ୍ରାଗନ ସେନାକୁ ତାରି ଭାଷାରେ ଜବାବ ଦେବାକୁ ଯୋଜନା କରିଛି!-->…
ଆସାମ ରେ ୧୭ ଲକ୍ଷ ମହିଳାଙ୍କ ଖାତାକୁ ମାସିକ ଯିବ ୧୨୫୦ ଟଙ୍କା
ଆସାମରେ ମହିଳାଙ୍କୁ ମିଳିବ ମାସକୁ ୨୫୦ ଟଙ୍କା । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ଓରୁନୋଡୋଇ-୨ ଯୋଜନାକୁ ଲଂଚ କରିଛନ୍ତି । ଏଥିରେ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ମାସିକ ୧୨୫୦ ଟଙ୍କା ଲେଖାଏଁ ସରକାର ପ୍ରଦାନ କରିବେ । ଏହା ପ୍ରତ୍ୟେକ ମାସ ୧୦ ତାରିଖରେ ପ୍ରଦାନ କରାଯିବ ବୋଲି!-->…
ଜାତିଗତ ଜନଗଣନା ସପକ୍ଷରେ ୩ ରାଜ୍ୟ !
ନୂଆଦିଲ୍ଲୀ: ଜାତିଗତ ଜନଗଣନାକୁ ନେଇ ଏବେ ଦେଶରେ ପୁଣି ଚର୍ଚା ଆରମ୍ଭ ହୋଇଛି । ଏହି ଜନଗଣନାକୁ ନେଇ ସପକ୍ଷରେ ୩ ରାଜ୍ୟ ମତ ରଖିଛନ୍ତି । ଏସସି, ଏସଟି ଜନଗଣନା କରାଯାଉଥିବା ବେଳେ ଅନ୍ୟ ଜାତି ଜନଗଣନାରେ ସ୍ଥାନ ପାଉନାହିଁ । ଲୋକସଭାରେ ଏନେଇ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ!-->…
ଚାଇନା ସୀମାରେ ଉତ୍ତେଜନା, ଭାରତର ଏୟାର ପ୍ୟାଟ୍ରୋଲିଂ
ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଚାଇନା ସେନା ଏବଂ ଭାରତୀୟ ସେନା ମଧ୍ୟରେ ସୀମାକୁ ନେଇ ବିବାଦ ଆରମ୍ଭ ହୋଇଛି । ଅନୁପ୍ରବେଶ ଉଦ୍ୟମ ପରେ ଦୁଇ ଦେଶ ସେନା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଯାଇଛି। ଚାଇନା ଆକାଶ ପଥରେ ଅନୁପ୍ରବେଶ କରିବାର ଆଶଙ୍କା ଥିବାରୁ ଭାରତୀୟ ସେନା ଏହାର ମୁକାବିଲା ପାଇଁ!-->…