Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Browsing Category
National
ପିଡିଏସ୍ରେ ମିଳିବନି ଗହମ
ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୬ ପ୍ରତିଶତ ଚାଉଳ ଅର୍ଥାତ ୧ ଲକ୍ଷ ୬୦ ହଜାର ମେଟ୍ରିକ ଟନ ଏବଂ ୧୪ ପ୍ରତିଶତ ଅର୍ଥାତ ୩୦ ହଜାର ମେଟ୍ରିକ ଟନ ଗହମ ଯୋଗାଣ ହୁଏ।ଗତବର୍ଷ ଜୁନ ମାସରୁ ୧୦ ମାସ ପର୍ଯ୍ୟନ୍ତ ପିଡିଏସରେ ଗହମ ବନ୍ଦ କରି ଦେଇଥିଲା କେନ୍ଦ୍ର ସରକାର।…
ରାହୁଲ ଗାନ୍ଧିଙ୍କୁ ମିଳିଲା ନାହିଁ ଅନ୍ତରୀଣ ସୁରକ୍ଷା
ନୂଆଦିଲ୍ଲୀ:ରାହୁଲ ଗାନ୍ଧୀଙ୍କୁ ମିଳିଲାନି ଆସ୍ୱସ୍ଥୀ । ତଳ କୋର୍ଟରୁ ଆସ୍ୱସ୍ଥୀ ନମିଳିବା ପରେ ରାହୁଲ ହାଇକୋର୍ଟ ଯାଇଥିଲେ । ତେବେ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କୁ ମିଳିଥିବା ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ସିଧା ସିଧା ମନା କରିଦେଇଛନ୍ତି । ଏହା ଫଳରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ…
ସଭାପତି ପଦରୁ ଇସ୍ତଫା ଘୋଷଣା କଲେ ଶରଦ ପାୱାର
ମୁମ୍ବାଇ:ଏନସିପି ମୁଖ୍ୟ ଶରଦ ପାୱାର ଏନସିପିର ଜାତୀୟ ସଭାପତି ପଦରୁ ଇସ୍ତଫା ଘୋଷଣା କରିବା ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶରଦ କହିଛନ୍ତି, ‘ମୁଁ ଏନ୍ସିପିର ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।’
https://twitter.com/ANI/status/1653300033721335808?s=20…
ପଦ୍ମ ପୁରସ୍କାର -୨୦୨୪ ପାଇଁ ନାମାଙ୍କନ ୧୫ ସେପ୍ଟେମ୍ବର, ୨୦୨୩ ପର୍ଯ୍ୟନ୍ତ ଖୋଲା ରହିବ
ଗଣତନ୍ତ୍ର ଦିବସ, ୨୦୨୪ ରେ ଘୋଷିତ ହେବାକୁ ଥିବା ପଦ୍ମ ପୁରସ୍କାର ୨୦୨୪ ପାଇଁ ଅନଲାଇନ୍ ନାମାଙ୍କନ / ସୁପାରିଶ ୧ ମଇ ୨୦୨୩ ରେ ଖୋଲାଯାଇଛି । ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପାଇଁ ଶେଷ ତାରିଖ ୧୫ ସେପ୍ଟେମ୍ବର ୨୦୨୩ ଅଟେ । ପଦ୍ମ ପୁରସ୍କାର ପାଇଁ ନାମାଙ୍କନ / ସୁପାରିଶ ରାଷ୍ଟ୍ରୀୟ…
ରଦ୍ଦ ହେଲା ଗ୍ୟାଙ୍ଗଷ୍ଟର ଅଫଜଲର ସଂସଦ ସଦସ୍ୟତା
ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଆକ୍ଟରେ କୋର୍ଟ ୪ବର୍ଷ ଦଣ୍ଡାଦେଶ ଦେବା ପରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ଭାଇ ତଥା ବହୁଜନ ସମାଜ ପାର୍ଟିର ସାଂସଦ ଅଫଜଲ ଅନସାରୀର ସଂସଦ ସଦସ୍ୟତା ରଦ୍ଦ ହୋଇଛି। ଏପ୍ରିଲ ୨୯ରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ବିଏସ୍ପି ସାଂସଦ…
ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆର ମୃତ୍ୟୁ
ଦିଲ୍ଲୀ : ଜେଲ୍ ଭିତରେ ଦୁଇ ଗ୍ୟାଙ୍ଗ୍ ସଦସ୍ୟଙ୍କ ମଧ୍ୟରେ ବିବାଦ ଉପୁଜି ଆକ୍ରମଣରେ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆର ମୃତ୍ୟୁ ଘଟିଛି। ତିହାର ଜେଲରେ ଟିଲୁ ତାଜପୁରିଆ ଉପରେ ଆକ୍ରମଣ ହୋଇଥିବା ବେଳେ ତାକୁ ଚିକିତ୍ସା ପାଇଁ ତୁରନ୍ତ ଦିନ୍ ଦୟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।…
କେଦାରନାଥରେ ୩ ଦିନ ପାଇଁ ଯାତ୍ରା ବନ୍ଦ
କେଦାରନାଥରେ ୩ ଦିନ ପାଇଁ ଯାତ୍ରା ବନ୍ଦ । ଗଙ୍ଗୋତ୍ରୀ, ଯମୁନୋତ୍ରୀରେ ପାହାଡ଼ ଉପରେ ବରଫ ବର୍ଷା ହେଉଛି । ଫଳରେ ପାହାଡ଼ି ଇଲାକୁ ପୁଣି ଶୀତ ଫେରିଛି| ପାଗ ଅନୁକୂଳ ନଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଓ ପ୍ରତିକୂଳ ପାଗ…
କୁସ୍ତିଯୋଦ୍ଧାଙ୍କ ସହିତ ଯୋଗ ଦେଲେ ନବଜୋତ୍ ସିଂ ସିଦ୍ଧୁ
ନୂଆଦିଲ୍ଲୀ: କୁସ୍ତି ଖେଳାଳିଙ୍କ ସହିତ ଆଜି କଂଗ୍ରେସ ନେତା ନବଜୋତ୍ ସିଦ୍ଧୁ ଯୋଗ ଦେଇଛନ୍ତି। ‘ଟୁଇଟର୍’ରେ ଫଟୋ ସେୟାର୍ କରିଛନ୍ତି।
https://twitter.com/sherryontopp/status/1652927694986969088?s=20
ବ୍ରଜଭୂଷଣଙ୍କ ନାଁରେ ‘ଏଫ୍ଆଇଆର୍’ ଫାଇଲ୍ କରାଯିବାରେ ବିଳମ୍ବ…
ବିଶ୍ୱ ଶ୍ରମିକ ଦିବସ : ଶ୍ରମିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ
ମଇ ପହିଲା ହେଉଛି ବିଶ୍ୱ ଶ୍ରମିକ ଦିବସ । ଏ ନେଇ ଶ୍ରମିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
https://twitter.com/Naveen_Odisha/status/1652897972126990342?s=20
https://twitter.com/Naveen_Odisha/status/1652897972126990342?s=20…
ମହାରାଷ୍ଟ୍ରର ଗଡ଼ଚିରୌଲୀରେ ୩ ନକ୍ସଲ୍ ନିହତ
ମୁମ୍ବାଇ: ମହାରାଷ୍ଟ୍ରର ଗଡ଼ଚିରୌଲୀରେ ପୁଲିସ ସହିତ ଗୁଳି ବିନିମୟ କରି ଜଣେ ଦଲମ୍ କମାଣ୍ଡର୍ଙ୍କ ସମେତ ୩ଜଣ ନକ୍ସଲ୍ ନିହତ ହୋଇଥିବା କଥା ପୁଲିସ କହିଛି। ରାଜାରାମ ଓ ପେରିମିଲୀ ସଶସ୍ତ୍ର ଆଉଟ୍ପୋଷ୍ଟ୍ ମଧ୍ୟସ୍ଥ କେଦମାରା ଜଙ୍ଗଲରେ ଗୁଳିବିନିମୟ ଘଟିଥିଲା। ଜଙ୍ଗଲରେ ତଲାସ ଅଭିଯାନ…