Trending
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
Browsing Category
National
ଦିଲ୍ଲୀ ଗଲେନି ଶିବକୁମାର, ସିଦ୍ଦରମେୟା ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ପଦ!
ବେଙ୍ଗାଲୁରୁ : କର୍ଣ୍ଣାଟକ କଂଗ୍ରେସରେ ସବୁକିଛି ଠିକ୍ ନାହିଁ । ଶିବକୁମାରଙ୍କ ଦିଲ୍ଲୀ ଗସ୍ତ ବାତିଲ ପରେ ଏବେ ଦିଲ୍ଲୀରେ କଣ ନିଷ୍ପତ୍ତି ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ମୁଖ୍ୟମନ୍ତ୍ରୀ ଆସନରେ କାହାକୁ ବସାଯିବ ସେନେଇ ଦଳ ଏବେ ଅଡ଼ୁଆରେ ପଡ଼ିଯାଇଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ…
ମଣିପୁରରେ ବିଭିନ୍ନ ସ୍ଥାନରେ ସଂଘର୍ଷ ଜାରି
ଇମ୍ଫାଲ: ମଣିପୁରରେ ପୁଣି ହିଂସା । ହିଂସା କମୁନଥିବାରୁ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଦିଲ୍ଲୀ ଯାଇ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ହିଂସାକାରୀଙ୍କୁ ଦମନ କରିବା ପାଇଁ ସ ସେନା ମୂତୟନ ହୋଇଥିଲେ ମଧ୍ୟ ମଣିପୁରରେ ବିଭିନ୍ନ ସ୍ଥାନରେ ସଂଘର୍ଷ ଜାରି ରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ…
ତାମିଲନାଡ଼ୁ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି
ନୂଆଦିଲ୍ଲୀ: ତାମିଲନାଡ଼ୁ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି । ଭିଲ୍ଲୁପୁରମ,ଚେଙ୍ଗଲପଟ୍ଟୁ ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କ ମୃତ୍ୟୁ ହୋଇଛି ।ଭିଲ୍ଲୁପୁରମରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚେଙ୍ଗଲପଟ୍ଟୁରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ…
ଟିଏମସି ସହ ପଶ୍ଚିମବଂଗରେ ନଲଢ଼ିଲେ କଂଗ୍ରେସକୁ ଅନ୍ୟରାଜ୍ୟରେ ସମର୍ଥନ ଦିଆଯିବ: ମମତା
କୋଲକାତା: କଂଗ୍ରେସକୁ ଟାର୍ଗେଟ କରୁଥିବା ମମତା ଏବେ ପ୍ରଶଂସା କରୁଛନ୍ତି । କାରଣ ହେଉଛି କର୍ଣ୍ଣାଟକ ନିର୍ବାଚନ ଫଳ । କଂଗ୍ରେସ ପ୍ରତି ବଦଳିଛି ମମତା ବାନାର୍ଜୀଙ୍କ ରଣନୀତି । ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବା ନେଇ ଦିଦି ଆଗୁଆ କହିଛନ୍ତି । ମମତା କହିଛନ୍ତି ଯେଉଁ ସବୁ…
ରୋଜଗାର ମେଳା କାର୍ଯ୍ୟକ୍ରମରେ ଆସନ୍ତାକାଲି ୭୧ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରୋଜଗାର ମେଳା କାର୍ଯ୍ୟକ୍ରମରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଆୟୋଜିତ ହେବ । ଆସନ୍ତାକାଲି…
ମୁଖ୍ୟମନ୍ତ୍ରୀ ଚେୟାରକୁ ନେଇ କର୍ଣ୍ଣାଟକରେ ଖଣ୍ଡଯୁଦ୍ଧ
କର୍ଣ୍ଣାଟକରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଶିବକୁମାର ସିଦ୍ଧରମୈୟା ସମର୍ଥକଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଚାଲିଛି । ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କିଛି ବିଧାୟକ ଚାହୁଁଥିବା ବେଳେ ଅନେକ ବିଧାୟକ ଚାହୁଁନାହାଁନ୍ତି । ୨୨୪ ଆସନରୁ କଂଗ୍ରେସକୁ ମିଳିଛି ୧୩୬ ଆସନ । …
ପ୍ରକାଶ ପାଇଲା ଆଇସିଏସ୍ଇ ଦଶମ ପରୀକ୍ଷା
ଭୁବନେଶ୍ବର: ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରି ଏଜୁକେସନ ଦଶମ ଓ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଆଇସିଏସ୍ଇ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଓଡ଼ିଶାରୁ ପ୍ରିୟଙ୍କା ପରାସର ଓ ବିଷ୍ଣୁ ଶତପଥୀ ଟପ୍ପର ହୋଇଛନ୍ତି। ଉଭୟ ପ୍ରିୟଙ୍କା ଓ…
ପ୍ରବୀଣ ସୁଦ୍ ହେବେ ସିବିଆଇ ନିର୍ଦ୍ଦେଶକ
ନୂଆଦିଲ୍ଲୀ: ଚର୍ଚାରେ ଥିବା ପ୍ରବୀଣ ସୁଦ୍ ସିବିଆଇ ନିର୍ଦ୍ଦେଶକ ହେବେ । କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ୍ ଆସନ୍ତା ଦୁଇ ବର୍ଷ ପାଇଁ କାର୍ଯ୍ୟଭାର ସମ୍ଭାଳିବେ । ସିବିଆଇ ନିର୍ଦ୍ଦେଶକ ଥିବା ସୁବୋଧ କୁମାର ଜୈଶଓ୍ୱାଲ ଆସନ୍ତା ୨୫ ତାରିଖରେ ଅବସର ନେବେ । ତାପରେ ଦାୟିତ୍ୱ ନେବେ ପ୍ରବୀଣ…
ବିଶ୍ୱ ମାତୃ ଦିବସ
ଆଜି ମାତୃ ଦିବସ ସାରା ବିଶ୍ୱରେ ପାଳନ କରାଯାଉଛି । ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ ମା’କୁ ମନେପକାଉଛି ବିଶ୍ବ । ସୋସିଆଲ ମିଡିଆରେ ଏନେଇ କେତେ କବିତା କେତ ଗପ କେତେ ଚର୍ଚା ହେଉଛି । ମାଆଠୁ ବଳି ନିଜର ଦୁନିଆରେ କିଛି ବି ନାହିଁ । ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ମାଆ ଥିଲେ ସେ…
କିଏ ହେବେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ: ସିଦ୍ଧରମେୟା ନା ଶିବକୁମାର ?
ବେଙ୍ଗାଲୁରୁ: ସିଦ୍ଧରମେୟା ଏବଂ ଡିକେ ଶିବକୁମାର। ଏହି ନାମକୁ ନେଇ କର୍ଣ୍ଣାଟକଠୁ ଆରମ୍ଭ କରି ସାରା ଦେଶରେ ଚର୍ଚା । ଗଣମାଧ୍ୟମରେ ଏହି ଦୁଇ ନେତାଙ୍କୁ ନେଇ ଅନେକ ଲେଖା ଲେଖାଯାଉଛି । ଡିକେ ଶିବକୁମାର ବର୍ତ୍ତମାନ ରାଜ୍ୟ କଂଗ୍ରେସ ସଭାପତି ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା…