Browsing Category

National

ବ୍ରିଟେନ ଏବଂ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ‘ ୟଙ୍ଗ ପ୍ରଫେସନାଲ ଏକ୍ସଚେଞ୍ଜ’ କାର୍ୟ୍ୟକ୍ରମ

୨୦୨୩ରେ ବ୍ରିଟେନ ଏବଂ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ‘ ୟଙ୍ଗ ପ୍ରଫେସନାଲ ଏକ୍ସଚେଞ୍ଜ’ କାର୍ୟ୍ୟକ୍ରମ । ଏହି ଯୋଜନା ଆଧାରରେ ପ୍ରତିବର୍ଷ ପାଖାପାଖି ୩୦୦୦ ଭାରତୀୟ ବ୍ରିଟେନରେ କାମ କରିବାକୁ ଯିବାକୁ ଭିସା ପାଇବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତରେ ଏନେଇ ଆଲୋଚନା କରିଛନ୍ତି

କଂଗ୍ରେସ ଜାରି କଲା ଷ୍ଟାର ପ୍ରଚାରକ ତାଲିକା

ନୂଆଦିଲ୍ଲୀ: ଗୁଜରାଟରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ପ୍ରଥମ ପ୍ରର୍ଯ୍ୟାୟ ମତଦାନ ଡିସେମ୍ୱର ୧ରେ ହେବ। ଏହି ଦିନ ୮୯ ଆସନରେ ଭୋଟିଂ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଡିସେମ୍ୱର ୫ରେ ଭୋଟିଂ ହେବ। ଡିସେମ୍ୱର ୮ ରେ ହେବ ଭୋଟ ଗଣତି ହେବ । ନିର୍ବାଚନ ପାଇଁ ଏବେ କଂଗ୍ରେସ

ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ଆଜି ସମଗ୍ର ଦେଶ ଶ୍ରଦ୍ଧା ଓ ସମ୍ମାନ ସହିତ ଭଗବାନ ବିର୍ସା ମୁଣ୍ଡାଙ୍କର ଜନ୍ମଜୟନ୍ତୀ ପାଳନ କରୁଛି। ଏହ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାର୍ତ୍ତା ଦେଇ କହିଛନ୍ତି ‘‘ ମୁଁ ଦେଶର ମହାନ୍ ପୁତ୍ର, ମହାନ୍ କ୍ରାନ୍ତିକାରି ଭଗବାନ ବିର୍ସା ମୁଣ୍ଡାଙ୍କୁ ପ୍ରଣାମ ଜଣାଉଛି। 15 ନଭେମ୍ବରର

ଚିଟ୍ ଫଣ୍ଡ ଦୁର୍ନୀତି ମାମଲାରେ ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରୱାଲଙ୍କୁ ଆମିକସ କ୍ୟୁରୀ ଭାବେ ନିଯୁକ୍ତ କଲେ…

ଓଡ଼ିଶାରେ ବହୁଚର୍ଚିତ ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରୱାଲ ଆମିକସ୍ କ୍ୟୁରୀ ଭାବେ ନିଯୁକ୍ତ ହୋଇଛନ୍ତି । ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏହି ନିଯୁକ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । । ବିଚାରପତି ଜଷ୍ଟିସ୍

ଜି-୨୦ ଶିଖର ସମ୍ମିଳନୀରେ ମୋଦିଙ୍କୁ ବିଶ୍ବନେତାଙ୍କ ଗୁରୁତ୍ବ

 ଆଜିଠୁ ଇଣ୍ଡୋନେସିଆର ବାଲିରେ ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମିଳନୀ। ଏହି ସମ୍ମଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଇଣ୍ଡୋନେସିଆ ଗସ୍ତ କରିଛନ୍ତି। ଏହି ସମ୍ମିଳନୀ ପ୍ରଥମ ଦିନରେ ବହୁ ରୋଚକ ଫଟୋ ସାମ୍ନାକୁ ଆସିଛି। ପ୍ରଥମଥର ପାଇଁ ବ୍ରିଟେନ୍

ଲିଭରପୁଲ୍‌ ଏଫ୍‌ସି କିଣିବେ ମୁକେଶ ଅମ୍ବାନୀ

ରିଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଇଂଲିଶ୍‌ ପ୍ରିମିୟର ଲିଗ୍‌ ଦଳ ଲିଭରପୁଲ୍‌ ଏଫ୍‌ସିକୁ କିଣିବାକୁ ମନ ବଳାଇଛନ୍ତି । ସେ ଇତିମଧ୍ୟରେ ଲିଭରପୁଲ୍‌ ଏଫ୍‌ସି କ୍ଲବ୍‌ ବିଷୟରେ ପଚରାଉଚୁରା କରିବା ସହ ଏହାକୁ କିଣିବା ନେଇ ଯୋଜନା କରୁଥିବା ଇଂଲଣ୍ଡର

ବାଲିରେ ଦୁଇ ଦିନିଆ ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଦୁଇ ଦିନିଆ ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ବାଲି ଦ୍ବୀପକୁ ଆଜି ଯାତ୍ରା କରିବେ।ବାଲିରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିସ୍‌

ଆଜି ନାମାଙ୍କନ ଭରିବେ ପ୍ରଦୀପ ପୁରୋହିତ,ବିଜେଡି ଘୋଷଣା କରିପାରେ ପ୍ରାର୍ଥୀ

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସହ ଯାଇ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଦୀପ ପୁରୋହିତ। କେନ୍ଦ୍ରମନ୍ତ୍ରୀ

ନଭେମ୍ବର ୧୫ ରେ ଝାଡ଼ଖଣ୍ଡରେ ଭଗବାନ ବିର୍ସା ମୁଣ୍ଡାଙ୍କୁ ଜନ୍ମସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ରାଷ୍ଟ୍ରପତି

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ ସମାରୋହର ନେତୃତ୍ବ ନେବେ । ଶନିବାର ଦିନ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜ୍ଜୁନ ମୁଣ୍ଡା । ଶ୍ରୀ ମୁଣ୍ଡା କହିଛନ୍ତି ଯେ,

ଅଡୁଆରେ ଡ. ବିକାଶ ଦିବ୍ୟକୀର୍ତ୍ତି

ଲୋକପ୍ରିୟ ୟୁପିଏସସି କୋଚିଙ୍ଗ ସେଣ୍ଟର ‘ଦୃଷ୍ଟି’ର ପ୍ରତିଷ୍ଠାତା ତଥା ମାଲିକ ବିକାଶ ଦିବ୍ୟକୀର୍ତ୍ତିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ବ୍ୟାନ କରିବାକୁ ଦାବି ଜୋର ଧରିଛି । ଏହାସହ #BanDrishtiIAS ଟ୍ରେଣ୍ଡ ହେଉଛି ।ଭାଇରାଲ ହୋଇଥିବା ଭିଡିଓରେ ଡ.