Browsing Category

National

ଚନ୍ଦ୍ରବାବୁ ନାଇଡ଼ୁଙ୍କ ରୋଡସୋ’ରେ ଦଳାଚକଟା, ୮ ମୃତ

ନେଲୋର : ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି ।  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁଙ୍କ ରୋଡ୍‌ସୋ’ ଓ ସାଧାରଣ ସଭା ବେଳେ ଅସମ୍ଭବ ଭିଡ଼ ଯୋଗୁ ଦଳାଚକଟା ହୋଇ କିଛି ଲୋକଙ୍କ ଜୀବନ ଯାଇଛି । ଏହି ସମୟରେ ପାଖରେ ଥିବା ଏକ ଡ୍ରେନ୍…

ସରକାରୀ କ୍ୟାଲେଣ୍ଡର କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ଉନ୍ମୋଚିତ

କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର  ୨୦୨୩ ମସିହା ନିମନ୍ତେ ଭାରତ ସରକାରଙ୍କ ସରକାରୀ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସର ଛବି…

ବରଫ ପାଲଟିଲା ଡାଲ୍‌ ହ୍ରଦ

ଶ୍ରୀନଗର: ଉତ୍ତର ଭାରତରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଏପରିକି କାଶ୍ମୀରରେ ମାଇନସ ଶୂନ ଡିଗ୍ରୀ ତଳେ ତାପମାତ୍ରା ରହୁଥିବାରୁ ଡାଲ ହ୍ରଦ ବରଫ ପାଲଟି ଯାଇଛି । ପାଣି ବରଫ ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ସମଗ୍ର ଉତ୍ତର ଭାରତ ସହ ଜମ୍ମୁ-କାଶ୍ମୀରରେ…

ଦେଶରେ ଆଉ ୧୫୬ ଆକ୍ରାନ୍ତ ଚିହ୍ନଟ

ଭାରତରେ କରୋନାର ମାମଲାରେ ଅତ୍ୟଧିକ ବୃଦ୍ଧି ହେଉନଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୧୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୬,୭୭,୪୫୯କୁ ବୃଦ୍ଧି ପାଇଛି। ଏହାସହ ୧୬୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୪୧,୪୩,୩୪୨ ସୁସ୍ଥ ହୋଇ ଘରକୁ…

ଭିଡିଓକନ୍‌ର ସଂସ୍ଥାପକ ବେଣୁଗୋପାଳ ଧୂତଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ‘ଆଇସିଆଇସିଆଇ ବ୍ୟାଙ୍କ୍‌’ ଋଣ ଠକେଇ ମାମଲାରେ ‘ସିବିଆଇ’ ‘ଭିଡିଓକନ୍‌ ଗ୍ରୁପ୍‌’ର ସଂସ୍ଥାପକ ବେଣୁଗୋପାଳ ଧୂତଙ୍କୁ ଗିରଫ କରିଛି। ପୂର୍ବରୁ ଏହି ମାମଲାରେ ‘ସିବିଆଇ’ ‘ଆଇସିଆଇସିଆଇ ବ୍ୟାଙ୍କ୍‌’ର ପୂର୍ବତନ ‘ସିଇଓ’ ଚନ୍ଦା କୋଚ୍ଚର୍‌ ଏବଂ ତାଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା।

ଅଟଳବିହାରୀ ବାଜପେୟୀଙ୍କ ଉପରେ କଂଗ୍ରେସ ନେତାଙ୍କ ଆପତ୍ତିଜନକ ଟୁଇଟ୍‌

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଉପରେ ଜଣେ କଂଗ୍ରେସ କର୍ମକର୍ତ୍ତା ଦେଇଥିବା ଟିପ୍ପଣୀର ସମୟ ଉପରେ ‘ବିଜେପି’ ସନ୍ଦେହ ପ୍ରକାଶ କରିଛି।ସୂଚନାଯୋଗ୍ୟ, ଅଟବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ‘ଅଖିଳ ଭାରତୀୟ କଂଗ୍ରେସ କମିଟି’ର ସମନ୍ବୟକର୍ତ୍ତା ଗ‌ୌରବ ପାନ୍ଧୀ

ଶ୍ରଦ୍ଧା ୱାକର୍‌ ହତ୍ୟା ମାମଲା

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର୍‌ ହତ୍ୟା ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୁଲିସ ନୂଆ ପ୍ରମାଣସ୍ବରୂପ ଗୋଟାଏ ଅଡିଓ କ୍ଲିପ୍‌ ପାଇଛି। ଏଥିରେ ହତ୍ୟା ଅଭିଯୁକ୍ତ ଆଫ୍‌ତାବ୍‌ ପୂନାୱାଲା ଶ୍ରଦ୍ଧାଙ୍କ ସହିତ ଝଗଡ଼ା କରୁଥିବା ଶୁଣାଯାଉଛି। ଏହି ଅଡିଓ କ୍ଲିପ୍‌ ଉକ୍ତ ବୀଭତ୍ସ ହତ୍ୟାକାଣ୍ଡର କାରଣ

ଲାଲୁ ଯାଦବଙ୍କ ବିରୋଧରେ ପୁଣି ତଦନ୍ତ ଆରମ୍ଭ କଲା ସିବିଆଇ

ନୂଆଦିଲ୍ଲୀ: ରେଳବାଇ ପ୍ରକଳ୍ପ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବ ଓ ତାଙ୍କର ପରିବାରର ସଦସ୍ୟମାନଙ୍କ ବିରୋଧରେ ‘ସିବିଆଇ’ ପୁଣି ତଦନ୍ତ ଆରମ୍ଭ କରିଛି।ବିହାରରେ ସରକାର ଗଠନ କରିବା ଲାଗି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁଙ୍କ ଦଳ ‘ଆର୍‌ଜେଡି’ ନୀତୀଶ କୁମାରଙ୍କ ‘ଜନତା ଦଳ

ଉତ୍ତର ଭାରତରେ ପ୍ରବଳ ଶୀତ , ଲୋକେ ହନ୍ତସନ୍ତ

ଦିଲ୍ଲୀ: ଉତ୍ତର ଭାରତରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି । ଏପରିକି ଅନେକ ସ୍ଥାନରେ ବରଫପାତ କାରଣରୁ ଉତ୍ତର ଭାରତରେ ଶୀତ ଲହରୀ ଜାରିରହିଛି । ଦିଲ୍ଲୀ-ଏନସିଆର, ହରିୟାଣା, ରାଜସ୍ଥାନ, ପଞ୍ଜାବ, ଉତ୍ତରାଖଣ୍ଡ, ୟୁପିରେ ପ୍ରବଳ ଶୀତରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତୁନିଶା ଶର୍ମାଙ୍କ ଆତ୍ମହତ୍ୟା : ସିଜାନ ମହମ୍ମଦ ଗିରଫ

ମୁମ୍ବାଇ: ପୁଣି ଜଣେ ଅଭିନେତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଛି । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି । ଏହି ଘଟଣାରେ କୋଷ୍ଟାର ସିଜାନ ମହମ୍ମଦକୁ ଗିରଫ କରିଛି ମୁମ୍ବାଇ ପୋଲିସ । ତନୁଶ୍ରୀ ନିଜ ସୁଟିଂ ସେଟରେ