Trending
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
Browsing Category
National
ଆସନ୍ତାବର୍ଷ ମକର ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟାର ଭବ୍ୟ ରାମମନ୍ଦିର
ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିବ। ଆସନ୍ତାବର୍ଷ ମକର ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟାର ଭବ୍ୟ ରାମମନ୍ଦିର। ଏନେଇ ଜୋରସୋରରେ ଚାଲିଛି ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ।ବର୍ତ୍ତମାନ ମୁଖ୍ୟ ମନ୍ଦିରର ଗର୍ଭଗୃହ ନିର୍ମାଣ କାମ ଚାଲିଛି। ମୁଖ୍ୟ…
ଆଉ ନାହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭେଟରାନ ରାଜନେତା ଶରଦ ଯାଦବ
ନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭେଟରାନ ରାଜନେତା ଶରଦ ଯାଦବ। ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଅସୁସ୍ଥତା କାରଣରୁ ବେଶ କିଛି ଦିନ ହେଲା ଶ୍ରୀ ଯାଦବଙ୍କୁ ଗୁରୁଗ୍ରାମର ଫୋର୍ଟିସ୍ ହସ୍ପିଟାଲରେ…
ଯୋଶୀମଠ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ
ଉତ୍ତରାଖଣ୍ଡର ଯୋଶୀମଠ ଏବଂ ଏହାର ପଡୋଶୀ ସହର ଗୁଡ଼ିକ ପ୍ରତି ମାଡି ଆସୁଛି ବିପଦ । ଗତକାଲି ରାତିରେ ପୁଣି ଯୋଶୀମଠ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ଯୋଶୀମଠ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଏହା ସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଛନ୍ତି…
ବୁଥ ମଜବୁତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି
ବିଜେପିକୁ ବୁଥ ମଜବୁତ ଚିନ୍ତା । ଚଳିତ ବର୍ଷ ୯ଟି ରାଜ୍ୟର ବିଧାନସଭା ନିର୍ବାଚନ ରହିଛି । ସେହିପରି ଆସନ୍ତା ବର୍ଷ ସାଧାରଣ ନିର୍ବାଚନ । ଏହା ପୂର୍ବରୁ ବୁଥ ମଜବୁତ କରିବାକୁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି । ଗତକାଲି ଏ ନେଇ ବିଜେପି ସଭାପତି ଜେପି ନଡ୍ଡାଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା…
ମାଟିରେ ମିଶିବ ଉତ୍ତରାଖଣ୍ଡର ୬୭୮ଟି ଘର
ଡେରାଡୁନ୍: ଅସ୍ତିତ୍ବ ହରାଇବ ଉତ୍ତରାଖଣ୍ଡର ଯୋଶୀମଠ । ମାଟିରେ ମିଶିବ ୬୭୮ଟି ଘର । ଆଜିଠୁ ଘର ଭାଙ୍ଗିବା ଆରମ୍ଭ କରିବ ପ୍ରଶାସନ । ଲାଲ ଛକି ମାରି ଘର ଚିହ୍ନଟ କରାଯାଇଛି । ଫାଟ ବଢୁଥିବା ବେଳେ ଘର ଛାଡ଼ି ଅନ୍ୟତ୍ର ଯାଉଛନ୍ତି ଲୋକେ । ଗତକାଲି ହୋଟେଲ ଭଙ୍ଗାଯାଇଥିବାବେଳେ ଆଜିଠୁ ଘର ଭଙ୍ଗାଯିବ…
ତାମିଲନାଡୁ ବିଧାନସଭାରେ ରାଜ୍ୟପାଳ -ବନାମ ମୁଖ୍ୟମନ୍ତ୍ରୀ! ଭାଷଣ ପଢ଼ି ଗୃହରୁ ପଳାଇଲେ ରାଜ୍ୟପାଳ
ଚେନ୍ନେଇ: ତାମିଲନାଡୁ ରାଜନୀତିରେ ଏବେ ସରକାର ବନାମ ରାଜ୍ୟପାଳ ଚାଲିଛି । ବାରମ୍ଭାର ଏନେଇ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବୟାନବାଜି ମଧ୍ୟ ଚାଲିଛି । ତେବେ ଏସବୁ ଭିତରେ ବିଧାନସଭାରେ ଦେଖିବାକୁ ମିଳିଛି ଅଭାବନୀୟ ପରିସ୍ଥିତି । ବିଧାନସଭା ଚାଲିଥିବା ବେଳେ ଅସମ୍ମାନ ପାଇ ଗୃହ ଛାଡି…
ଆଜି ଉତ୍ତରାଖଣ୍ଡ ଚମେଲି ଯୋଶୀମଠ ଯିବ କେନ୍ଦ୍ର ଗୃହମନ୍ତ୍ରାଳୟର ଟିମ୍
ଆଜି ଉତ୍ତରାଖଣ୍ଡ ଚମେଲି ଯୋଶୀମଠ ଯିବ କେନ୍ଦ୍ର ଗୃହମନ୍ତ୍ରାଳୟର ଟିମ୍ । କେନ୍ଦ୍ରୀୟ ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରିବ । ଗତକାଲି ଯୋଶୀମଠରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏକ ଟିମ୍ ସମେତ ୨ଟି କେନ୍ଦ୍ରୀୟ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯୋଶୀ ମଠର ସ୍ଥିତି ଅନୁଧ୍ୟାନ କରି…
ଆଜିଠାରୁ ଭାରତ-ଶ୍ରୀଲଙ୍କା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍
ଆଜିଠାରୁ ଭାରତ-ଶ୍ରୀଲଙ୍କା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ । ଗୌହାଟୀରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଟି-୨୦ ସିରିଜ୍ ଜିତିବା ପରେ ଦିନିକିଆ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ । ପ୍ରଥମ ମ୍ୟାଚ୍କୁ ଟ୍ବେଣ୍ଟି-୨୦ରେ ବିଶ୍ରାମ ନେଇଥିବା ତାରକା ଖେଳାଳି ଅଧିନାୟକ ରୋହିତ ଶର୍ମା, ବିରାଟ…
ପୂରା ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭୂତ ହେଉଛି
ପୂରା ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଅନେକ ରାଜ୍ୟରେ ରାତି ଓ ସକାଳେ ଘନ କୁହୁଡି ଦେଖାଦେଉଛି । ପ୍ରବଳ କୁହୁଡି ଯୋଗୁ ରାସ୍ତା ଦେଖାଯାଉନାହିଁ । ଆସନ୍ତାକାଲି ପର୍ଯ୍ୟନ୍ତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ଉତ୍ତରପ୍ରଦେଶ ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ…
ଚିଟଫଣ୍ଡ ଦୁର୍ନୀତି ମାମଲା
ଗତ ୫ ତାରିଖରେ ସୁପ୍ରିମକୋର୍ଟ ଚିଟଫଣ୍ଡ ଦୁର୍ନୀତି ମାମଲାର ଶୁଣାଣି କରି ସିବିଆଇକୁ ଷ୍ଟାଟସ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସିବିଆଇ ଦ୍ୱାରା ଜବାବୀ ସତ୍ୟପାଠ ଦାଖଲ କରାଯାଇଛି । ଆଜି ଏ ନେଇ ଶୁଣାଣି କରିବେ ସୁପ୍ରିମକୋର୍ଟ । ବିଚାରପତି ଏମ.ଆର.ଶାହା ଏବଂ ବିଚାରପତି ସି.ଟି.…