Trending
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
Browsing Category
National
ଆହୁରୀ ଶକ୍ତିଶାଳୀ ହେଉଛି ଭାରତୀୟ ନୌସେନା
ସେନାରେ ସାମିଲ ହେବ ବାହୁବଳୀ ମୋର୍ମୁଗାଓ । ପି-୧୫୮ ଷ୍ଟେଲଥ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ଭାବେ ପରିଚିତ ମୋର୍ମୁଗାଓକୁ ନୌସେନାକୁ ସମର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସମସ୍ତ ପ୍ରକାର ଆଣବିକ, ଜୈବିକ ଓ ରାସାୟନିକ ଯୁଦ୍ଧ କ୍ଷେତ୍ରରେ ବ୍ୟବହୃତ ହୋଇପାରିବ ମୋର୍ମୁଗାଓ ।!-->…
ଜିଏସଟି ଫାଙ୍କିଲେ ଦେବାକୁ ପଡିବ ସର୍ବନିମ୍ନ ୨ କୋଟି ଟଙ୍କା
ଜିଏସଟି ଫାଙ୍କିବା କ୍ଷେତ୍ରରେ ଅପରାଧିକ କାର୍ଯ୍ୟାନୁଷ୍ଠାନର ସର୍ବନିମ୍ନ ସୀମାକୁ ୨ କୋଟିକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ସୀମା ୧ କୋଟି ଟଙ୍କା ଥିଲା । ୪୮ତମ ଜିଏସଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା । ବୈଠକରେ!-->…
ଇତିହାସ ରଚିଲା ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ
ଇତିହାସ ରଚିଲା ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ । ଖେଳାଯାଇଥିବା ଟି-୨୦ ବିଶ୍ୱକପ ଫାଇନାଲରେ ବାଂଲାଦେଶକୁ ହରାଇ ବିଶ୍ୱ ବିଜୟୀ ମୁକୁଟ ପିନ୍ଧିଲା ଭାରତ । ଲଗାତର ତୃତୀୟ ଥର ପାଇଁ ହାତେଇଲା ଟି-୨୦ ବିଶ୍ୱକପ ଟ୍ରଫି । ଏହା ପୂର୍ବରୁ ଭାରତ ୨୦୧୨ ଓ ୨୦୧୭ରେ ଦୃଷ୍ଟିହୀନ ବିଶ୍ୱକପ ଟ୍ରଫି ନିଜ!-->…
ଦୀପିକାଙ୍କ ବିକିନି ପାଇଁ ପଠାନ ବୟକଟ ଟ୍ରେଣ୍ଡ
ମୁମ୍ବାଇ: ଦୀପିକାଙ୍କ ବିକିନି କୁ ନେଇ ଏବେ ସୋସିଆଲ ମିଡିଆରେ ଝଡ ଉଠିଛି । ଏହି ଦୃଶ୍ୟକୁ ନେଇ ବହୁ ପ୍ରତୀକ୍ଷିତ ‘ପଠାନ’ ଚଳଚ୍ଚିତ୍ର ଏବେ ବୟକଟ ଟ୍ରେଣ୍ଟ ଚାଲିଛି । ଏହାର ‘ବେସର୍ମ ରଙ୍ଗ’ ଗୀତ କୁ ନେଇ ଅଭିଯୋଗ ହୋଇଛି । ଏଥିରେ ହିନ୍ଦୁ ଧର୍ମର ସଂସ୍କୃତିକୁ ନଷ୍ଟ କରାଯାଉଥିବା ଅଭିଯୋଗ!-->…
ଆଜି ଆସୁଛନ୍ତି ବିଜେପି ନେତା ସୁନିଲ ବଂଶଲ
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପି କିଭଳି ଭଲ ପ୍ରଦର୍ଶନ କରିବ ତାହା ଉପରେ ଆଲୋଚନା ହେବ । ଏଥିପାଇଁ ଆଜି ଓଡ଼ିଶା ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ । ରାଜ୍ୟ ବିଜେପି ନେତାଙ୍କୁ ଜିତିବାର ମନ୍ତ୍ର ଫୁଙ୍କିବେ ବଂଶଲ । ପଦ୍ମପୁରରେ ହାରିବା!-->…
ମଦ ମୃତ୍ୟୁ ପାଇଁ ସରକାର ଦାୟୀ ନୁହଁନ୍ତି: ନୀତିଶ
ପାଟନା: ବିହାରରରେ ବିଷାକ୍ତ ମଦ ପିଇ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି । ଗୋଟିଏ ପଟେ ମଦ ମୃତ୍ୟୁକୁ ନେଇ ବିରୋଧୀମାନେ ନୀତିଶ କୁମାରଙ୍କୁ ଦୋଷା ଦେଉଥିବା ବେଳେ ନୀତିଶ କହିଛନ୍ତି ଏଥିପାଇଁ ସରକାର ଦାୟୀ ନୁହଁନ୍ତି । ବିଷାକ୍ତ ମଦ୍ୟପାନ କରି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ!-->…
ଗୁଜରାଟରେ ଆପ୍ ପାଇଁ କଂଗ୍ରେସ କମ ଆସନ ପାଇଲା: ରାହୁଲ ଗାନ୍ଧି
ଜୟପୁର: ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ଆପକୁ ଦାୟୀ କରିଛନ୍ତି ରାହୁଲ ଗାନ୍ଧି । ସେ କହିଛନ୍ତି ଗୁଜରାଟରେ କଂଗ୍ରେସ ଭୋଟକୁ ଆପ କାଟିଲା । ଯାହା ଫଳରେ କଂଗ୍ରେସର ଭୋଟ କମିଲା । ଆସନ ବି କମିଲା । କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପାଇଁ ଆମ୍ ଆଦମୀ ପାର୍ଟି ଏକ ବଡ!-->…
ଦିଲ୍ଲୀ ମେୟର ନିର୍ବାଚନ ଜାନୁଆରୀ ୬ରେ
ଆସନ୍ତା ଜାନୁୟାରୀ ୬ରେ ହେବ ଦିଲ୍ଲୀ ମେୟର ପାଇଁ ନିର୍ବାଚନ । ବହୁ କଳ୍ପନାଜଳ୍ପନା ପରେ ଏନେଇ ତାରିଖ ସ୍ଥିର କରାଯାଇଛି । ଏମସିଡି କମିଶନ ମେୟର ନିର୍ବାଚନ ନେଇ ଉପରାଜ୍ୟପାଳ ବିନୟ ସକସେନା ପଠାଯାଇଥିବା ପ୍ରସ୍ତାବକୁ ସେ ମଞ୍ଜୁରି ଦେଇଛନ୍ତି ।ଗତ ଡିସେମ୍ବର ୪ରେ ଦିଲ୍ଲୀ ମହାନଗର ନିଗମ!-->…
‘ବିଜୟ ଦିବସ’ରେ ମନେ ପଡେ ପାକିସ୍ତାନର ପରାଜୟ
୧୯୭୧ ‘ବାଂଲାଦେଶ ମୁକ୍ତି ଯୁଦ୍ଧ’ । ଆଜି ବି ସ୍ମୃତି ତାଜା ହୋଇ ରହିଛି । ପାକିସ୍ତାନ ଉପରେ ବିଜୟ ହାସଲ କରିଥିବା ଭାରତ ଆଜି ୫୧ତମ ‘ବିଜୟ ଦିବସ’ ପାଳନ କରୁଛି। ସ୍ୱାଧୀନ ବାଂଲାଦେଶ ଗଠନ ପାଇଁ ହିଁ ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା। ଏହାର ମୁଖ୍ୟ କାରଣ!-->…
ଭାରତ ପାଳନ କରୁଛି ବିଜୟ ଦିବସ, ଯୁଦ୍ଧ ସ୍ମାରକୀରେ ପ୍ରତିରକ୍ଷା ମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ: ୧୯୭୧ରେ ଭାରତୀୟ ସେନା ଆଗରେ ପାକିସ୍ତାନ ସେନା ଆତ୍ମସମର୍ପଣ କରିଥିଲା । ‘ବାଂଲାଦେଶ ମୁକ୍ତି ଯୁଦ୍ଧ’ରେ ପାକିସ୍ତାନ ଉପରେ ବିଜୟ ହାସଲ କରିଥିବା ଭାରତ । ଆଜି ୫୧ତମ ‘ବିଜୟ ଦିବସ’ ପାଳନ କରୁଛି ଭାରତ ।
!-->!-->!-->…