Trending
- ଜେଡିୟୁରେ ଯୋଗ ଦେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
- ରାଜଧାନୀରୁ ନିଖୋଜ ,ମୈତ୍ରୀବିହାର ଥାନା ଅଞ୍ଚଳରୁ ଉଦ୍ଧାର
- ଯୁଦ୍ଧ ଭିତରେ ୫୨,୩୬୦ ଜଣ ଭାରତୀୟ ଘରକୁ ଫେରିଛନ୍ତି
- ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
- ଆଜି ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା କିସ୍ତି
- ଆଜି ଅନ୍ତର୍ଜାତୀୟ ମହିଳା ଦିବସ ,ଥିମ୍ ରହିଛି ‘ଗିଭ୍ ଟୁ ଗେନ୍’
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
Browsing Category
National
ପ୍ରାୟ ୯ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଛନ୍ତି ବିଆରଏସ ନେତ୍ରୀ କେ.କବିତା
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଫସିଥିବା ତେଲେଙ୍ଗାନାର ବିଆରଏସ ନେତ୍ରୀ କେ.କବିତା ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି । ପ୍ରାୟ ୯ ଘଣ୍ଟାର ଜେରା ପରେ ସେ ଇଡି ଅଫିସରୁ ବାହାରିଛନ୍ତି । ଅନେକ ଗୁଡ଼ିଏ ପ୍ରଶ୍ନର କବିତା ଉତ୍ତର ଦେଇଥିବା ସ୍ପଷ୍ଟ ହୋଇଥିବା ଜଣାପଡ଼ିଛି । ଦରକାର…
ଇଡି ରେଡରେ ଭୟଭୀତ ଲାଲୁ
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶନିବାର କହିଛି ଯେ, ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ସମ୍ପର୍କୀୟଙ୍କ ବିଭିନ୍ନ ସ୍ଥାନରୁ ରେଡ୍ ସମୟରେ ୬୦୦ କୋଟି ଟଙ୍କାର ଅପରାଧରୁ ଅର୍ଜିତ କରାଯାଇଥିବା ସମ୍ପତ୍ତି ସମ୍ପର୍କରେ ସୂଚାନା ମିଳିଛି । କୋଟି କୋଟି ଟଙ୍କାର ବେନାମୀ ନଗଦ ଜବତ କରାଯାଇଛି ।…
ଅଭିନେତା ନରେଶ ବାବୁ ଚତୁର୍ଥ ଥର ପାଇଁ ବିବାହ କରିଛନ୍ତି
ସାଉଥ୍ ଷ୍ଟାର ମହେଶ ବାବୁଙ୍କ ଭାଇ ତଥା ଅଭିନେତା ନରେଶ ବାବୁ ଚତୁର୍ଥ ଥର ପାଇଁ ବିବାହ କରିଛନ୍ତି । ୬୦ ବର୍ଷ ବୟସରେ ସେ ୪୪ ବର୍ଷୀୟା ଅଭିନେତ୍ରୀ ପବିତ୍ରା ଲୋକେଶଙ୍କୁ ନିଜ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି । ନିଜର କିଛି ଖାସ୍ ବନ୍ଧୁଙ୍କ ଗହଣରେ ଅତି ନିରାଡମ୍ବର ଭାବେ ଏହି ବିବାହ…
ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
ଓଡିଶା ଆସିବେ ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଶାହା । ଏନେଇ ଶନିବାର ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।ଲେଖାଶ୍ରୀଙ୍କ ସୂଚନା ମୁତାବକ, ମାର୍ଚ୍ଚ…
ଅଡୁଆରେ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାର
ଅଡୁଆରେ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାର। ଚାକିରି ବଦଳରେ ଜମି ଦୁର୍ନୀତି ମାମଲରେ ଇଡି ଜାଲରେ ଫସିଛନ୍ତି ପୂରା ଯାଦବ ପରିବାର। ଏହି ମାମଲାରେ ଜଣ ଜଣ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରୁଛି। ପୁଅ ଝିଅ ସମେତ ଗର୍ଭବତୀ ବୋହୂକୁ ମଧ୍ୟ ଇଡି ଘନ ଘନ ପଚରାଉଚରା କରିଛି।…
ଆପ୍ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଜେଲ୍ରେ ମିଳୁଛି ଭିଭିଆଇପି ଟ୍ରିଟ୍ମେଣ୍ଟ
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଜେଲ୍ରେ ମିଳୁଛି ଭିଭିଆଇପି ଟ୍ରିଟ୍ମେଣ୍ଟ। ଏଭଳି କିଛି ଦାବି କରି ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟକୁ ଚିଠି ଲେଖିଛି ମହାଠକ ସୁକେଶ ଚନ୍ଦ୍ରଶେଖର। ଏଥିସହ ଏହାର ତଦନ୍ତ କରିବାକୁ ସେ ଦାବି କରିଛି। ୨୦୦…
ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇ ପ୍ରଥମଥର ଭାରତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି
ମାରାତ୍ମକ ଏଚ୩ଏନ୨ ଭାଇରସ ଯୋଗୁ ସୃଷ୍ଟି ହୋଇଥିବା ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇ ପ୍ରଥମଥର ଭାରତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ହରିଆଣାରେ ଜଣେ ଓ କର୍ଣ୍ଣାଟକାରେ ଜଣଙ୍କର ମୃତ୍ୟୁ ଏଚ୩ଏନ୨ ଭାଇରସ ଯୋଗୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।ସୂଚନା ଅନୁସାରେ, ଦେଶରେ…
କ୍ରମାଗତ ଦ୍ୱିତୀୟ ଥର ପାଇଁ ବିରୋଧୀ ଶୂନ୍ୟ ହୋଇଛି ନାଗାଲାଣ୍ଡ ବିଧାନସଭା
କ୍ରମାଗତ ଦ୍ୱିତୀୟ ଥର ପାଇଁ ବିରୋଧୀ ଶୂନ୍ୟ ହୋଇଛି ନାଗାଲାଣ୍ଡ ବିଧାନସଭା। ନିର୍ବାଚନରେ ଜିତିଥିବା ସବୁ ଦଳର ବିଧାୟକ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓଙ୍କୁ ସମର୍ଥନ ଘୋଷଣା କରିଛନ୍ତି। କିନ୍ତୁ ସମସ୍ତ ବିଧାୟକ ବିଧିବଦ୍ଧ ଭାବେ ସରକାରରେ ସାମିଲ ହେବେ ନା ବାହରୁ ସମର୍ଥନ ଯୋଗାଇବେ, ସେକଥା ସ୍ପଷ୍ଟ…
ଇଡିର ୧୫ଟି ସ୍ଥାନରେ ଚଢାଉ
ପାଟନା: ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରର ଅସୁବିଧା ଅବ୍ୟାହତିର ନାମ ନେଉନାହିଁ। ‘ଲ୍ୟାଣ୍ଡ ଫର ଜବ’ ଦୁର୍ନୀତି ସହ ଜଡିତ ମନି ଲାଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ୧୫ ଟି ସ୍ଥାନରେ ଚଢ଼ାଉ କରୁଛି। ଏହା ଦିଲ୍ଲୀ ଏବଂ ବିହାରରେ ଚାଲିଛି । ଆରଜେଡି ନେତା ଆବୁ…
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ୪ଦିନିଆ ଭାରତ ଗସ୍ତରେ
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ୪ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଭାରତ ସହ ବାର୍ଷିକ ଶିଖର ସମ୍ମିଳନୀରେ ସେ ପ୍ରଥମ ଥର ସାମିଲ ହେବେ । ବୁଧବାର ଠାରୁ ସେ ଅହମ୍ମଦାବାଦରେ ପହଞ୍ଚିସାରିଥିବା ବେଳେ ପରେ ସେ ମୁମ୍ବାଇ ଏବଂ ଦିଲ୍ଲୀରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ…