Trending
- ଆଜି ଠୁ ଭକ୍ତ ନିବାସରେ ଲାଗୁ ହେବ ହେବ ନୂଆ ପାର୍କିଂ ଫି
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
Browsing Category
National
ମୁମ୍ବାଇ ଇଣ୍ଡିଆନ୍ସର ଐତିହାସିକ ବିଜୟ
ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ ୨୦୨୩ର ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଐତିହାସିକ ବିଜୟ ରେକର୍ଡ କରିଛି । ଟିମ୍ ଗୁଜୁରାଟକୁ ୧୪୩ ରନରେ ପରାଜିତ କରିଛି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦୭ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଗୁଜୁରାଟ ଜିଆଣ୍ଟସ ୧୫.୧ ଓଭରରେ ୬୪ ରନ୍ କରି…
ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କଲା ବିଜେପି
କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ରାହୁଲ ଗାନ୍ଧି ଦେଇଥିବା ବିବୃତ୍ତିକୁ ନେଇ ଚାରିଆଡେ ଚର୍ଚା । ଭାରତ ବିରୋଧୀ ମନ୍ତବ୍ୟକୁ ନେଇ ବିଜେପି ତାଙ୍କୁ ଟାର୍ଗେଟ କରୁଛି । ତାଙ୍କ ମନ୍ତବ୍ୟକୁ ନେଇ ଭାରତରେ ଏକ ବିବାଦ ସୃଷ୍ଟି ହୋଇଛି। ରାହୁଲ ଗାନ୍ଧି ତାଙ୍କ ବକ୍ତବ୍ୟରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ…
ତୃତୀୟ ସାମ୍ମୁଖ୍ୟ ନେଇ ବିରୋଧୀ ବିଭାଜିତ
ମେଂଟକୁ ନେଇ ଫାଟ । ତୃତୀୟ ସାମ୍ମୁଖ୍ୟ ଚର୍ଚା ଉପରେ ବିରାମ ଲାଗିଛି । ଏବେ ଗୋଟିଏ ପରେ ଅନ୍ୟ ଦଳ ମଧ୍ୟ ତୃତୀୟ ସାମ୍ମୁଖ୍ୟ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଏକଜୁଟ ହେବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହାକୁ ଗୋଟିଏ ପରେ…
ଆଜିଠାରୁ ମହିଳା ପ୍ରିମିୟର ଲିଗ୍
ଆଜିଠାରୁ ବାଜିବ ମହିଳା ପ୍ରିମିୟର ଲିଗ୍ ବିଗୁଲ । ୨୩ ଦିନିଆ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ୫ ଦଳ ଗୁଜରାଟ ଜାଏଣ୍ଟସ୍, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ୟୁପି ୱାରିୟର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପର ମଧ୍ୟରେ ୨ଟି ଲେଖାଏଁ ଲିଗ୍ ମ୍ୟାଚ୍ ଖେଳିବେ ।…
ଆଜି ସିସୋଦିଆଙ୍କ ଜାମିନ୍ ଆବେଦନ ଉପରେ କୋର୍ଟରେ ଶୁଣାଣି
ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ମନିଷ ସିସୋଦିଆଙ୍କ ରିମାଣ୍ଡ ଆଜି ଶେଷ ହେଉଛି । ଏହା ଦିନକ ପୂର୍ବରୁ ସିସୋଦିଆ ଜାମିନ୍ ପାଇଁ ଆବେଦନ କରିଛନ୍ତି । ଆଦି ଅପରାହ୍ଣରେ ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯିବ । ଅଧିକ ପଚରାଉଚରା ପାଇଁ ସିବିଆଇ ଆଉ…
ଦିଲ୍ଲୀ କୋର୍ଟରେ ଜାମିନ ଆବେଦନ କଲେ ମନୀଷ ସିସୋଦିଆ
ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀର ଏକ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ସିସୋଦିଆଙ୍କ ପକ୍ଷରୁ ତାଙ୍କ ଓକିଲ ଦିଲ୍ଲୀର ରସ ଆଭେନ୍ୟୁ କୋର୍ଟରେ ଏହି ଜାମିନ ଆବେଦନ କରିଛନ୍ତି । ମନୀଷ ସିସୋଦିଆଙ୍କୁ ରବିବାର ସିବିଆଇ ଗିରଫ କରିଥିଲା । ଏହାପରେ…
‘ମନ୍ନତ’ରେ ପ୍ରବେଶ କଲେ ୨ ଯୁବକ
ମୁମ୍ବାଇ: ଶାହାରୁଖ୍ ଖାନ୍ ମୁମ୍ବାଇସ୍ଥିତ ବଙ୍ଗଳା ‘ମନ୍ନତ୍’ରେ ୨ଜଣ ଯୁବକ ପ୍ରବେଶ କରିଥିବା ପୁଲିସ କହିଛି। ବାନ୍ଦ୍ରା ପୁଲିସର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ବାହାର ପାଚେରି ଚଢ଼ି ‘ମନ୍ନତ’ ପରିସରକୁ ପ୍ରବେଶ କରିଥିବା ୨ଜଣ ଯୁବକଙ୍କୁ ‘ସିକ୍ୟୁରିଟି ଗାର୍ଡ’ମାନେ ଧରି ପକାଇଥିଲେ।…
ଭାରତକୁ ପରାସ୍ତ କଲା ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ ଶୃଙ୍ଖଳାବିଶିଷ୍ଟ ‘ବର୍ଡର୍-ଗାଭାସ୍କର୍ ଟ୍ରଫି’ର ୩ୟ ଟେଷ୍ଟ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଭାରତକୁ ୯ ୱିକେଟ୍ରେ ପରାସ୍ତ କରିଛି।ଏହି ମ୍ୟାଚ୍ ଜିଣିବା ଲାଗି ଅଷ୍ଟ୍ରେଲିଆ ମାତ୍ର ୭୬ ରନ୍ ଆବଶ୍ୟକ କରୁଥିଲା। ଆଜି ଖେଳ ଆରମ୍ଭର…
ତ୍ରିପୁରା କିମ୍ବା ନାଗାଲାଣ୍ଡ ନୁହେଁ, ମେଘାଳୟରେ ମଧ୍ୟ ସରକାର ଗଠନ କରିବ ବିଜେପି
ମେଘାଳୟରେ ମଧ୍ୟ ସରକାର ଗଠନ କରିବ ବିଜେପି। ମେଘାଳୟରେ ଦଳ ମାତ୍ର ୩ଟି ଆସନ ଜିତିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ଏନପିପି ସହ ମିଶି ସରକାର ଗଠନରେ ସହାୟତା କରିବ। ମେଘାଳୟ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସରକାର ଗଠନ ପାଇଁ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ମିଳିନାହିଁ।…
ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ
ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା ଓ ପ୍ରଧାନବିଚାରପତିଙ୍କୁ ନେଇ ଗଠିତ କମିଟି ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ ଚୟନ କରିବେ। ଏମାନଙ୍କ ସୁପାରିଶକ୍ରମେ ସିଇସି ଓ ଇସିଙ୍କୁ…