Trending
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
Browsing Category
National
ପ୍ରଧାନମନ୍ତ୍ରୀଙ୍କ ବିବୃତିକୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ସଂସଦରେ ଅନାସ୍ଥା ପ୍ରସ୍ତାବ ନେଇ ପ୍ରଧାନମନ୍ତ୍ରୀଙ୍କ ବିବୃତିକୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ୨ ଘଣ୍ଟା ୧୩ ମିନିଟ ଭାଷଣରେ ମାତ୍ର ଦୁଇ ମିନିଟ ମଣିପୁର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିରୁ ସ୍ପଷ୍ଟ ଯେ ମଣିପୁରର ସ୍ଥିତି କଣ ସେ…
ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ: ହଟିବ ଦେଶଦ୍ରୋହ ଆଇନ
ନୂଆଦିଲ୍ଲୀ: ବଦଳିବ ଦେଶର ଆଇନ । ବ୍ରିଟିଶ ଅମଳରୁ ଯେଉଁ ଆଇନଗୁଡିକ କାର୍ଯ୍ୟକାରୀ ହୋଇଆସୁଥିଲା ତାହାକୁ ବଦଳାଇବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଦେଶରୁ ହଟିବ ଦେଶଦ୍ରୋହ ଆଇନ । ଏହା ସହ ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ । ଆଜି…
ଆପ୍ ସାଂସଦ ରାଘବ ଚଡ୍ଡା ରାଜ୍ୟସଭାରୁ ନିଲମ୍ବିତ
ନୂଆଦିଲ୍ଲୀ: ଆପ୍ ସାଂସଦ ରାଘବ ଚଡ୍ଡା ନିଲମ୍ବିତ । ବିଶେଷ ଅଧିକାର ସମିତିର ରିପୋର୍ଟ ଆସିବା ଯାଏଁ ରାଜ୍ୟସଭାରୁ ନିଲମ୍ବିତ । ଦିଲ୍ଲୀ ସେବା ବିଲ ସିଲେକ୍ଟ କମିଟିକୁ ପଠାଇବା ପାଇଁ ରାଜ୍ୟସଭାରେ ଆଗତ ହୋଇଥିବା ପ୍ରସ୍ତାବରେ ରାଘବ ଦସ୍ତଖତ ଜାଲିଆତି କରିଥିବା ବିଜେଡି, ବିଜେପି ଏବଂ କିଛି…
ସଂସଦର ମୌସୁମୀ ଅଧିବେଶନର ଆଜି ଶେଷ ଦିନ
ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ । ଗତକାଲି କେନ୍ଦ୍ର ସରକାର ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ମାତ୍ ଦେଇଛନ୍ତି । ସଂସଦରେ ଆସ୍ଥା ରଖିବାକୁ ସକ୍ଷମ ହୋଇଛନ୍ତି କେନ୍ଦ୍ର ସରକାର । ବିରୋଧୀଙ୍କ ଅନୁପସ୍ଥିତରେ ହୋଇଥିବା ବାଚନିକ ଭୋଟିଂରେ ମୋଦି ସରକାର ଅନାସ୍ଥା…
ଦେଶ ସ୍ବାର୍ଥ ଅପେକ୍ଷା ଦଳୀୟ ସ୍ବାର୍ଥକୁ ଗୁରୁତ୍ବ ଦେଉଛନ୍ତି ବିରୋଧୀ : ମୋଦି
ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ବର୍ଷିଛନ୍ତି । କେନ୍ଦ୍ରର ମୋଦୀ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି । ବିରୋଧୀ ଦଳଙ୍କୁ ସମାଲୋଚନା କରି ମୋଦୀ କହିଛନ୍ତି ଯେ ଏହି ଦଳ…
ଇଡ଼େନ ଗାର୍ଡେନରେ ଅଘଟଣ
କୋଲକତା: ୨୦୨୩ ବିଶ୍ବକପ୍ ପୂର୍ବରୁ ଇଡ଼େନ ଗାର୍ଡେନରେ ଅଘଟଣ । କୋଲକାତା ସ୍ଥିତ କ୍ରିକେଟ ଷ୍ଟାଡିଅମ ଇଡ଼େନ ଗାର୍ଡେନର ଡ୍ରେସିଙ୍ଗ ରୁମରେ ଅଗ୍ନିକାଣ୍ଡ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ୨ଟି ଟିମ୍ ସହ ପହଞ୍ଚି…
ରିଲିଜ ହୋଇଛି ବହୁପ୍ରତୀକ୍ଷିତ ଫିଲ୍ମ ’ଜେଲର’
ଚେନ୍ନାଇ: ଆଜି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ’ଜେଲର’ ରିଲିଜ ହୋଇଛି । ଫିଲ୍ମରେ ରଜନୀକାନ୍ତ ଜେଲର ଭୂମିକାରେ ନଜର ଆସିଛନ୍ତ । ପ୍ରି-ବୁକିଂରେ ଫିଲ୍ମ ୧୪କୋଟି ୧୮ ଲକ୍ଷ ରୋଜଗାର କରିଛି । ପ୍ରଥମ ଦିନରେ ଫିଲ୍ମ ୪୦ରୁ ୪୫ କୋଟି କଲେକ୍ସନ କରିବ ବୋଲି ମେକର୍ସ…
ମହଙ୍ଗା ହେବାକୁ ଯାଉଛି ଦେଶର ମୁଦ୍ରାସ୍ଫିତି
ନୂଆଦିଲ୍ଲୀ: ଦେଶର ମୁଦ୍ରାସ୍ଫିତି ଚଳିତ ଆର୍ଥିକ ବର୍ଷରେ ଆହୁରି ମହଙ୍ଗା ହେବାକୁ ଯାଉଛି । ପୂର୍ବରୁ ଧାର୍ଯ୍ୟ ୫.୧ ବଦଳରେ ଚଳିତ ଆର୍ଥିକ ବର୍ଷରେ ଇନଫ୍ଲେସନ୍ ୫.୪ ପ୍ରତିଶତକୁ ବୃଦ୍ଧି ପାଇବ । ମେ’ ମାସରେ ମୁଦ୍ରାସ୍ଫିତୀ ହାର ୪.୩ ପ୍ରତିଶତ ଥିବା ବେଳେ ଜୁନରେ ଏହା ୪.୮ ରହିଥିଲା । ଅଗଷ୍ଟ…
ସଫଳତା ଅଭିମୁଖେ ଚନ୍ଦ୍ରଯାନ-୩
ଚନ୍ଦ୍ରର କକ୍ଷପଥରେ ଚନ୍ଦ୍ରଯାନ-୩ ପ୍ରବେଶ କରିଛି। ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ ଏହା ସହ ଚନ୍ଦ୍ରର ପ୍ରଥମ ଫଟୋ ଚନ୍ଦ୍ରଯାନ-୩ ପଠାଇବା ପରେ ଏବେ ଆଉ ଏକ ନିକଟତର ଚିତ୍ର ପୃଥିବୀର ସାମ୍ନାକୁ ଆସିଛି। ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଟ୍ବିଟ୍ କରିଥିବା ଚନ୍ଦ୍ରମାର ପ୍ରଥମ…
ଉପକୂଳ ଜଳଚାଷ ପ୍ରାଧିକରଣ ବିଧେୟକ, ୨୦୨୩ ସଂସଦର ଉଭୟ ସଦନରେ ଅନୁମୋଦନ
ଉପକୂଳ ଜଳଚାଷ ପ୍ରାଧିକରଣ (ସଂଶୋଧନ) ବିଧେୟକ, ୨୦୨୩ ସଂସଦର ଉଭୟ ସଦନରେ ଅନୁମୋଦନ ଲାଭ କରିଛି । ଉପକୂଳ ଜଳଚାଷ ଏବଂ ଏହା ସହିତ ଜଡିତ କାର୍ଯ୍ୟକଳାପ ସିଆରଜେଡ୍ ମଧ୍ୟରେ ଅନୁମତିପ୍ରାପ୍ତ କାର୍ଯ୍ୟକଳାପ ବୋଲି ସରକାର ଦୋହରାଇଛନ୍ତି । ସଂଶୋଧିତ ବିଲରେ ବ୍ୟବସ୍ଥା କରାଯାଇଛି ଯେ ଉପକୂଳ ଜଳଚାଷ…