Trending
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ
- ଜେଡିୟୁରେ ଯୋଗ ଦେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
- ରାଜଧାନୀରୁ ନିଖୋଜ ,ମୈତ୍ରୀବିହାର ଥାନା ଅଞ୍ଚଳରୁ ଉଦ୍ଧାର
- ଯୁଦ୍ଧ ଭିତରେ ୫୨,୩୬୦ ଜଣ ଭାରତୀୟ ଘରକୁ ଫେରିଛନ୍ତି
- ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
Browsing Category
National
ରୋଜଗାର ମେଳା କାର୍ଯ୍ୟକ୍ରମରେ ଆସନ୍ତାକାଲି ୭୧ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରୋଜଗାର ମେଳା କାର୍ଯ୍ୟକ୍ରମରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଆୟୋଜିତ ହେବ । ଆସନ୍ତାକାଲି…
ମୁଖ୍ୟମନ୍ତ୍ରୀ ଚେୟାରକୁ ନେଇ କର୍ଣ୍ଣାଟକରେ ଖଣ୍ଡଯୁଦ୍ଧ
କର୍ଣ୍ଣାଟକରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଶିବକୁମାର ସିଦ୍ଧରମୈୟା ସମର୍ଥକଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଚାଲିଛି । ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କିଛି ବିଧାୟକ ଚାହୁଁଥିବା ବେଳେ ଅନେକ ବିଧାୟକ ଚାହୁଁନାହାଁନ୍ତି । ୨୨୪ ଆସନରୁ କଂଗ୍ରେସକୁ ମିଳିଛି ୧୩୬ ଆସନ । …
ପ୍ରକାଶ ପାଇଲା ଆଇସିଏସ୍ଇ ଦଶମ ପରୀକ୍ଷା
ଭୁବନେଶ୍ବର: ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରି ଏଜୁକେସନ ଦଶମ ଓ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଆଇସିଏସ୍ଇ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଓଡ଼ିଶାରୁ ପ୍ରିୟଙ୍କା ପରାସର ଓ ବିଷ୍ଣୁ ଶତପଥୀ ଟପ୍ପର ହୋଇଛନ୍ତି। ଉଭୟ ପ୍ରିୟଙ୍କା ଓ…
ପ୍ରବୀଣ ସୁଦ୍ ହେବେ ସିବିଆଇ ନିର୍ଦ୍ଦେଶକ
ନୂଆଦିଲ୍ଲୀ: ଚର୍ଚାରେ ଥିବା ପ୍ରବୀଣ ସୁଦ୍ ସିବିଆଇ ନିର୍ଦ୍ଦେଶକ ହେବେ । କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ୍ ଆସନ୍ତା ଦୁଇ ବର୍ଷ ପାଇଁ କାର୍ଯ୍ୟଭାର ସମ୍ଭାଳିବେ । ସିବିଆଇ ନିର୍ଦ୍ଦେଶକ ଥିବା ସୁବୋଧ କୁମାର ଜୈଶଓ୍ୱାଲ ଆସନ୍ତା ୨୫ ତାରିଖରେ ଅବସର ନେବେ । ତାପରେ ଦାୟିତ୍ୱ ନେବେ ପ୍ରବୀଣ…
ବିଶ୍ୱ ମାତୃ ଦିବସ
ଆଜି ମାତୃ ଦିବସ ସାରା ବିଶ୍ୱରେ ପାଳନ କରାଯାଉଛି । ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ ମା’କୁ ମନେପକାଉଛି ବିଶ୍ବ । ସୋସିଆଲ ମିଡିଆରେ ଏନେଇ କେତେ କବିତା କେତ ଗପ କେତେ ଚର୍ଚା ହେଉଛି । ମାଆଠୁ ବଳି ନିଜର ଦୁନିଆରେ କିଛି ବି ନାହିଁ । ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ମାଆ ଥିଲେ ସେ…
କିଏ ହେବେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ: ସିଦ୍ଧରମେୟା ନା ଶିବକୁମାର ?
ବେଙ୍ଗାଲୁରୁ: ସିଦ୍ଧରମେୟା ଏବଂ ଡିକେ ଶିବକୁମାର। ଏହି ନାମକୁ ନେଇ କର୍ଣ୍ଣାଟକଠୁ ଆରମ୍ଭ କରି ସାରା ଦେଶରେ ଚର୍ଚା । ଗଣମାଧ୍ୟମରେ ଏହି ଦୁଇ ନେତାଙ୍କୁ ନେଇ ଅନେକ ଲେଖା ଲେଖାଯାଉଛି । ଡିକେ ଶିବକୁମାର ବର୍ତ୍ତମାନ ରାଜ୍ୟ କଂଗ୍ରେସ ସଭାପତି ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା…
କାହିଁକି ହାରିଲା ବିଜେପି
କର୍ଣ୍ଣାଟକରେ କାହିଁକି ହାରିଲା ବିଜେପି ତାକୁ ନେଇ ଚାରିଆଡେ ଚର୍ଚା । ମୋଦି ଫୁଲ ଦମରେ ଏଠି ପ୍ରଚାର କରିଥିଲେ ମଧ୍ୟ ବିଜେପି ହାରିବାର ମୁଖ୍ୟକାରଣ ଅନ୍ୟ କିଛି ରହିଛି ।
କଂଗ୍ରେସର ମାଗଣା ଯୋଜନା- କର୍ଣ୍ଣାଟକରେ ସରକାରକୁ ଆସିବା ପାଇଁ କଂଗ୍ରେସ ଅଧା ଦାମରେ ଗ୍ୟାସ ଦେବାକୁ କହିଥିଲା ।…
କଂଗ୍ରେସ ଦେଇଥିବା ମାଗଣା ପ୍ରତିଶ୍ରୁତି ପୂରଣ କରିବ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ସ୍ପଷ୍ଟ ବହୁମତ ପାଇଛି । ବିଜେପି ପରାଜିତ ହୋଇଛି । ମୁଖ୍ୟମନ୍ତ୍ରୀ କିଏ ହେବ ଘୋଷଣା ହୋଇନଥିଲେ ମଧ୍ୟ ଡିକେ ଶିବକୁମାର କି ସିଦ୍ଦରମୈୟା ହେବା ସଂଭାବନା ରହିଛି । ଏହାରି ଭିତରେ କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ ସମସ୍ତ…
କର୍ଣ୍ଣାଟକରେ ପରାଜୟ ସ୍ୱୀକାର କଲା ବିଜେପି, ସରକାର ଗଠନ ପୂର୍ବରୁ ତାମିଲନାଡୁ ଯିବେ ନିର୍ବାଚିତ କଂଗ୍ରେସ ବିଧାୟକ!
ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପି ପରାଜୟ ସ୍ବୀକାର କରିଛି । ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଦଳର ପରାଜୟ ପାଇଁ ନିଜକୁ ଦାୟି କରିଛନ୍ତି । ଏନେଇ ସେମାନେ ଆଲୋଚନା କରିବେ ବୋଲି ସେ କହିଛନ୍ତି । କର୍ଣ୍ଣାଟକାରେ କଂଗ୍ରେସ ଦଳ ୯୩ଟି ଆସନରେ ବିଜୟୀ ହୋଇସାରିଥିବା ବେଳେ ୪୫ଟିରେ ଆଗୁଆ…
କର୍ଣ୍ଣାଟକରେ କଂଗ୍ରେସ ଗଠନ କରିବ ସରକାର
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ବାଜି ମାରିନେଇଛି କଂଗ୍ରେସ । ମଧ୍ୟାହ୍ନ ସୁଦ୍ଧା କଂଗ୍ରେସ ସବୁଠୁ ବଡ଼ ଦଳ ଭାବେ ଦେଖାଦେଇଛି । କଂଗ୍ରେସ କ୍ଷମତାସୀନ ବିଜେପି ଠାରୁ ଯଥେଷ୍ଟ ଆଗରେ ରହିଛି। ଆହୁରି ଅନେକ ରାଉଣ୍ଡ ଭୋଟ ଗଣତି ଜାରି ରହିଥିବା ବେଳେ ଏବେ ଠାରୁ କଂଗ୍ରେସ ଜିତିବ…