Trending
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ
- ଜେଡିୟୁରେ ଯୋଗ ଦେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
- ରାଜଧାନୀରୁ ନିଖୋଜ ,ମୈତ୍ରୀବିହାର ଥାନା ଅଞ୍ଚଳରୁ ଉଦ୍ଧାର
- ଯୁଦ୍ଧ ଭିତରେ ୫୨,୩୬୦ ଜଣ ଭାରତୀୟ ଘରକୁ ଫେରିଛନ୍ତି
- ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
Browsing Category
National
ସିଙ୍ଗାପୁରରେ ଏସୀୟ ନିରାପତ୍ତା ସମ୍ମିଳନୀ
ନୂଆଦିଲ୍ଲୀ: ଆଜିଠାରୁ ସିଙ୍ଗାପୁରରେ ଏସୀୟ ନିରାପତ୍ତା ସମ୍ମିଳନୀ । ଏହି ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ହୋଇପାରେ କଥା କଟାକଟି । ଏହି ସମ୍ମିଳନୀରେ ବିଭିନ୍ନ ସଦସ୍ୟ ରାଷ୍ଟ୍ର ପ୍ରତିରକ୍ଷା ଅଧିକାରୀ, ସାମରିକ ଅଧିକାରୀ, କୂଟନୀତିଜ୍ଞ, ଅସ୍ତ୍ରଶସ୍ତ୍ର…
ଷ୍ଟାଲିନଙ୍କୁ ଭେଟିଲେ କେଜ୍ରିଓ୍ବାଲ
ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଦିଲ୍ଲୀରେ କେନ୍ଦ୍ରର ଅଧ୍ୟାଦେଶକୁ ରାଜ୍ୟସଭାରେ ବିରୋଧ ପାଇଁ କେଜ୍ରିଓ୍ବାଲ ମାଗିଥିବା ସମର୍ଥନକୁ ଗ୍ରୀନ ସିଗନାଲ ଦେଇଛନ୍ତି ଷ୍ଟାଲିନ । ଏହି ସାକ୍ଷାତ କାର୍ଯ୍ୟକ୍ରମରେ…
ରାହୁଲ ଗାନ୍ଧିଙ୍କୁ ଆମେରିକାରେ ଖୋଜ
ଆମେଥି: ଗତକାଲି କଂଗ୍ରେସ ପକ୍ଷରୁ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସ୍ମୃତି ଇରାନୀଙ୍କ ଏକ ଫଟୋ ପୋଷ୍ଟ କରାଯାଇ ନିଖୋଜ ବୋଲି ଲେଖା ଯାଇଥିଲା। ସ୍ମୃତି ଇରାନୀ ପ୍ରାୟ ଘଣ୍ଟାଏ ପରେ କଂଗ୍ରେସର ଏହି ଟ୍ୱିଟର କଡ଼ା ଜବାବ ଦେଇଛନ୍ତି। ଏଥିସହ ପୂର୍ବ ସାଂସଦ ରାହୁଲ ଗାନ୍ଧିଙ୍କୁ ଖୋଜୁଥିଲେ…
ରାଜସ୍ଥାନରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ , ଶହେ ୟୁନିଟ ଫ୍ରି ବିଜୁଳି ଘୋଷଣା
ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ରାଜ୍ୟବାସୀଙ୍କୁ ମାସକୁ ଶହେ ୟୁନିଟ ମାଗଣା ବିଜୁଳି ଘୋଷଣା କରିଛି । ଏହି ଫର୍ମୂଲା ଧରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଜୁନ୍ ୧ରୁ ଘର ପିଛା ଶହେ ୟୁନିଟ୍ ଲେଖା ମାଗଣା ବିଦ୍ୟୁତ୍…
ଆଉ ଏକ ସିଜିନ୍ ଖେଳିବେ ମହେନ୍ଦ୍ର ସିଂ ଧୋନୀ
ନୂଆଦିଲ୍ଲୀ: ପଞ୍ଚମ ଥର ପାଇଁ ଟ୍ରଫି ହାତେଇବା ପରେ ମହେନ୍ଦ୍ର ସିଂ ଧୋନୀ କହିଛନ୍ତି ସେ ଆଉ ଏକ ସିଜିନ୍ ଖେଳିବେ । ଗୁଜରାଟ ବିପକ୍ଷରେ ଫାଇନାଲ ମ୍ୟାଚ୍ ଧୋନୀଙ୍କ ଶେଷ ମ୍ୟାଚ୍ ବୋଲି ବେଶ୍ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ମାହି ।…
କୁସ୍ତି ଯୋଦ୍ଧାଙ୍କ ପାଇଁ ମୁହଁ ଖୋଲିଛି ୟୁନାଇଟେଡ ଓ୍ବାର୍ଲ୍ଡ ରେସଲିଂ
ନୂଆଦିଲ୍ଲୀ: କୁସ୍ତି ଯୋଦ୍ଧାଙ୍କ ଧାରଣା ହେବା ପରଠାରୁ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ୟୁନାଇଟେଡ ଓ୍ବାର୍ଲ୍ଡ ରେସଲିଂ । କୁସ୍ତି ଯୋଦ୍ଧା କରିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଅପିଲ କରିଛି । ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ସିଂଙ୍କ…
ହିଂସାପ୍ରବଣ ଅଞ୍ଚଳ ବୁଲିଲେ ଅମିତ ଶାହ
ଇମ୍ଫାଲ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବେ ହିଂସା ପ୍ରବଣ ମଣିପୁରରେ ସୁରକ୍ଷା ସ୍ଥିତି ସମୀକ୍ଷା କରୁଛନ୍ତି। ୪ ଦିନିଆ ମଣିପୁର ଗସ୍ତରେ ଥିବା ଶାହ ହିଂସାଗ୍ରସ୍ତ ଅଂଚଳ ଚୁରାଚାନ୍ଦପୁର ଜିଲ୍ଲା ବୁଲିଛନ୍ତି। ଏଠାରେ ଆଦିବାସୀ ମହିଳାମାନେ ଜାତୀୟ ପତାକା ଧରି ଶାହଙ୍କୁ ସ୍ବାଗତ କରିଥିଲେ।…
୪୦୦ ତଳେ ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା
ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୪୦୦ ତଳେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୫,୦୦୦ ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ…
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତର ଦ୍ୱିତୀୟ ଦିନ
ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ ହେବାକୁ ଯାଉଛି । ଏକବିଂଶ ଶତାବ୍ଦୀକୁ ପ୍ରେରଣା ଦେବା ପାଇଁ ଏହାକୁ ଏକ ନୂଆ ମଡେଲ ଭାବେ ସୃଷ୍ଟି କରିବା ପାଇଁ ନାନିଆଙ୍ଗ ଟେକ୍ନୋଲୋଜି ୟୁନିଭରସିଟି ଏବଂ ଭାରତୀୟ ବିଶ୍ୱବିଦ୍ୟାଳୟ ପରି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକ ସହଯୋଗ କରିବାର ଆବଶ୍ୟକ ରହିଛି…
ହେଲିପୋର୍ଟ ଲାଇସେନ୍ସ ମଞ୍ଜୁର ପାଇଁ ପ୍ରକ୍ରିୟାକୁ ସରଳ କଲା ଡିଜିସିଏ
ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ହେଲିପୋର୍ଟ ଲାଇସେନ୍ସ ଅନୁଦାନ ପାଇଁ ପ୍ରକ୍ରିୟାକୁ ସରଳ କରିଛି। ବର୍ତ୍ତମାନ ପାଞ୍ଚଟି ବାହ୍ୟ ସଂସ୍ଥାକୁ ଏନଓସି / କ୍ଲିୟରାନ୍ସ ପାଇଁ ଆବେଦନଗୁଡିକ ଆବେଦନକାରୀଙ୍କ ଇଜିସିଏ ପ୍ରୋଫାଇଲରେ ଗୋଟିଏ ଟ୍ୟାବ୍ ମାଧ୍ୟମରେ ରୁଟ୍ ହୋଇପାରିବ | …