Trending
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ
- ଜେଡିୟୁରେ ଯୋଗ ଦେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
Browsing Category
National
ମଣିପୁରରେ ହିଂସା ; ଗୁଳିମାଡ଼ରେ ପୁଣି ୧୧ ଜଣଙ୍କ ମୃତ୍ୟୁ ଇମ୍ଫାଲ
ଇମ୍ଫାଲ : ମଣିପୁରରେ ହିଂସା ଥମୁନି । ବ୍ୟାପକ ସୁରକ୍ଷା ସତ୍ତ୍ବେ ହିଂସା ଘଟାଉଛନ୍ତି ଉଗ୍ରପନ୍ଥୀ । ଗତରାତିରେ ଉଗ୍ରପନ୍ଥୀଙ୍କ ଗୁଳିମାଡ଼ରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। ଶତାଧିକ ସଶସ୍ତ୍ର ଉଗ୍ରପନ୍ଥୀ ଇମ୍ଫାଲ ପୂର୍ବ ଜିଲ୍ଲା ଏବଂ କାଙ୍ଗପୋକି ଜିଲ୍ଲା ସୀମା…
ଜଖାଉ ପୋର୍ଟରେ ଲ୍ୟାଣ୍ଡଫଲ କରିବ ବିପର୍ଯ୍ୟୟ
ଜଖାଉ ପୋର୍ଟରେ ଲ୍ୟାଣ୍ଡଫଲ କରିବ ବିପର୍ଯ୍ୟୟ
ଗାନ୍ଧିନଗର: ଅତି ଭୀଷଣ ରୂପ ନେଇ ଉପକୂଳ ଆଡ଼କୁ ମୁହାଁଉଛି ’ବିପର୍ଯ୍ୟୟ’ । ବିପର୍ଯ୍ୟୟ ପାଇଁ ଏବେ ସମୁଦ୍ର ଭିତରେ ପବନର ବେଗର ଘଣ୍ଟା ପ୍ରତି ୧୪୫ରୁ ୧୫୫ କିମି ରହିଛି । ବାତ୍ୟା ପ୍ରଭାବରେ ପଶ୍ଚିମ ଭାରତର ୮ଟି ରାଜ୍ୟ ପ୍ରଭାବିତ ହେବାକୁ ଥିବା…
ତାମିଲନାଡୁ ଶକ୍ତି ଓ ଅବକାରୀ ମନ୍ତ୍ରୀ ଗିରଫ ପରେ କାନ୍ଦିଲେ
ନୂଆଦିଲ୍ଲୀ : କାନ୍ଦିଲେ ଶକ୍ତି ମନ୍ତ୍ରୀ । ତାମିଲନାଡୁ ଶକ୍ତି ମନ୍ତ୍ରୀ ଇଡି ଗିରଫ କରିବା ପରେ ସେ କାନ୍ଦିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ମନି ଲଣ୍ଡରିଂ ମାମଲାରେ ତାମିଲନାଡୁ ଶକ୍ତି ଓ ଅବକାରୀ ମନ୍ତ୍ରୀ ଭି. ସେନଥିଲ୍ ବାଲାଜୀ ଗିରଫ ହୋଇଛନ୍ତି । କ୍ୟାସ୍ ଫର ଜବ୍ ସ୍କାମ…
ଜଖୌ ବନ୍ଦରରେ ‘ଲ୍ୟାଣ୍ଡ୍ଫଲ୍’ କରିପାରେ ବାତ୍ୟା ‘ବିପର୍ଯ୍ୟୟ’
ନୂଆଦିଲ୍ଲୀ: ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇ ଉତ୍ତରଆଡ଼କୁ ଗତିଶୀଳ ହେଉଥିବା ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର ସନ୍ଧ୍ୟା ବେଳେ ଗୁଜରାଟ ଉପୂକଳ ଅନ୍ତର୍ଗତ ଜଖୌ ବନ୍ଦରରେ ‘ଲ୍ୟାଣ୍ଡ୍ଫଲ୍’ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।ତେଣୁ, ସତର୍କତାମୂଳକ ପଦକ୍ଷେପ…
ମନି ଲଣ୍ଡରିଂ ମାମଲାରେ ତାମିଲନାଡ଼ୁର ଶକ୍ତି ମନ୍ତ୍ରୀ ଗିରଫ
ନୂଆଦିଲ୍ଲୀ:ମନି ଲଣ୍ଡରିଂ ମାମଲାରେ ତାମିଲନାଡ଼ୁର ଶକ୍ତି ମନ୍ତ୍ରୀ ଭି. ସେନଥିଲ୍ ବାଲାଜୀଙ୍କୁ ବାନ୍ଧିଲା ଇଡି। କ୍ୟାସ୍ ଫର ଜବ୍ ସ୍କାମରେ ଭି. ସେନଥିଲ୍ଙ୍କୁ ଇଡି ଗତକାଲି ବାନ୍ଧିବା ପରେ ଦେଖିବାକୁ ମିଳିଛି ହାଇ ଡ୍ରାମା। ହଠାତ୍ ଛାତି ଯନ୍ତ୍ରଣା ଅଭିଯୋଗ କରିବା ସହ ମନ୍ତ୍ରୀ ଗାଡ଼ିରେ…
ମଣିପୁରରେ ପୁଣି ଥରେ ହିଂସାକାଣ୍ଡ ସୃଷ୍ଟି
ନୂଆଦିଲ୍ଲୀ: ମଣିପୁରରେ ପୁଣି ଥରେ ହଂସାକାଣ୍ଡ ଦେଖିବାକୁ ମିଳିଛି । ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଶରୀରରେ ଗୁଳିର ଚିହ୍ନ ରହିଥିବା ଦେଖିବାକୁ ମିଳିଛି । କିଛି ଆହତଙ୍କୁ ଚିକିତ୍ସା ପାଇଁ ଇମ୍ଫାଲ ସ୍ଥାନାନ୍ତର କରାଯାଇଛି । ରାଜ୍ୟର ଖମେନଲୋକ ଅଞ୍ଚଳରେ ହୋଇଥିବା ଗୁଳିମାଡ଼ରେ ୯…
ପ୍ରକାଶ ପାଇଲା ନିଟ୍ ୟୁଜି-୨୦୨୩ ପରୀକ୍ଷା ଫଳ
ଭୁବନେଶ୍ୱର: ପ୍ରକାଶ ପାଇଲା ନିଟ୍ ୟୁଜି-୨୦୨୩ ପରୀକ୍ଷା ଫଳ । ଚଳିତ ଥର ନିଟରେ ଦୁଇଜଣ ଛାତ୍ର ଟପ୍ କରିଛନ୍ତି । ତାମିଲନାଡୁର ପ୍ରଭଞ୍ଜନ ଜେ ଏବଂ ଆନ୍ଧ୍ରପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ୭୨୦ରୁ ୭୨୦ ମାର୍କ ହାସଲ କରି ସର୍ବଭାରତୀୟ ସ୍ତରରେ ରାଙ୍କ-୧ ହାସଲ କରିଛନ୍ତି । ଉଭୟ ୯୯.୯୯ ପ୍ରତିଶତ…
ଏବେ ଗୁଜରାଟ ମୁହାଁ ହେଉଛି ବାତ୍ୟା ବିପର୍ଯ୍ୟୟ
ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଇଛି ‘ବିପର୍ଯ୍ୟୟ’ । ଏବେ ଗୁଜରାଟ ମୁହାଁ ହେଉଛି ବାତ୍ୟା ବିପର୍ଯ୍ୟୟ । ଗୁରୁବାର ସଂଧ୍ୟାରେ ଗୁଜରାଟର କଚ୍ଚ ଓ ପାକିସ୍ଥାନର କରାଚି ଉପକୂଳରେ ମାଡ଼ ହେବା ସମ୍ଭାବନା ରହିଛି । ଗତ ୬ ଘଣ୍ଟା ହେଲା ଏହା ୧୨ କିଲୋମିଟର ବେଗରେ ଗତି କରୁଛି…
ଉତ୍ତର ଭାରତରେ ଭୂକମ୍ପ ଝଟ୍କା ଅନୁଭୂତ
ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ମୋହାଲି, ପଞ୍ଚକୂଳ, ଜାମ୍ମୁ-କାଶ୍ମୀରରେ ଏହି ଭୂକମ୍ପ ଝଟ୍କା ବିଶେଷ ଭାବେ ଲୋକେ ଅନୁଭବ କରିଛନ୍ତି। ଏହି ଭୂକମ୍ପର ତୀବ୍ରତା ୫.୭ ଥିବା ସୂଚନା ମିଳିଛି। ଆଜି ଅପରାହ୍ନ ପ୍ରାୟ ସାଢ଼େ ୧ଟା ବେଳେ ଲୋକେ ଭୂକମ୍ପ ଅନୁଭବ କରି ଘର…
ଜୁଲାଇରେ ଲଞ୍ଚ ହେବ ଚନ୍ଦ୍ରାୟନ ୩
ନୂଆଦିଲ୍ଲୀ: ଜୁଲାଇ ୧୨ରୁ ୧୯ ତାରିଖ ମଧ୍ୟରେ ଲଞ୍ଚ ହେବ ଚନ୍ଦ୍ରାୟନ ୩ । ଚନ୍ଦ୍ରକୁ ଭାରତର ମିଶନର ଏହା ହେବ ତୃତୀୟ ଅଧ୍ୟାୟ । ଏନେଇ ଘୋଷଣା କରିଛନ୍ତି ଭାରତୀୟ ମହାକାଶ ଗବେଶଷଣା ସଂସ୍ଥା ବା ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ । କୋଟାୟମଠାରେ ଏକ କଲେଜରେ ଇସ୍ରୋ ପକ୍ଷରୁ ଆୟୋଜିତ ଦିନିକିଆ…