Trending
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Browsing Category
National
ଲଦାଖ ଗସ୍ତ କଲେ ରାହୁଲ, ଧନ୍ୟବାଦ ଜଣାଇଲେ କେନ୍ଦ୍ର ମନ୍ତ୍ରୀ ରିଜଜୁ
ଶ୍ରୀନଗର: କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଲଦାଖ ଏବଂ ଲେହ ଗସ୍ତରେ ଯାଇଥିବା ବେଳେ ଲଦାଖର ଚେହେରା କେତେ ବଦଳିଛି ତାହା କହିଛନ୍ତି କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ । ଜମ୍ମୁକଶ୍ମୀର ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବାପରେ ଏହା ରାହୁଲଙ୍କ ପ୍ରଥମ ଲଦାଖ ଗସ୍ତ। ତେବେ କଂଗ୍ରେସ ନେତା…
ଭାରତରେ ୮୫୦ ନିୟୁତ ଇଣ୍ଟରନେଟ ବ୍ୟବହାରକାରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଡିଜିଟାଲ ଅର୍ଥବ୍ୟବସ୍ଥା ମନ୍ତ୍ରୀ ସମୂହ ବୈଠକରେ ଭାରତର ୮୫୦ ନିୟୁତ ଇଣ୍ଟରନେଟ ବ୍ୟବହାରକାରୀ ବିଶ୍ୱର ସବୁଠାରୁ ଶସ୍ତା ଦରରେ ଡାଟା ବ୍ୟବହାର କରୁଛନ୍ତି ବୋଲି କହିଥିଲେ । ଦେଶ ପ୍ରଯୁକ୍ତି ବିଦ୍ୟାରେର ଯଥା ସମ୍ଭବ ବ୍ୟବହାର କରି ପ୍ରଶାସନିକ ସ୍ତର…
ଚନ୍ଦ୍ରଠାରୁ ମାତ୍ର ୨୫ କିଲୋମିଟର୍ ଦୂରରେ ‘ଲ୍ୟାଣ୍ଡର୍ ବିକ୍ରମ’
ଚନ୍ଦ୍ରର ନିକଟତର ହେଉଛି ‘ଲ୍ୟାଣ୍ଡର୍ ବିକ୍ରମ୍’ । ଚନ୍ଦ୍ରଠାରୁ ୨୫x୧୩୪ କିଲୋମିଟର୍ ଦୂର କକ୍ଷ ପଥରେ ରହି ଚନ୍ଦ୍ର ପରିକ୍ରମଣ କରୁଛି ଲ୍ୟାଣ୍ଡର । ଦ୍ବିତୀୟ ତଥା ଚୂଡ଼ାନ୍ତ ବେଗ ହ୍ରାସ ପ୍ରକ୍ରିୟା ସଫଳତାର ସହିତ ‘ଲ୍ୟାଣ୍ଡର୍ ମଡ୍ୟୁଲ୍’ କକ୍ଷପଥ ପରିସୀମା ୨୫x୧୩୪ କିଲୋମିଟର୍କୁ…
ଛତିଶଗଡ଼ରେ ୩୦୦ ୟୁନିଟ୍ ବିଜୁଳି ମାଗଣା ଦେବୁ
ଛତିଶଗଡ଼ରେ ମାସକୁ ୩୦୦ ୟୁନିଟ ବିଜୁଳି ମାଗଣା ଦିଆଯିବ ବୋଲି କହିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ । ଗ୍ରାମାଞ୍ଚଳରେ ୨୪ ଘଣ୍ଟା ବିଜୁଳି ରହିବ ଓ ପୁରୁଣା ବକେୟା ବିଲ୍ ଛାଡ଼ କରାଯିବ ବୋଲି କହିଛନ୍ତି । ନିର୍ବାଚନ ପୂର୍ବରୁ ଏପରି ଲୋଭନୀୟ ଅଫର ଦେଇଛନ୍ତି କେଜରିଓ୍ବାଲ । ଛତିଶଗଡ଼…
ଦୈନିକ ଜାଗରଣ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା ଘଟଣାରେ ବନ୍ଧା ହେଲେ ୪ ଅଭିଯୁକ୍ତ
ବିହାରର ଅରରିୟାରେ ଗତକାଲି ସାମ୍ବାଦିକ ବିମଳ କୁମାର ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି । ପୂର୍ବରୁ ତାଙ୍କ ଭାଇକୁ ମଧ୍ୟ ଗୁଳି କରି ଅପରାଧିମାନେ ହତ୍ୟା କରିଥିଲେ । ସେ ଏଥିରେ ସାକ୍ଷୀ ଥିଲେ । ତେଣୁ ଅପରାଧୀମାନେ ତାଙ୍କୁ ହତ୍ୟା…
ଜି-୨୦ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଗାନ୍ଧୀନଗର ଠାରେ ଆୟୋଜିତ ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି।
https://www.youtube.com/watch?v=CpW5VDtwzGE
ପ୍ରଧାନମନ୍ତ୍ରୀ କହିଛନ୍ତି ଗାନ୍ଧୀଜୀ ସ୍ୱାସ୍ଥ୍ୟକୁ ଏପରି ଏକ…
ବିହାରରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା
ପାଟନା: ପୁଣି ବିହାରରେ ଜଂଗଲରାଜ ଆରମ୍ଭ ହୋଇଛି । ଅପରାଧିମାନେ ପୁଣି ସାମ୍ବାଦିକଙ୍କୁ ଆକ୍ରମଣ କରି ହତ୍ୟା କରିଛନ୍ତି । ବିହାର ଅରରିଆରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା । ଏକ ଖବରକାଗଜ ସାମ୍ବାଦିକ ବିମଳ କୁମାର ଯାଦବଙ୍କୁ ୪ ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ବିମଳ ନିଜ ଘରେ…
ବିକ୍ରମ ଲ୍ୟାଣ୍ଡର ପଠାଇଲା ଫଟୋ
ବିକ୍ରମ ଲ୍ୟାଣ୍ଡର ପଠାଇଲା ଫଟୋ । ଚନ୍ଦ୍ରର ନିକଟତର ହୋଇଛି ବିକ୍ରମ ଲ୍ୟାଣ୍ଡର । ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିବ । ସେଥିରୁ ପ୍ରଜ୍ଞାନ ବାହାରକୁ ଆସି ଚନ୍ଦ୍ର ପୃଷ୍ଟରୁ ପଠାଇବ ଆବଶ୍ୟକୀୟ ସୂଚନା । ଚନ୍ଦ୍ରପୃଷ୍ଠରେ ବୁଲି କରିବ ଗବେଷଣା ।…
ସିମ୍ କାର୍ଡ ଡିଲରଙ୍କ ଲାଗି ପୋଲିସ ଯାଞ୍ଚ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ସିମ୍ କାର୍ଡ ଡିଲରଙ୍କ ଲାଗି ପୋଲିସ ଯାଞ୍ଚ ଓ ବାୟୋମେଟ୍ରିକ ଭେରିଫିକେସନ ବାଧ୍ୟତାମୂଳକ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ମନ୍ତ୍ରୀ କହିଛନ୍ତି- ପଏଣ୍ଟ-ଅଫ-ସେଲ ଡିଲରଙ୍କ ଲାଗି ପଞ୍ଜିକରଣ ହୋଇଛି ବାଧ୍ୟତାମୂଳକ ।…
ସୋନିଆ ଓ ରାହୁଲ କହିବାରୁ ମିଳିଲା ଅଧ୍ୟକ୍ଷ ପଦ: ଖଡ଼ଗେ
ନୂଆଦିଲ୍ଲୀ: ବିିବାଦୀୟ ବକ୍ତବ୍ୟ ଦେଇ ଚର୍ଚାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ନିଜେ ଦଳର ଅଧ୍ୟକ୍ଷ ହେବା ନେଇ ସେ ଯେଉଁ କଥା କହିଛନ୍ତି ତାକୁ ନେଇ ବିଜେପି ଏବଂ ଖଡ଼ଗେଙ୍କ ବିରୋଧୀମାନେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ମହିଳା କଂଗ୍ରେସର କାର୍ଯ୍ୟକ୍ରମରେ ଖଡ଼ଗେ କହିଛନ୍ତି…