Trending
- ଜିତିଲା ମୃତ୍ୟୁ,ହରିଶ ରାଣାଙ୍କୁ ‘ଇଚ୍ଛାମୃତ୍ୟୁ’ ପାଇଁ ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ
- ନନ୍ଦନକାନନ ପାଇଁ ଖୁସି ଖବର,୫ ପ୍ରଜାତିର ୧୧ ଜୀବଜନ୍ତୁ ଆସିଛନ୍ତି ,ଦେଖିବାକୁ ଲାଗିବ ପର୍ଯ୍ୟଟଙ୍କ ଭିଡ଼
- ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
Browsing Category
National
ବିଶିଷ୍ଟ କୃଷିବିଜ୍ଞାନୀ ଏମ.ଏସ. ସ୍ବାମୀନାଥନଙ୍କ ପରଲୋକ
ସବୁଜ ବିପ୍ଲବର ଜନକ ଏମଏସ ସ୍ବାମୀନାଥନଙ୍କ ୯୮ ବର୍ଷ ବୟସରେ ହୋଇଛି ପରଲୋକ । ଜଣେ ଅନ୍ତର୍ଜାତୀୟ ସ୍ତରର କୃଷିଅର୍ଥନୀତିଜ୍ଞ, କୃଷି ବିଜ୍ଞାନୀ ଓ ପ୍ଲାଣ୍ଟ ଜେନେଟିସିଷ୍ଟ ଭାବେ ଖ୍ୟାତି ଅର୍ଜନ କରିଥିଲେ ସ୍ବାମୀନାଥନ । ଗହମ ଓ ଧାନକୁ ଅଧିକ ଉତ୍ପାଦନକ୍ଷମ କରିବା ଦିଗରେ ସେ ପ୍ରମୁଖ ଭୂମିକା…
ଶୁକ୍ର ମିସନ ଆରମ୍ଭ କରିବ ଇସ୍ରୋ
ବେଙ୍ଗାଲୁରୁ: ଇସ୍ରୋ ଏବେ ଶୁକ୍ର ଗ୍ରହକୁ ମହାକାଶଯାନ ପଠାଇବାକୁ ଯୋଜନା କରୁଛି ବୋଲି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି। ଶୁକ୍ର ଗ୍ରହକୁ ଯେଉଁ ପେଲୋଡ୍ଗୁଡ଼ିକ ପଠାଯିବ ସେଗୁଡ଼ିକ ତିଆରି ସରିଯାଇଛି। ମହାକାଶ ଗବେଷଣା କ୍ଷେତ୍ରରେ ଆମର ଅଗ୍ରଗତିକୁ ଏହା ସୂଚାଉଛି। ଦିଲ୍ଲୀରେ ଭାରତୀୟ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ନୂଆ ଘର ନିର୍ମାଣ ତଦନ୍ତ ଆରମ୍ଭ କଲା ସିବିଆଇ
ଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ନିର୍ମାଣରେ ଦୁର୍ନୀତି ଅଭିଯୋଗର ତଦନ୍ତ କରିବ ସିବିଆଇ । ଦିଲ୍ଲୀ ସରକାରଙ୍କ ଜଣେ ଅଜ୍ଞାତ ସରକାରୀ କର୍ମଚାରୀଙ୍କ ବିରୋଧରେ ଏହି ତଦନ୍ତ ଦାୟର କରାଯାଇଛି। ଯଦି ତଦନ୍ତରୁ ପର୍ଯ୍ୟାପ୍ତ ତଥ୍ୟ ସାମ୍ନାକୁ ଆସେ ତେବେ ଜାତୀୟ…
ଖଲିସ୍ତାନୀ ଆତଙ୍କବାଦୀଙ୍କ ଘରେ, ୭ ରାଜ୍ୟର ୫୩ ଜାଗାରେ ଏନଆଇଏ ରେଡ୍
ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଏବଂ ତାଙ୍କ ସମର୍ଥକଙ୍କ ଘରେ ରେଡ ହୋଇଛି । କାନାଡାରେ ରହୁଥିବା ଖଲିସ୍ତାନୀ ଗୁରୁପନ୍ତ ପନ୍ନୁର ଧମକ ପରେ ରେଡକୁ ଜୋରଦାର କରାଯାଇଛି । ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟାର-ଡ୍ରଗ ତସ୍କରି ଧ୍ୱସ୍ତ କରିବା ପାଇଁ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି(ଏନଆଇଏ) ଦେଶର…
ଜାତିସଂଘ ମହାସଭାରେ ଜୟଶଙ୍କରଙ୍କ କଡ଼ା ବାର୍ତ୍ତା
ଜାତିସଂଘ ମହାସଭାରେ ବିଦେଶୀ ଦେଶମାନଙ୍କୁ କଡା ଭାଷାରେ ବାର୍ତ୍ତା ଦେଇଛନ୍ତି ଜୟଶଙ୍କର । ୟଶଙ୍କର କହିଛନ୍ତି, ପୂର୍ବରୁ କିଛି ରାଷ୍ଟ୍ର କେବଳ ସେମାନଙ୍କୁ ସୁହାଇଲା ଭଳି ଏଜେଣ୍ଡା ପ୍ରସ୍ତୁତ କରୁଥିଲେ । ଅନ୍ୟ ସବୁ ରାଷ୍ଟ୍ର କିପରି ସେହି ଏଜେଣ୍ଡାରେ ଚାଲିବେ ସେହି ଲକ୍ଷ୍ୟରେ କାମ କରୁଥିଲେ ।…
ଜାନୁଆରି ୨୨ରେ ହେବ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା
ଜାନୁଆରି ୧୪ରେ ମକର ସଂକ୍ରାନ୍ତି ପରେ ରାମଲଲାଙ୍କ ପୂଜା ପ୍ରକ୍ରିୟା ଆରମ୍ଭ କରିବା ଏବଂ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ୧୦ ଦିନିଆ ରୀତିନୀତି ପାଳନ କରିବାକୁ ମନ୍ଦିର ଟ୍ରଷ୍ଟ ନିଷ୍ପତ୍ତି ନେଇଛି। ଅଯୋଧ୍ୟାରେ ରାମଲଲାଙ୍କ ମୂର୍ତ୍ତିରେ ‘ପ୍ରାଣପ୍ରତିଷ୍ଠା’ ପରେ ଜାନୁଆରି ୨୪ରେ ଭକ୍ତଙ୍କ ପାଇଁ…
ଏହି ଦିନ ହେବ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା
୧୦ ଦିନ ଧରି ରାମଙ୍କ ପ୍ରତିଷ୍ଠା ଉତ୍ସବ ପାଳନ କରିବ
ଜାତିଗତ ଜନଗଣନା କରିବ କଂଗ୍ରେସ: ରାହୁଲ
ରାୟପୁର: ଆଗାମୀ ନିର୍ବାଚନରେ କଂଗ୍ରେସ ଜିତି ସରକାର ଗଠନ କଲେ ଜାତିଗତ ଜନଗଣନା କରିବ ବୋଲି କହିଛିନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । କଂଗ୍ରେସ ଯଦି ଛତିଶଗଡ଼ରେ ଆଗାମୀ ନିର୍ବାଚନରେ କ୍ଷମତାକୁ ଆସିବ ତେବେ ଏହା ଜାତିଗତ ଜନଗଣନା କରିବ। ରାହୁଲ କହିଛନ୍ତି, ଜାତିଗତ ଜନଗଣନା ହେଉଛି ଦେଶର…