Trending
- ଗଣେଶ ପୂଜା ଭସାଣୀ ରେ ବାଜିବନି ଡିଜେ ,ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ
- ୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ: ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
- ଦୁବାଇ ଗସ୍ତରୁ ଓଡ଼ିଶାକୁ ଆସିଛି ବଡ଼ ନିବେଶର ପ୍ରତିଶ୍ରୁତି : ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ବିଶାଳ ନିବେଶ ପ୍ରସ୍ତାବ
- ନୂଆଁଖାଇ: ମାଁ ସମଲେଶ୍ୱରୀଙ୍କ ଠାରେ ସିନ୍ଦୁର ଲାଗି ନୀତି
- ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ: କୌଣସି ସଙ୍କଟ କେବଳ ଗୋଟିଏ ଅଞ୍ଚଳରେ ସୀମିତ ନାହିଁ,ସ୍ଥିରତା ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛି ବ୍ରିକ୍ସ
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
- ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ
- ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ
Browsing Category
National
ଆଜିଠାରୁ ଦେଶରେ ଲାଗୁହେଲା ନାଗରିକତା ସଂଶୋଧନ ଆଇନ
ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କର ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଇଛି । ଏବେ ଏହି ଆଇନ ମାଧ୍ୟମରେ ଭାରତର ୩ ପଡୋସୀ ଦେଶର ଅଳ୍ପ ସଂଖ୍ୟକମାନଙ୍କୁ ଭାରତର ନାଗରିକତା ମିଳିପାରିବ । ଏନେଇ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନଲାଇନ ପୋର୍ଟାଲରେ…
ଯୋଗୀ ସରକାରଙ୍କ ହୋଲି ଉପହାର
ହୋଲି ପୂର୍ବରୁ ରାଜ୍ୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଯୋଗୀ ସରକାର। କେନ୍ଦ୍ର ସରକାରଙ୍କ ଅନୁଯାୟୀ, ବର୍ତ୍ତମାନ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଡିଏକୁ ୪ ପ୍ରତିଶତ ବୃଦ୍ଧି କରାଯାଇଛି। ରାଜ୍ୟ କର୍ମଚାରୀମାନେ ଜାନୁଆରୀ ୨୦୨୪ରୁ ଡିଏରେ ଏହି ବୃଦ୍ଧିର ଲାଭ…
ଆରମ୍ଭ ହେବ ଅଣ୍ଡର ୱାଟର ମେଟ୍ରୋ ସେବା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୬ ତାରିଖରେ କୋଲକାତାରେ ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ରୁଟ୍ ବା ପାଣି ତଳ ମାର୍ଗର ଉଦଘାଟନ କରିଛନ୍ତି। ଏହି ମେଟ୍ରୋ ସେବା ସାଧାରଣଲୋକଙ୍କ ପାଇଁ କେବେ ଆରମ୍ଭ ହେବ ବୋଲି ଲୋକେ ପ୍ରଶ୍ନ କରୁଥିବା ବେଳେ ଏହାର ତାରିଖ ଘୋଷଣା…
ବିଶ୍ୱର ସବୁଠାରୁ ଲମ୍ବା ଡବଲ-ଲେନ ସୁଡଙ୍ଗ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସର୍ବୋଚ୍ଚ ସ୍ଥାନରେ ନିର୍ମିତ ବିଶ୍ୱର ଦୀର୍ଘତମ ସେଲା ଟନେଲକୁ ଦେଶକୁ ଉତ୍ସର୍ଗ କରିଛନ୍ତି। ସେ ଆସାମ ଏବଂ ଅରୁଣାଚଳକୁ କୋଟି କୋଟି ଟଙ୍କା ମୂଲ୍ୟର ଉପହାର ମଧ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ,, ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି ଟନେଲ ହେଉଛି…
ସଚିବାଳୟରେ ଭୟାବହ ଅଗ୍ନିକାଣ୍ଡ
ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ରାଜ୍ୟ ସଚିବାଳୟ ବଲ୍ଲଭ ଭବନରେ ଭୟାବହ ଅଗ୍ନିକାଣ୍ଡ। ବଲ୍ଲଭ ଭବନ ପୁରୁଣା କୋଠାର ଚତୁର୍ଥ ମହଲାରେ ଲାଗିଛି ନିଆଁ। ଅଗ୍ନିକାଣ୍ଡର ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଅଗ୍ନିଶମବାହିନୀର ଏକାଧିକ ଟିମ। ନିଆଁକୁ ଲିଭାଇବା ଉଦ୍ଯମ ଜାରି ରହିଛି।…
ବାୟୁସେନାର ୪ଟି ୟୁନିଟକୁ ରାଷ୍ଟ୍ରପତି ପତାକା ଓ ମାନକ ପ୍ରଦାନ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହିଣ୍ଡନ ବାୟୁସେନା ଷ୍ଟେସନରେ ବାୟୁସେନାର ୪ଟି ୟୁନିଟକୁ ରାଷ୍ଟ୍ରପତି ପତାକା ଓ ମାନକ ପ୍ରଦାନ କରିଛନ୍ତି। ସେ ୨୨୧ ସ୍କ୍ୱାଡ୍ରନ୍ ଓ ୪୫ ସ୍କ୍ୱାଡ୍ରନକୁ ରାଷ୍ଟ୍ରପତି ମାନକ ପ୍ରଦାନ କରିଥିଲେ। ଏହା ସଶସ୍ତ୍ର ବାହିନୀକୁ ଦିଆଯାଉଥିବା ସର୍ବୋଚ୍ଚ ସାମରିକ…
ମୋଦିଙ୍କୁ ନୋବେଲ ପୁରସ୍କାର ଦେବାକୁ ଦାବି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ହିନ୍ଦୁ ସେନା ଦାବି କରିଛି। ହିନ୍ଦୁ ସେନାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ନୋବେଲ ଫାଉଣ୍ଡେସନକୁ ଏକ ଚିଠି ପଠାଇଛନ୍ତି। ଏହି ଚିଠିକୁ ସରକାରୀ ଇମେଲ ଆଇଡି ଏବଂ ଫାଉଣ୍ଡେସନର ଠିକଣାକୁ ପଠାଯାଇଛି। ସଂଗଠନ…
ରାଜ୍ୟସଭା ଲାଗି ମନୋନୀତ ସୁଧା ମୂର୍ତ୍ତି
ଇନଫୋସିସ୍ ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତି ରାଜ୍ୟସଭା ଲାଗି ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏ ବିଷୟରେ ଘୋଷଣା କରିଛନ୍ତି । ତେବେ ଏହି ଘୋଷଣା ପରେ ସୁଧା ମୂର୍ତ୍ତି କହିଛନ୍ତି ଆଜି ମହିଳା ଦିବସରେ ତାଙ୍କୁ ବଡ ଉପହାର ମିଳିଛି । ସେ କହିଛନ୍ତି…
ଟାଙ୍କିଏ ପାଣିକୁ ୨୦୦୦ ଟଙ୍କା
ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ ଦେଖାଦେଇଥିବାବେଳେ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଭଳି ଜଳସଙ୍କଟ କେବେ ଦେଖାଦେଇ ନ ଥିଲା। ଏହାର ସୁଯୋଗ ନେଇ ମାଫିଆମାନେ ପାଣି ଟ୍ୟାଙ୍କର ଦାମ୍ ମନଇଚ୍ଛା ବଢ଼ାଇ ଦେଇଛନ୍ତି। ୧,୦୦୦ ଟଙ୍କାରେ ପୂର୍ବରୁ ମିଳୁଥିବା ଗୋଟିଏ ଟାଙ୍କି ପାଣି ଦାମ୍…
ପଶ୍ଚିମବଙ୍ଗରେ ମହିଳାମାନେ ସବୁଠାରୁ ଅଧିକ ସୁରକ୍ଷିତ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ବିଜେପି ସନ୍ଦେଶଖାଲିକୁ ନେଇ ଗୁଜବ ପ୍ରଚାର କରୁଛି। ଲୋକସଭା ନିର୍ବାଚନର ଆନୁଷ୍ଠାନିକ ଘୋଷଣା ପୂର୍ବରୁ କୋଲକାତାରେ ଆୟୋଜିତ ଏକ ମହିଳା ଅଧିକାର ରାଲିକୁ ସମ୍ବୋଧିତ କରିବା ସମୟରେ ମମତା ବାନାର୍ଜୀ ପଶ୍ଚିମବଙ୍ଗକୁ ମହିଳାଙ୍କ…