Trending
- ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆରେ ୧୦ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ
- ଜିତିଲା ମୃତ୍ୟୁ,ହରିଶ ରାଣାଙ୍କୁ ‘ଇଚ୍ଛାମୃତ୍ୟୁ’ ପାଇଁ ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ
- ନନ୍ଦନକାନନ ପାଇଁ ଖୁସି ଖବର,୫ ପ୍ରଜାତିର ୧୧ ଜୀବଜନ୍ତୁ ଆସିଛନ୍ତି ,ଦେଖିବାକୁ ଲାଗିବ ପର୍ଯ୍ୟଟଙ୍କ ଭିଡ଼
- ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
Browsing Category
National
ସାମ୍ବାଦିକା ସୋମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ଚାରି ଦୋଷୀଙ୍କୁ ଆଜୀବନ ଦଣ୍ଡାଦେଶ
ଦିଲ୍ଲୀ: ସାମ୍ବାଦିକା ସୋମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ଚାରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ମିଳିଛି। ରବି କପୁର, ଅମିତ ଶୁକ୍ଳା, ବଲବୀର ମଲିକ ଏବଂ ଅଜୟ କୁମାରଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ଚାରି ଦୋଷୀଙ୍କ ଉପରେ ଜୋରିମାନା ମଧ୍ୟ ଲଗାଇଛନ୍ତି। ୨୦୦୮ ମସିହା…
ଟନେଲରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବାଧା: ଉଦ୍ଧାର କାର୍ଯ୍ୟ ବିଳମ୍ଭ ହେବ
ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଅଗର ମେସିନର ବ୍ଲେଡ ଭାଙ୍ଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛିଟନେଲ ଭିତରେ ଥିବା ସବୁ ଶ୍ରମିକ ସୁସ୍ଥ ଥିଲେ ମଧ୍ୟ ମେସିନ ଖରାପ ହୋଇଯିବାରୁ ସେମାନଙ୍କୁ ଉଦ୍ଧାର କରାଯାଇପାରିନାହିଁ । …
ଫାଇଟର ଏୟାରକ୍ରାଫ୍ଟ ତେଜସ: ତେଜସରେ ଉଡାଣ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବେଙ୍ଗାଲୁରୁ: ହାଲୁକା ଲଢୁଆ ବିମାନ ତେଜସରେ ଉଡାଣ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଡ଼ାଣ ପରେ ମୋଦି କହିଛନ୍ତି- ସ୍ବଦେଶୀ ଜ୍ଞାନ କୌଶଳ ଓ ସାମର୍ଥ୍ୟ ଉପରେ ତାଙ୍କର ପୂର୍ଣ୍ଣ ଆସ୍ଥା ରହିଛି। ଟୁ-ସିଟର ତେଜସ ଟ୍ରେନର ଭାରିଆଣ୍ଟରେ ସେ ଉଡାଣ ଭରିଥିଲେ। ବାୟୁସେନା ଓ ନୌସେନା ଦ୍ବାରା…
ମହିଳା ବିରୋଧୀ ହିଂସା ନିବାରଣ ଦିବସ
ଆଜି ହେଉଛି ଆନ୍ତର୍ଜାତିକ ମହିଳା ବିରୋଧୀ ହିଂସା ନିବାରଣ ଦିବସ। ୧୯୮୧ ମସିହାରୁ ମହିଳା ଅଧିକାର କର୍ମୀମାନେ ପ୍ରତିବର୍ଷ ନଭେମ୍ବର ୨୫ ତାରିଖକୁ ଆନ୍ତର୍ଜାତିକ ମହିଳା ବିରୋଧୀ ହିଂସା ନିବାରଣ ଦିବସ ଭାବେ ପାଳନ କରି ଆସୁଛନ୍ତି। ୨୦୦୮ ମସିହାରେ ମହିଳା ହିଂସାର ଅନ୍ତ ଘଟାଇବା ଲାଗି ଜନ ସଚେତନତା…
ଆଜି ଉଦ୍ଧାର ହୋଇପାରନ୍ତି ଶ୍ରମିକ
ଆଜି ଉଦ୍ଧାର ହୋଇପାରନ୍ତି ଶ୍ରମିକ । ଉତ୍ତରକାଶୀ ସିଲ୍କୟାରା ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଲାଗି ଆଉ କିଛି ଘଣ୍ଟା ପରେ ଶେଷ ହୋଇପାରେ ମିଶନ । ସମସ୍ତଙ୍କୁ ନିରାପଦରେ ଟନେଲ ଭିତରୁ ବାହାର କରିବା ଲାଗି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ହୋଇଛି । ଶ୍ରମିକମାନଙ୍କ ସ୍ବାସ୍ଥ୍ୟାବସ୍ଥା…
ରାଜସ୍ଥାନ ବିଧାନସଭା ନିର୍ବାଚନ, ଶନିବାର ଭୋଟ୍
ଜୟପୁର : ଆସନ୍ତାକାଲି ରାଜସ୍ଥାନ ବିଧାନସଭା ନିର୍ବାଚନ । ପ୍ରଚାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ କିଏ ସରକାର ଗଠନ କରିବ ତାକୁ ନେଇ ଅପେକ୍ଷା । ରାଜ୍ୟର ୨୦୦ଟି ଆସନ ମଧ୍ୟରୁ ୧୯୯ଟି ଆସନରେ ଶନିବାର ଭୋଟ୍ ଗ୍ରହଣ ହେବ । ଶ୍ରୀ ଗଙ୍ଗାନଗର ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରୁମିତ ସିଂ…
ରାହୁଲ ଗାନ୍ଧିଙ୍କ ଅଡ଼ୁଆ ବଢ଼ିଲା
ବିଶ୍ୱକପ୍ କ୍ରିକେଟ ଫାଇନାଲ୍ ମ୍ୟାଚରେ ଭାରତର ପରାଜୟ ପରେ ପିଏମ୍ ମୋଦିଙ୍କୁ ଟାର୍ଗେଟ୍ କରି ରାହୁଲ ଗାନ୍ଧି ପନୌତି ଶବ୍ଦ ବ୍ୟବହାର କରିଥିଲେ। ସେ ନଭେମ୍ବର ୨୧ରେ ରାଜସ୍ଥାନରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ବେଳେ କହିଥିଲେ ଯେ ‘ପିଏମ୍ ଅର୍ଥ ପନୌତି ମୋଦି। ମୋଦି ଟିଭିରେ…