Trending
- ଯେଉଁମାନେ ପୂର୍ବରୁ ବାଘ କହୁଥିଲେ ସେମାନେ କାଗଜ ବାଘ ବୋଲି ପ୍ରମାଣିତ ହୋଇଛନ୍ତି -ପ୍ରୀତିରଞ୍ଜନ ଘଡ଼ାଇ
- ବିଜେଡିରେ ପୁଣି ହଲଚଲ ,କାରଣ ନବୀନ ନିବାସରେ ଦଳର ବଡ ବୈଠକ ବସିଛି
- ଓଡ଼ିଶାରେ ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା
- ନିତିନ ନବୀନ ହେଉଛନ୍ତି ବସ୍ ଏବଂ ମୁଁ ଜଣେ ଦଳୀୟ କର୍ମୀ – ପ୍ରଧାନମନ୍ତ୍ରୀ ମୋଦୀ
- ତାଗିଦ୍ ପରେ ବି ଦୋକାନୀ ଶୁଣୁନାହାନ୍ତି – ବିଏମସି ମେୟର ସୁଲୋଚନା ଦାସ
- ବିଜେପିର ନୂଆ ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ନେଲେ ନୀତିନ ନବୀନ
- ଚିଲିକାରେ ଡଲଫିନ ଗଣନା ଆରମ୍ଭ, ଆଜିଠୁ ତିନିଦିନ ଧରି ଚାଲିବ ଗଣନା , ଡଙ୍ଗାଚଳାଚଳ ବନ୍ଦ
- ୟୁନିଟ୍-୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା: ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଏମସି କମିଶନର ରଞ୍ଚଳ ରଣା
- ୟୁନିଟ-୧ ହାଟରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
- କଳାହାଣ୍ଡି ଜିଲ୍ଲା ପାଇଁ ପ୍ରାୟ ୮୯୧ .୩୯ କୋଟି ଟଙ୍କା ବିନିମୟରେ ୩ ହଜାର ୬୧୨ ଟି ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
Browsing Category
National
ଭାରତର କୂଟନୈତିକ ବିଜୟ
ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ଅଟକ ରଖିଥିବା ଭାରତର ୮ଜଣ ଅବସରପ୍ରାପ୍ତ ନୌସେନା କର୍ମଚାରୀଙ୍କୁ କତର ମୁକ୍ତ କରିଥିବା କଥା ଗତରାତିରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୂଚନା ଦେଇଛି।ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ, ଘରୋଇ ପ୍ରତିଷ୍ଠାନ ଅଲ୍ ଦାହରା ଗ୍ଲୋବାଲ୍ କମ୍ପାନିରେ…
ପଞ୍ଜାବର ସମସ୍ତ ଲୋକସଭା ଆସନରେ ‘ଆପ୍’ ପ୍ରାର୍ଥୀ ଦେବ
ପଞ୍ଜାବର ସମସ୍ତ ଲୋକସଭା ଆସନରେ ‘ଆପ୍’ ପ୍ରାର୍ଥୀ ଦେବା ନେଇ କେଜ୍ରିୱାଲ ଘୋଷଣା କରିଛନ୍ତି । ପଞ୍ଜାବରେ କଂଗ୍ରେସ ସହ କୌଣସି ମେଣ୍ଟ ହେବ ନାହିଁ ବୋଲି ଆପ୍ ସ୍ପଷ୍ଟ କରିଛି। ଆମ ଆଦମୀ ପାର୍ଟି ପକ୍ଷରୁ ପଞ୍ଜାବର ୧୩ ଏବଂ ଚଣ୍ଡିଗଡ଼ର ୧୪ ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ…
ଡେୟରୀ ମିଲ୍କ ଚକୋଲେଟରୁ ବାହାରିଲା ପୋକ
ଆଜିକାଲି ଲୋକମାନେ ଅନଲାଇନ୍ ଜରିଆରେ ବିଭିନ୍ନ ପ୍ରକାରର ଖାଦ୍ୟ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ଡ୍ରେସ, ବୈଦ୍ୟୁତିକ ସରଞ୍ଜାମ ଅର୍ଡର କରୁଛନ୍ତି । ତେବେ ଅନେକ ସମୟରେ ଖାଦ୍ୟ ବଦଳରେ ଅନ୍ୟ କିଛି ସାମଗ୍ରୀ ଘରେ ପହଞ୍ଚୁଥିବାର ଦେଖାଯାଇଥାଏ । ତେବେ ଏହା ମଧ୍ୟରେ ଏକ ନୂଆ ଖବର ସାମ୍ନାକୁ ଆସିଛି ।…
ଆସନ୍ତାକାଲି ଆସ୍ଥା ଭୋଟ: ନିଜ ବାସଭବନରେ ବିଧାୟକଙ୍କୁ ନଜରବନ୍ଦୀ କଲେ ତେଜସ୍ୱୀ
ପାଟନା: ବିହାର ରାଜନୀତି ସରଗରମ ହୋଇଥିବା ବେଳେ ଆସନ୍ତା ୧୨ ତାରିଖରେ ହେବାକୁ ଯାଉଛି ବିହାରରେ ଆସ୍ଥା ଭୋଟ୍ । ପାଟନାସ୍ଥିତ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବାସ ଭବନକୁ ଆରଜେଡି ବିଧାୟକ ଏବଂ ବାମପନ୍ଥୀ ବିଧାୟକମାନେ ଯାଉଛନ୍ତି । ସମସ୍ତ ବିଧାୟକଙ୍କୁ ବିଧାୟକମାନଙ୍କୁ…
୮ ସାଂସଦଙ୍କ ସହ ଭୋଜନ କଲେ ପ୍ରଧାନମନ୍ତ୍ରୀ
ଗତକାଲି ସଂସଦ ଭବନର କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀ ମୋଦୀ କେତେକ ସାଂସଦଙ୍କ ଗହଣରେ ମଧ୍ୟାହ୍ନ ଭୋଜନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୮ ଜଣ ସାଂସଦଙ୍କ ପାଖକୁ ଏକ କଲ୍ ଯାଇଥିଲା ଯେ ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ଭେଟିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସାଂସଦଙ୍କ…
ତିନି ଜଣଙ୍କୁ ମିଳିବ ଭାରତ ରତ୍ନ !
ତିନି ଜଣଙ୍କୁ ମିଳି ଭାରତ ରତ୍ନ। ଭାରତ ରତ୍ନ ଘୋଷଣା କଲେ କେନ୍ଦ୍ର ସରକାର। ପୂର୍ବ ପ୍ରଧାନମନ୍ତ୍ରୀ ନରସିହ୍ମା ରାଓଙ୍କୁ ଭାରତ ରତ୍ନ।ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ । ସେହିପରି ଡାକ୍ତର ଏମ.ଏସ ସ୍ୱାମୀନାଥଙ୍କୁ ମିଳିବ ଭାରତ ରତ୍ନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏକ୍ସ’ରେ ଏହା…
ଉତ୍ତରାଖଣ୍ଡ ହଲଦ୍ବାନୀ ଦଙ୍ଗାରେ ୬ ମୃତ, ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାକୁ ନିର୍ଦ୍ଦେଶ
ହଲଦ୍ବାନୀ: ଉତ୍ତରାଖଣ୍ଡର ହଲଦ୍ୱାନୀର ବନଭୁଲପୁରା ଥାନା ଅଞ୍ଚଳରେ ବିଗିଡ଼ିବାରେ ଲାଗିଛି ଆଇନ ଶୃଙ୍ଖଳା ସ୍ଥିତି । ଦଙ୍ଗା ଯୋଗୁଁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ୫୦ରୁ ଅଧିକ ପୋଲିସ କର୍ମୀ ଗୁରୁତର ହୋଇଛନ୍ତି । ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି…
ଫେସବୁକ ଲାଇଭ୍ ବେଳେ ହେଲା ଗୁଳିମାଡ଼,ପ୍ରାଣ ହରାଇଲେ ୟୁବିଟି ନେତା
ମୁମ୍ବାଇ : ଫେସବୁକ ଲାଇଭ୍ ବେଳେ ହେଲା ଗୁଳିମାଡ଼। ପ୍ରାଣ ହରାଇଲେ ଶିବସେନା ୟୁବିଟି ନେତା ଅଭିଷେକ ଘୋସାଲକର। ମୁମ୍ବାଇ ବୋରିଭାଲି ୱେଷ୍ଟର ଆଇସି କଲୋନୀରେ ଏହି ଗୁଳିମାଡ଼ ହୋଇଛି। ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ଯୁବନେତା ଅଭିଷେକ ଜଣେ ପୂର୍ବତନ କର୍ପୋରେଟର। ସେ ଜଣେ ବ୍ୟବସାୟୀ ମୋରିସ୍…
ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ବଡ ଦୁର୍ଘଟଣା
ଆଜି ସାମ୍ନାକୁ ଆସିଛି ଏକ ଭୟାନକ ଦୁର୍ଘଟଣା । ଅଚାନକ ଯେତେବେଳେ ଗୋକଲପୁରୀ ମେଟ୍ରୋ ଷ୍ଟେସନର ଏକ ଅଂଶ ଖସିପଡିଲା ସେତେବେଳେ ଲୋକଙ୍କ ଚିତ୍କାରରେ ସ୍ଥାନୀୟ ଅଞ୍ଚଳ ଥରିଉଠିଲା । କୁହାଯାଉଛି କି ଗୁରୁବାର ମଧ୍ୟାହ୍ନ ସମୟରେ ଗୋକଲପୁରୀ ମେଟ୍ରୋ ଷ୍ଟେସନରେ ରନିଂ ମେଟ୍ରୋ ଲାଇନ୍ର ପାଶ୍ୱର୍ବର୍ତ୍ତୀ…
ମୋଦୀଙ୍କୁ ଭେଟିଲେ ନୀତିଶ
ଜେଡିୟୁ ମୁଖ୍ୟ ନୀତୀଶ କୁମାର ଏନଡିଏରେ ସାମିଲ ହୋଇ ବିଜେପି ସହ ବିହାରରେ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ମୋଦୀଙ୍କୁ ଭେଟିଛନ୍ତି। ତେବେ ନୀତିଶଙ୍କ ସହ ଗତ ଜାନୁଆରି ୨୮ ତାରିଖରେ ବିହାର ମହାମେଣ୍ଟ ଛାଡିଥିବା ସମସ୍ତ ଜେଡିୟୁ ନେତା ତାଙ୍କର ଏହି ପ୍ରଥମ ଦିଲ୍ଲୀ ଗସ୍ତ ସମୟରେ ଭାରତୀୟ…