Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
National
୨୦୦ ବର୍ଷର ରେକର୍ଡ ଭାଙ୍ଗିଲେ ୧୯ ବର୍ଷର ଯୁବକ ଦେବବ୍ରତ ରେଖେ
ବନାରସ : ବେଦ ପାଠ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ମହାରାଷ୍ଟ୍ରର ଅହିଲ୍ୟାନଗରର ୧୯ ବର୍ଷ ବୟସ୍କ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେ ଶୁକ୍ଳ ଯଜୁର୍ବେଦର ସର୍ବୋଚ୍ଚ ଏବଂ ସବୁଠାରୁ କଠିନ ପାଠ ଶୈଳୀ 'ଦଣ୍ଡକ୍ରମ ପାରାୟଣ'କୁ ସଫଳତାର ସହ ସମ୍ପୂର୍ଣ୍ଣ କରି ଇତିହାସ ସୃଷ୍ଟି…
ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଉପ ନିର୍ବାଚନରେ ବିଜେପିର ବାଜିମାତ୍
ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଉପ ନିର୍ବାଚନରେ ବିଜେପିର ବାଜିମାତ୍ । ମୋଟ ୧୨ଟି ଓ୍ୱାର୍ଡରୁ ବିଜେପି ପ୍ରାର୍ଥୀ ୭ଟିରେ ବିଜୟ ହାସଲ କରିଛନ୍ତି । ଅନ୍ୟ ଦିଗରେ ବିରୋଧୀଙ୍କ ଖାତାକୁ ୫ଟି ଓ୍ୱାର୍ଡ ଯାଇଛି ।
ସୂଚନାନୁସାରେ, ନଭେମ୍ବର ୩୦ ତାରିଖରେ ଦିଲ୍ଲୀ ମହାନଗର ନିଗମ ପାଇଁ ଭୋଟ୍…
ଆଇଏସ୍ଆଇ ପାଇଁ ଗୁପ୍ତଚର ବୃତ୍ତି ଅଭିଯୋଗରେ ପଞ୍ଜାବର ଯୁବକ ଗିରଫ: ରାଜସ୍ଥାନ CID ଇଣ୍ଟେଲିଜେନ୍ସର ବଡ଼ ସଫଳତା
ଜୟପୁର, ଡିସେମ୍ବର ୨: ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍ଆଇ (ISI) ପାଇଁ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ରାଜସ୍ଥାନ CID ଇଣ୍ଟେଲିଜେନ୍ସ ସୋମବାର ଦିନ ଜଣେ ଯୁବକକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ପ୍ରକାଶ ସିଂ ଓରଫ୍ ବାଦଲ। ସେ ପଞ୍ଜାବର ଫିରୋଜପୁରର ବାସିନ୍ଦା।…
ସଂସଦ ଅଧିବେଶନ ଆରମ୍ଭରୁ ଲୋକସଭାରେ ହଙ୍ଗାମା
ସଂସଦ ଅଧିବେଶନ ଆରମ୍ଭରୁ ଲୋକସଭାରେ ହଙ୍ଗାମା। ଏସଆଇଆର ପ୍ରସଙ୍ଗକୁ କେନ୍ଦ୍ର କରି ଗୃହରେ ବିରୋଧୀ କରିଛନ୍ତି ହଙ୍ଗାମା। ଅଚଳାବସ୍ଥା ଯୋଗୁ ଗୃହକୁ ବାରମ୍ବାର ମୁଲତବି ଘୋଷଣା କରାଯାଇଛି।
ସେପଟେ ସଂସଦରେ ନିର୍ବାଚନ ମଣ୍ଡଳୀ ପ୍ରସଙ୍ଗରେ ହେଉ ଆଲୋଚନା। ପ୍ରଥମ ଥର ଲାଗି ନିର୍ବାଚିତ ହୋଇଥିବା ଓ…
ଆଜି BSF ପ୍ରତିଷ୍ଠା ଦିବସ: ସୀମା ସୁରକ୍ଷା ବଳର ବୀରତ୍ୱକୁ ସମ୍ମାନ
ନୂଆଦିଲ୍ଲୀ, ଡିସେମ୍ବର ୧: ଆଜି ହେଉଛି ଭାରତର ସୀମା ସୁରକ୍ଷା ବଳ (Border Security Force - BSF)ର ପ୍ରତିଷ୍ଠା ଦିବସ। ଡିସେମ୍ବର ୧, ୧୯୬୫ ମସିହାରେ ସ୍ଥାପିତ ହୋଇଥିବା BSF, ଦେଶର ସୀମାକୁ ସୁରକ୍ଷା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। BSFକୁ 'ଭାରତର ପ୍ରଥମ ପ୍ରତିରକ୍ଷା…
ମୋଦୀ କହିଲେ- ବିରୋଧୀ ହତାଶ
ଆଜିଠୁ ସଂସଦରେ ଆରମ୍ଭ ହୋଇଛି ଶୀତ ଅଧିବେଶନ। ମୋଦୀ କହିଛନ୍ତି ଏହି ଅଧିବେଶନ ଏକ ବିକଶିତ ଭାରତର ସନ୍ଧାନକୁ ଆହୁରି ଶକ୍ତିଶାଳୀ କରିବାର ଏକ ସୁଯୋଗ। ବିରୋଧୀ ଦଳକୁ ପରାଜୟର ନିରାଶାକୁ ଦୂର କରି ଦୃଢ଼ ପ୍ରସଙ୍ଗ ଉଠାଇବାକୁ ପଡିବ। ଏହି ଅଧିବେଶନ ପରାଜୟର ହତାଶା କିମ୍ବା ବିଜୟର ଅହଙ୍କାରର…
ଆଜିଠୁ ସଂସଦରେ ଆରମ୍ଭ ହେବ ଶୀତ ଅଧିବେଶନ
ଆଜିଠୁ ସଂସଦରେ ଆରମ୍ଭ ହେବ ଶୀତ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ କମ୍ପିବ ଗୃହ। ଉଭୟ ଓ ଲୋକସଭା ଓ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧି ରଣନୀତି ପ୍ରସ୍ତୁତ କରିଥିବା ବେଳେ କାଉଣ୍ଟର କରିବାକୁ ପ୍ରସ୍ତୁତ ଶାସକ ଦଳ । ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ସ୍ପଷ୍ଟ…
BLOଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି
ଡବଲ୍ ହେଲା BLOଙ୍କ ପାରିଶ୍ରମିକ। ପାରିଶ୍ରମିକକୁ ଦୁଇଗୁଣା ବୃଦ୍ଧି କଲେ ନିର୍ବାଚନ କମିଶନ । BLOଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ଭୋଟର ତାଲିକା ଅପଡେଟ୍ ପାଇଁ ମିଳିବ ଅତିରିକ୍ତ ଦୁଇ ହଜାର ଟଙ୍କା। ପୂର୍ବରୁ ଏଥିପାଇଁ ହଜାରେ ଟଙ୍କା ପ୍ରଦାନ…
ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ
ନ୍ୟାସନାଲ ହେରାଲ୍ଡ ମାମଲାରେ ନୂଆ ଏଫଆଇର ରୁଜୁ କଲା ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା । ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସର ଇଓଡବ୍ଲ୍ୟୁ। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଅପରାଧିକ ଷଡ଼ଯନ୍ତ୍ରର ଅଭିଯୋଗ ଲଗାଯାଇଛି । ୯୮୮…
ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ
ଲକ୍ଷ୍ନୌ: ଭାରତୀୟ ସେନାର ମେଜର ଜେନେରାଲ ଆର୍ମି ସର୍ଭିସ କର୍ପ୍ସ (ଏମ୍ଜି ଏଏସ୍ସି) କମାଣ୍ଡ ହେଡକ୍ୱାର୍ଟର୍ସ ଲକ୍ଷ୍ନୌର ଇନ୍-ଚାର୍ଜ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀ (୫୨) ଦୀର୍ଘଦିନର ରୋଗ ସହ ଲଢ଼ି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରିଜଭୀଙ୍କ ପରଲୋକ ପରେ ଗଭୀର ଶୋକ…