Trending
- ଯେଉଁମାନେ ପୂର୍ବରୁ ବାଘ କହୁଥିଲେ ସେମାନେ କାଗଜ ବାଘ ବୋଲି ପ୍ରମାଣିତ ହୋଇଛନ୍ତି -ପ୍ରୀତିରଞ୍ଜନ ଘଡ଼ାଇ
- ବିଜେଡିରେ ପୁଣି ହଲଚଲ ,କାରଣ ନବୀନ ନିବାସରେ ଦଳର ବଡ ବୈଠକ ବସିଛି
- ଓଡ଼ିଶାରେ ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା
- ନିତିନ ନବୀନ ହେଉଛନ୍ତି ବସ୍ ଏବଂ ମୁଁ ଜଣେ ଦଳୀୟ କର୍ମୀ – ପ୍ରଧାନମନ୍ତ୍ରୀ ମୋଦୀ
- ତାଗିଦ୍ ପରେ ବି ଦୋକାନୀ ଶୁଣୁନାହାନ୍ତି – ବିଏମସି ମେୟର ସୁଲୋଚନା ଦାସ
- ବିଜେପିର ନୂଆ ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ନେଲେ ନୀତିନ ନବୀନ
- ଚିଲିକାରେ ଡଲଫିନ ଗଣନା ଆରମ୍ଭ, ଆଜିଠୁ ତିନିଦିନ ଧରି ଚାଲିବ ଗଣନା , ଡଙ୍ଗାଚଳାଚଳ ବନ୍ଦ
- ୟୁନିଟ୍-୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା: ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଏମସି କମିଶନର ରଞ୍ଚଳ ରଣା
- ୟୁନିଟ-୧ ହାଟରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
- କଳାହାଣ୍ଡି ଜିଲ୍ଲା ପାଇଁ ପ୍ରାୟ ୮୯୧ .୩୯ କୋଟି ଟଙ୍କା ବିନିମୟରେ ୩ ହଜାର ୬୧୨ ଟି ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
Browsing Category
National
ଆଜିଠାରୁ ଆୟୁଷ୍ମାନ କାର୍ଡ ମାଗଣା ସ୍ବାସ୍ଥ୍ୟ ସେବା ଏହି ରାଜ୍ୟରେ ବନ୍ଦ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ବାରା ଜାରି ହୋଇଥିବା ଆୟୁଷ୍ମାନ କାର୍ଡ ମାର୍ଚ୍ଚ ୧୬ଠାରୁ ହରିୟାଣାରେ କାର୍ଯ୍ୟ କରିବା ବନ୍ଦ ହୋଇଛି। ଫଳରେ ଏହା ଅନ୍ତର୍ଗତ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଆଉ ମିଳିବ ନାହିଁ।…
ପରିବେଶ ଅନୁକୂଳ ନିର୍ବାଚନ ଉପରେ ନିର୍ବାଚନ କମିଶନରଙ୍କ ଗୁରୁତ୍ୱ
୨୦୨୪ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନର ରାଜୀବ କୁମାର ଆଜି ତାରିଖ ଘୋଷଣା କରିଛନ୍ତି । ଏହି କ୍ରମରେ ନିର୍ବାଚନ ପ୍ରଚାର ସମୟରେ କିଭଳି ପରିବେଶ ଅନୁକୂଳ ସାମଗ୍ରୀର ବ୍ୟବହାର କରାଯିବ ତା ଉପରେ ଗୁରୁତ୍ୱ ଦେବାକୁ ସେ ସମସ୍ତ ରାଜନୈତିକ ଦଳଙ୍କୁ ଅବଗତ କରାଇଛନ୍ତି । ନିର୍ବାଚନ କମିଶନର…
ଓଡ଼ିଶାରେ ମେ ୧୩, ୨୦, ୨୫ ଓ ଜୁନ ୧ରେ ଭୋଟ ଗ୍ରହଣ
ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ରାଜ୍ୟରେ ମେ ୧୩ ଓ ମେ ୨୦, ମେ ୨୫ ଓ ଜୁନ ୧ରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗ୍ରହଣ ହେବ ।୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତର ନିର୍ବାଚନ କମିସନ। ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ…
ଦକ୍ଷିଣଭାରତ ଗସ୍ତରେ ପ୍ରଧାନମନ୍ତ୍ରୀ
ଦକ୍ଷିଣ ଭାରତରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ। ତାମିଲନାଡୁରୁ ଆରମ୍ଭ ହୋଇଛି ମୋଦିଙ୍କ 3 ଦିନିଆ ସାଉଥ୍ ମିଶନ। କନ୍ୟାକୁମାରୀରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ପିଏମ୍। ଡିଏମକେ ଓ କଂଗ୍ରେସକୁ କରିଛନ୍ତି ଟାର୍ଗେଟ୍। କହିଛନ୍ତି, ଦକ୍ଷିଣରେ ଭାଙ୍ଗିବ ଇଣ୍ଡି ମେଣ୍ଟର ସବୁ…
ମଣିପୁରରେ ଭୂମିକମ୍ପ ଅନୁଭୂତ
ଦେଶରେ ପୁଣି ଥରେ ଭୂମିକମ୍ପ ଅନୁଭୂତ । ଆଜି ସକାଳେ ମଣିପୁରରେ ରିକ୍ଟର ସ୍କେଲରେ ୩.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ କୁହାଯାଇଛି ଯେ ସକାଳ ୬ଟା ୫୬ ମିନିଟରେ ମଣିପୁରର ଉଖରୁଲରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ତେବେ ଏହି ଭୂମିକମ୍ପରେ କୌଣସି…
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ଗୁରୁତର ଆହତ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି। ଆହତର ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚା ଆରମ୍ଭ ହୋଇଛି । କିଛି ଲୋକ କହୁଛନ୍ତି ନିର୍ବାଚନ ପୂର୍ବରୁ ଭୋଟ ପାଇବା ପାଇଁ ମମତା ଏପରି କରୁଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ମୋଦି…
ନିର୍ବାଚନୀ ବଣ୍ଡ୍ ତାଲିକା ପ୍ରକାଶ ପାଇଲା
ବହୁ ତର୍କ ବିତର୍କ ପରେ ଶେଷରେ ନିର୍ବାଚନୀ ବଣ୍ଡ୍ ତାଲିକା ପ୍ରକାଶ ପାଇଲା । ରାଜନୈତିକ ଦଳଗୁଡ଼ିକୁ ବିଭିନ୍ନ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ନିର୍ବାଚନୀ ବଣ୍ଡ୍ ଜରିଆରେ ପ୍ରଦାନ କରିଥିବା ଚାନ୍ଦାର ତଥ୍ୟକୁ ନିର୍ବାଚନ କମିସନ ତାଙ୍କ ୱେବସାଇଟ୍ରେ ସାର୍ବଜନୀନ କରିଛନ୍ତି। ଦୁଇଟି ଫାଇଲ୍ରେ ଏହି…
୨୦୨୯ରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ହେବ
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ପଥ ପରିଷ୍ପାର ହୋଇଛି । ବିଭିନ୍ନ ରାଜନୀତିକ ଦଳ, ବିଶେଷଜ୍ଞ ଓ ଅନ୍ୟ ଅଂଶିଦାରଙ୍କ ମତାମତକୁ ଯାଞ୍ଚ କରି ସର୍ବସମ୍ମତିକ୍ରମେ ଦେଶରେ ଏକକ ନିର୍ବାଚନ ହେବା ସପକ୍ଷରେ କମିଟି କହିଛି। ଏଥିପାଇଁ କେନ୍ଦ୍ର ସରକାର ଏମିତି ଏକ ଆଇନଗତ ବ୍ୟବସ୍ଥା ଆପଣାନ୍ତୁ, ଯାହା…
୧୮ଟି ଓଟିଟି ପ୍ଲାଟ୍ଫର୍ମ, ୧୯ଟି ୱେବ୍ସାଇଟ୍କୁ ବନ୍ଦ କଲେ ସରକାର
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ୧୯ଟି ୱେବସାଇଟ୍, ୧୦ ଟି ଆପ୍ (ଗୁଗୁଲ୍ ପ୍ଲେ ଷ୍ଟୋର୍ରୁ ୭ଟି, ଆପଲ୍ ଆପ୍ ଷ୍ଟୋର୍ରୁ ୩ଟି) ଏବଂ ୫୭ ଟି ସୋସିଆଲ୍ ମିଡିଆ ଆକାଉଣ୍ଟକୁ ମଧ୍ୟ ବନ୍ଦ କରି ଦିଆଯାଇଛି।ସରକାର ୧୮ଟି ଓଟିଟି ପ୍ଲାଟଫର୍ମକୁ ବ୍ଲକ୍ କରିଦେଇଛନ୍ତି।…
ସୁପ୍ରିମ୍କୋର୍ଟରେ ଓଡ଼ିଆ ଝିଅ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧନା
ସୁପ୍ରିମ୍କୋର୍ଟରେ କାର୍ଯ୍ୟରତ ଓଡ଼ିଆ ରାନ୍ଧୁଣିଆଙ୍କ ଝିଅ ପ୍ରଜ୍ଞା ସାମଲଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼। ନିକଟରେ ପ୍ରଜ୍ଞା ଆମେରିକାର ଦୁଇଟି ବିଶ୍ବବିଦ୍ୟାଳୟରେ ଆଇନରେ ସ୍ନାତକୋତ୍ତର ଶିକ୍ଷା ପାଇଁ ସ୍କଲାର୍ସିପ ପାଇବାକୁ ଯୋଗ୍ୟ ବିବେଚିତ…